ଜନ୍ମରୁ ମୃତ୍ୟୁ ଯାଏ ଏମିତିକି ମୃତ୍ୟୁ ପରେ ବି ରକ୍ତ ସମ୍ପର୍କମାନଙ୍କୁ ଖୋଜାପଡ଼େ.. ଏନ୍ତୁଡ଼ିଶାଳରୁ ମଶାଣି ଆଉ ପିଣ୍ଡଦାନ ପର୍ଯ୍ୟନ୍ତ କୂଳ, ପରିବାର, ସମ୍ପର୍କୀୟ ଖୋଜାପଡ଼ନ୍ତି..କିନ୍ତୁ କରୋନା ଆସି ମଣିଷ ଜାତିଟାକୁ ଶିଖେଇଦେଲା ଯେ ଏ ଦୁନିଆରେ ରକ୍ତ ସମ୍ପର୍କଠୁ ବି ବଡ଼ ମଣିଷପଣିଆର ସମ୍ପର୍କ.. ସେଇଥିପାଇଁ ସେଦିନ ଏଇଠି ଜଳୁଥିଲା ସାମୁହିକ ଜୁଈ.. ଏମାନେ ନିଜ ନିଜ ପରିବାର ପାଇଁ ଥିଲେ ଅଲୋଡ଼ା.. ଅଛୁଆଁ.. ଆଉ ଅଜଣା..
Published By: Tanmay Kumar Mahalik
Last updated: 11 January 2024, 10:43 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।