ସଞ୍ଜୟ ରାୟ... ଚେହେରା ସିନା ମଣିଷ... ହେଲେ ୟାର ପ୍ରକୃତି ରାକ୍ଷସ । ଏ ନର ପିଶାଚର ଗୁମର ଏବେ ଧୀରେ ଧୀରେ ସିବିଆଇ ଖୋଲିବାରେ ଲାଗିଛି ।
ସଞ୍ଜୟ ରାୟ... ଚେହେରା ସିନା ମଣିଷ... ହେଲେ ୟାର ପ୍ରକୃତି ରାକ୍ଷସ । ଏ ନର ପିଶାଚର ଗୁମର ଏବେ ଧୀରେ ଧୀରେ ସିବିଆଇ ଖୋଲିବାରେ ଲାଗିଛି । ଯାହାକୁ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ ।
କୋଲକାତା ମେଡିକାଲ କଲେଜ ଜଘନ୍ୟ ହତ୍ୟାକାଣ୍ଡର ଅଭିଯୁକ୍ତ ସଞ୍ଜୟ ବିଷୟରେ ମିଳିଲା ଚାଞ୍ଚଲ୍ୟକର ତଥ୍ୟ । ସେ ଥିଲା ପଶୁ ପ୍ରବୃତ୍ତିର ବ୍ୟକ୍ତି ଓ ପର୍ଣ୍ଣ ଭିଡିଓ ଦେଖିବାରେ ଥିଲା ଅଭ୍ୟସ୍ତ ।
କୋଲକାତା ଆର ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଆଜି ଦିନ ୧୦ଟା ୩୦ରେ ଏହି ମାମଲାର ଶୁଣାଣି ହେବ।
ଆଜି ତୃତୀୟ ଦିନରେ RG କର ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ପଚରାଉଚରା କରିଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିକେସନ୍ ।
ରାକ୍ଷସ... ଏ କେବଳ ରାକ୍ଷସ ନୁହେଁ... ନର ରାକ୍ଷସ । ୟାର ଇତିହାସ ଶୁଣିଲେ ନିଶ୍ଚୟ ଆପଣ ମୁଣ୍ଡରେ ହାତ ଦେବେ । ଆଉ ୟା’ର କଳା କାହାଣୀ ଜାଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ ।
ପୁଣି ତେଜିଲା କୋଇଲା ଦୁର୍ନୀତି ବିବାଦ। ସିବିଆଇ ରିଟର୍ଣ୍ଣକୁ ନେଇ ତେଜିଲା ରାଜନୀତି। ହିଣ୍ଡାଲକୋ ବିରୋଧରେ ସିବିଆଇ ମାମଲା ରୁଜୁ କରିବା ପରେ ପାୱାର କରିଡରରେ ଏମିତି ଚର୍ଚ୍ଚା ଜୋର ଧରିଛି।
ନିଟ୍ ୟୁଜି ପେପର ଲିକ୍ ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ କଲା ସିବିଆଇ । ଚାର୍ଜସିଟରେ ୧୩ ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ ରହିଛି।
NEET-UG ପ୍ରଶ୍ନପତ୍ର ଲିକ୍ ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ମାମଲା ନେଇ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ ।
ବହୁ ଚର୍ଚ୍ଚିତ ନିଟ୍ ପେପର ଲିକ୍ ମାମଲା । ଗିରଫ ହେଲେ ଦୁଇଜଣ ଅଭିଯୁକ୍ତ ।
UGC-NET ପ୍ରଶ୍ନପତ୍ର ଲିକ୍ ହେବା ପରେ ସରକାର ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଛନ୍ତି । ଯାଞ୍ଚ ବେଳେ ସିବିଆଇ ଜାଣିବାକୁ ପାଇଛି କି UGC-NET ପ୍ରଶ୍ନପତ୍ର କେଉଁଠୁ ଲିକ୍ ହୋଇଛି ।
ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ମାମଲାରେ ସନ୍ଦେଶଖାଲିରେ ସିବିଆଇର ୫ଟି ଟିମ୍ ଚଢ଼ାଉ କରିଛି ।
ତାଙ୍କୁ ତତ୍କାଳ ମୁକ୍ତି ଦେବାକୁ କେଜରିୱାଲ ଆବେଦନ କରିଥିଲେ। ତେବେ ହାଇକୋର୍ଟ ଏଥିପାଇଁମନା କରିଦେବା ସହ, ଇଡିକୁ ନିଜ ପକ୍ଷ ରଖିବା ପାଇଁ ଏପ୍ରିଲ ୨ ଯାଏଁ ସମୟ ଦେଇଛନ୍ତି।ଏପ୍ରିଲ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଇଡି ପରେ କେଜରିୱାଲଙ୍କୁ ଘାଣ୍ଟିପାରେ ସିବିଆଇ। ଇଡିର ରିମାଣ୍ଡ ସରିବା ପରେ ସିବିଆଇ ତାଙ୍କୁ ରିମାଣ୍ଡରେ ନେବାକୁ କୋର୍ଟକୁ ଯାଇପାରେ ବୋଲି ସୂଚନା ମିଳିଛି।
ବ୍ଲାକରୋଜ୍ ବୁଡ଼ି ଘଟଣାରେ ସିବିଆଇ ତଦନ୍ତ ଦାବି ସଂପର୍କିତ ମାମଲା । ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ସିବିଆଇ ।
ମା ଗୃହ ୱାଡେନ୍ ଲକ୍ଷ୍ମୀ ମାଝୀଙ୍କ ରହସ୍ୟଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଆଜି ୧୨ ଘଣ୍ଟିଆ ରାୟଗଡ଼ା ଜିଲ୍ଲା ବନ୍ଦ ଡାକରା ।
ବର୍ତ୍ତମାନ ମାମଲାକୁ ନେଇ ସିବିଆଇ ପ୍ରାଥମିକ ଅନୁସନ୍ଧାନ କରୁଥିବାବେଳେ ଏହି ଅନୁସନ୍ଧାନର ତଥ୍ୟକୁ ଆଧାର କରି ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରାଯିବ କି ନାହିଁ ତାହା ଏଜେନ୍ସି ସ୍ଥିର କରିବ ।
୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ରେଡ୍ ହାଣ୍ଡେଡ୍ ଧରା ଯାଇଛିା ଆଉ ରେଡ୍ ପରେ ସିବିଆଇ ଅଧିକାରୀଙ୍କ ହୋସ୍ ଉଡ଼ି ଯାଇଛିା
ସତ ପଦାକୁ ଆସିବା ପାଇଁ CBI ତଦନ୍ତ ଦାବି କରିଛନ୍ତି ମମିତାଙ୍କ ମା’ ତୁଳସୀ ମେହେର। କହିଛନ୍ତି ଜଣେ ଅଭିଯୁକ୍ତ ମରିଛି, ଯିଏ ବଞ୍ଚିଛି ତାକୁ ଫାଶି ଦିଆଯାଉ ବୋଲି ମମିତାଙ୍କ ମା’ କହିଛନ୍ତି।
କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କ ନାଁରେ ଚାର୍ଜଫ୍ରେମ ।
ଘର ମାଲିକ ନିବାରଣ ନଗଦ ୨ କୋଟି ଟଙ୍କା କେଉଁଠୁ ଆଣିଲେ ସେନେଇ ଖୋଳତାଡ଼ କରିପାରେ ଆୟକର ବିଭାଗ ।
୪ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ICICI ଲମ୍ବାର୍ଡ ଇନସୁରାନ୍ସ କମ୍ପାନୀ ପକ୍ଷରୁ ହୋଇଥିଲା ଆବେଦନ।
ଭିଡିଓଟି ଦେଖିବାକୁ ଫିଲ୍ମ ଭଳି ଖୁବ୍ ରୋମାଞ୍ଚକର ମଧ୍ୟ ହୋଇଛି । ଅନେକ ଏହାକୁ ଲାଇକ୍ ସେୟାର କରିଥିବା ବେଳେ କମେଣ୍ଟ ମଧ୍ୟ ଦେଇଛନ୍ତି ।
ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ୩ ଅଭିଯୁକ୍ତଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେଲା CBI । ଅଭିଯୁକ୍ତଙ୍କ ମୁହଁରୁ ଓଗାଳିବ ଅଧୁରା ସତ ।