ଚିଟ୍ଫଣ୍ଡ ଠକେଇ ମାମଲାରେ CBIକୁ ସୁପ୍ରିମକୋର୍ଟ ଜବାବ ତଲବ କରିଛନ୍ତି। ମାମଲାର ଅଗ୍ରଗତି ସମ୍ପର୍କରେ ସୋମବାର ସୁଦ୍ଧା ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବିଦେଶରୁ ମେଡିକାଲ୍ ଡିଗ୍ରି, ଭାରତରେ ସ୍କ୍ରିନିଂ ଟେଷ୍ଟ ପାସ୍ ନକରି ପ୍ରାକ୍ଟିସ୍ । ରୁଷିଆ, ୟୁକ୍ରେନ୍ ଓ ଚୀନରୁ ପାସ୍ କରିଥିବା ୭୩ ଜଣଙ୍କ ବିରୋଧରେ ମାମଲା ସହ ତଦନ୍ତ କରୁଛି ସିବିଆଇ...
ଗୋବିନ୍ଦ ମୃତ୍ୟୁ ସଂପର୍କରେ ଜେଲ୍ DIG ଶୁଭକାନ୍ତ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସମ୍ବଲପୁର ପ୍ରିଜନ୍ DIG ତଦନ୍ତ କରି ୨୪ ଘଣ୍ଟାରେ ରିପୋର୍ଟ ଦେବେ ।
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗତକାଲି ସିବିଆଇ ୯ ଘଣ୍ଟା ଧରି ଜେରା କରିବା ପରେ ସିସୋଦିଆ ଆଣିଛନ୍ତି ସାଂଘାତିକ ଅଭିଯୋଗ ।
ତଦନ୍ତରେ ପୋଲିସ ବିଫଳ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କ ନାଁ କାହିଁକି ଖୁଲାସା କରୁନି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ମଧ୍ୟ ଜେରା କରିଥିଲା CBI ।
ଜାତୀୟସ୍ତରର ସୁଟର ସୁଖମନ୍ପ୍ରୀତ୍ ସିଂ ସିଦ୍ଧୁ ଓରଫ ସିପି ସିଦ୍ଧୁଙ୍କୁ ହତ୍ୟା ମାମଲାରେ ବିଚାରପତିଙ୍କ ଝିଅଙ୍କୁ ଗିରଫ କରାଯାଇଛି। ଗିରଫ ପରେ ଅଧିକ ଜେରା ପାଇଁ ସିବିଆଇ ବିଚାରପତିଙ୍କ ଝିଅଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି।
CBI ମାମଲା ରୁଜୁ ନକଲେ ଆରଟିଆଇ ଆଧାରରେ ମିଳିଥିବା ତଥ୍ୟ ଅନୁସାରେ ହାଇକୋର୍ଟରେ ମାମଲା ରୁଜୁ କରିବା ପାଇଁ ଚେତାବନୀ ଦେଇଛି ସେନା ।
ସମ୍ବିତ ପାତ୍ର ଅଭିଯୋଗ ମମତାଙ୍କ ଶାସନକାଳରେ ପଶ୍ଚିମବଙ୍ଗରେ ଗଣତନ୍ତ୍ର ବିପଦରେ ରହିଛି।
ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି । ସିବିଆଇ ତଦନ୍ତ ପାଇଁ ଦାବି କଲେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା । ତଦନ୍ତ ଓ ଚାର୍ଜସିଟ୍ ସମ୍ବନ୍ଧରେ ଡିଜିପିଙ୍କ ପାଖରେ ସୂଚନା ନଥିବା କହିଛନ୍ତି ରେଖା ଶର୍ମା ।
ସିବିଆଇ ତଦନ୍ତ ନିର୍ଦେଶ ଦିଅ, ନହେଲେ ଇଛାମୃତ୍ୟୁ ଲାଗି ଅନୁମତି ଦିଅ । ଏମିତି ନେହୁରା ହୋଇଛନ୍ତି ନିଜ ସମ୍ପର୍କୀୟଙ୍କୁ ହରାଇଥିବା ରାଜ୍ୟର ୨୧ ପରିବାରର ସଦସ୍ୟ । ଦେଖନ୍ତୁ ପୁରା ଖବର ।
ବଢିଲା ED ଓ CBI ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି ନେଇ ଆଜି ଅଧ୍ୟାଦେଶ ଆଣିଛନ୍ତି କେନ୍ଦ୍ର ସରକାର । ଅଧ୍ୟାଦେଶରେ ଉଭୟଙ୍କ କାର୍ଯ୍ୟକାଳ ୫ ବର୍ଷ ଯାଏଁ ବୃଦ୍ଧି କରାଯାଇଛି ।
ଲୁହାପଥର ଓ କୋଇଲା କିଣା ନେଇ ୫୬ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ। ନୂଆଦିଲ୍ଲୀ ସ୍ଥିତ PEC ଲିମିଟେଡ୍ ଓ ସୁନ୍ଦରଗଡ଼ରେ ଥିବା ଏକ ଘରୋଇ କମ୍ପାନିରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଆକ୍ସନ୍ ମୁଡରେ ସିବିଆଇ।
ଭାରତର ସର୍ବ ପୁରାତନ ଯାଞ୍ଚ ଏଜେନ୍ସି ସିବିଆଇ ସବୁବେଳେ ରାଜନୈତିକ ଦଳର ଟାର୍ଗେଟରେ ଥାଏ । ବର୍ତ୍ତମାନ ନିତି ପ୍ରତିଦିନ ଯାଞ୍ଚ ଏଜେନ୍ସି ସଂସ୍ଥା ନିରପେକ୍ଷ ନୁହେଁ ବୋଲି ଅଭିଯୋଗ କରୁଛି ବିରୋଧୀ ଦଳ । ତେଣୁ ବର୍ତ୍ତମାନ ସୁପ୍ରିମକୋର୍ଟ ସିବିଆଇର କାର୍ଯ୍ୟଦକ୍ଷତାକୁ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
କୋର୍ଟ ୧୨ଟି ପଏଣ୍ଟରେ ସିବିଆଇକୁ ଅଧିକ ସ୍ୱାଧୀନତା ଦେବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପଏଣ୍ଟଗୁଡ଼ିକୁ କାର୍ଯ୍ୟକାରୀ କରାଇଲେ ‘ପଞ୍ଜୁରୀ ଭିତରର ଶୁଆ’ ଅଧିକ କ୍ଷମତା ପାଇପାରିବ ବୋଲି ହାଇକୋର୍ଟ କହିଛନ୍ତି।
ପୀଡିତା ଜଣକ କହିଛନ୍ତି ଯେ ଯେତେବେଳେ ସୋଲାର ପ୍ରୋଜେକ୍ଟ ପାଇଁ ପରିଦର୍ଶନରେ ଯାଉଥିଲେ, ସେହି ସମୟରେ ଅଭିଯୁକ୍ତମାନେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏସବୁ ଘଟଣା ମନ୍ତ୍ରୀଙ୍କ ସରକାରୀ ବାସଭବନ, ଏମ୍ଏଲଏ ହଷ୍ଟେଲ ଓ ହୋଟେଲ ରୁମ୍ରେ ଘଟିଥିଲା।
ଅନ୍ୟପକ୍ଷରେ, ଏହି ଘଟଣାର ତଦନ୍ତରେ ସିବିଆଇକୁ ସାହାଯ୍ୟ କରୁଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ସିବିଆଇ ଏହି ଘଟଣାର ତଦନ୍ତ ସହ ଘଟଣାରେ ଜଡିତ ପ୍ରାୟ ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛି ଏବଂ କ୍ରାଇମବ୍ରାଞ୍ଚର ରିପୋର୍ଟକୁ ମଧ୍ୟ ଯାଂଚ୍ କରାଯାଇଛି। ବିଚାରପତିଙ୍କ ମୃତ୍ୟୁର ପୂରା ଘଟଣାକୁ ନେଇ ସବୁ ଦିଗରେ ସିବିଆଇ ତଦନ୍ତ କରୁଥିବା ସୂଚନା ମିଳିଛି।
ତାଙ୍କ ବିରୋଧରେ ଚାଲିଥିବା ମାମଲାରେ ଭାରତୀୟ ବ୍ୟାଙ୍କଗୁଡ଼ିକର ବିଜୟ ହୋଇଥିବାରୁ ଏଣିକି ସାରା ବିଶ୍ୱରେ ଥିବା ମାଲ୍ୟାଙ୍କ ସମସ୍ତ ସଂପତ୍ତି ଜବତ ହୋଇପାରିବ। ସଂପତ୍ତି ଜବତ ଲାଗି ଭାରତୀୟ ବ୍ୟାଙ୍କଗୁଡ଼ିକୁ ଅନୁମତି ଦେଇଛନ୍ତି କୋର୍ଟ।