ଚିଟଫଣ୍ଡ କ୍ଷତିଗ୍ରସ୍ତକୁ ଟଙ୍କା ଫେରାଇବାକୁ ନୂଆ ସରକାର ପ୍ରସ୍ତୁତ କରୁଛନ୍ତି ନୂଆ ନିର୍ଦ୍ଦେଶାବଳୀ। ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକରଣ କରିବାକୁ ଆସିବ ଏହି ନିର୍ଦ୍ଦେଶାବଳୀ।ଗୃହରେ ଲିଖିତ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଖୁବଶୀଘ୍ର ଫେରିପାଇବେ ଟଙ୍କା । ଏହି ଟଙ୍କା ଫେରସ୍ତ ନେଇ ସରକାର ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି । ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ବିଜେପି ଦେଇଥିବା ମୁଲତବି ପ୍ରସ୍ତାବ ଅଗ୍ରାହ୍ୟ ନେଇ ବାଚସ୍ପତିଙ୍କ ଘୋଷଣା ...ଗୃହରେ ଆଲୋଚନା ଦାବିରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ...
କେବେ ମିଳିବ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ବୁଡ଼ିଲା ଟଙ୍କା : ସରକାର ଖାଲି ଆଶା ଦେଉଛନ୍ତି କିନ୍ତୁ ଏମାନେ କିଛି ପାଉନାହାନ୍ତି ।
ଚିଟଫଣ୍ଡ ପରେ ନୂଆ ଢଙ୍ଗରେ ଠକେଇ I ବାଲେଶ୍ୱର ଓ ଭଦ୍ରକରୁ ୩୦ କୋଟି ଧରି ଛୁ ବେନାମୀ କମ୍ପାନୀ I ଅରୋକ୍ସା ଡିଲ୍ ମଲ୍ଟି ଟ୍ରେଡ୍ ନାମକ ବେନାମୀ କମ୍ପାନୀ ଟଙ୍କା ଧରି ଛୁ I EOWରେ ଅଭିଯୋଗ କଲେ କ୍ଷତିଗ୍ରସ୍ତ ଜମାକାରୀ ଓ ଏଜେଣ୍ଟ ।
୮ ବର୍ଷ ଧରି ଫେରାର ଥିବା ଚିଟ ଫଣ୍ଡ ଠକେଇ ଅଭିଯୁକ୍ତକୁ ଉତ୍ତର ପ୍ରଦେଶର ବରେଲିରୁ ଗିରଫ । ଅଭିଯୁକ୍ତକୁ ଗିରଫ କରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା । ଗିରଫ ଅଭିଯୁକ୍ତର ନାଁ ଦିଲୀପ କୁମାର ଜୈନ ।