Advertisment

ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ..ଭାଇ ହାତରେ ଭଉଣୀ ବାନ୍ଧିଛି ରାକ୍ଷୀ...ଇଏ ହେଉଛି ସୁରକ୍ଷାର ବନ୍ଧନ...ଚାଲନ୍ତୁ ଦେଖିବା ସାରା ରାଜ୍ୟରେ ପାଳିତ ହୋଇଥିବା ଏହି ଉତ୍ସବର କିଛି ଝଲକ୍...

ସବୁ ଆଡ଼େ ଆଜି ଆନନ୍ଦ ଉଲ୍ଲାସ...ଭାଇ ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ ଆଉ ମାଗୁଛି ସୁରକ୍ଷା କବଚ। ଯୁଗ ଯୁଗ ଧରି ଭାଇ-ଭଉଣୀଙ୍କ ସମ୍ପର୍କ ଗୋଟିଏ ସୂତାରେ ବନ୍ଧା ଆଉ ସେଇ ସୂତା ହିଁ ହେଉଛି ରାକ୍ଷୀ...

author-image
Prasan Subudhi
ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ..ଭାଇ ହାତରେ ଭଉଣୀ ବାନ୍ଧିଛି ରାକ୍ଷୀ...ଇଏ ହେଉଛି ସୁରକ୍ଷାର ବନ୍ଧନ...ଚାଲନ୍ତୁ ଦେଖିବା ସାରା ରାଜ୍ୟରେ ପାଳିତ ହୋଇଥିବା ଏହି ଉତ୍ସବର କିଛି ଝଲକ୍...

ବାଲେଶ୍ୱରର ଉତ୍କଳ ବାଳାଶ୍ରମରେ ରକ୍ଷାବନ୍ଧନ ଉତ୍ସବ।

Koraput Baleswar Choudwar Baragarh
Advertisment
Advertisment