• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Breakfast

Thin people should eat these 5 things for breakfast
Health Tips: ଆପଣ ମୋଟା ହେବାକୁ ଚାହାନ୍ତି କି… ସକାଳେ ଖାଆନ୍ତୁ ଏହି ୫ ପ୍ରକାର ଖାଦ୍ୟ

ଆପଣ ଯଦି ପତଳା ଅଛନ୍ତି ଏବଂ ଓଜନ ବୃଦ୍ଧି କରିବାକୁ ଅନେକ ପ୍ରୟାସ କଲେଣି କିନ୍ତୁ କିଛି ଲାଭ ମିଳିନି ତେବେ ଚିନ୍ତା କରନ୍ତୁ ନାହିଁ। ଆପଣ ଯଦି ମୋଟା ହେବା ସହ ନିଜ ଶରୀରକୁ ଶକ୍ତିଶାଳୀ କରିବା ଚାହୁଁଛନ୍ତି, ତେବେ ଠିକ ଜଳଖିଆ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ।

history of popular odia causine puffed rice murhi & its nutrition value
Puffed Rice: ମୋଟା ଲୋକ, ବ୍ଲଡପ୍ରେସର୍ ଥିବା ବ୍ୟକ୍ତି, ଓଜନ କମେଇବାକୁ ଚାହୁଁଥିବା ଲୋକ ମୁଢ଼ି ଖାଇବା ଉଚିତ କି?

ରାତି ପାହିଲେ ଓଡ଼ିଆ ଘରେ ଏହା ସବୁଠାରୁ ଲୋକପ୍ରିୟ ଜଳଖିଆ। ବାହାରକୁ ଗଲେ ବାଟରେ ଘାଟରେ ଖାଇବାକୁ ଘରଲୋକେ ପୁଟୁଳିରେ ଏଥିରୁ ଗଣ୍ଡେ ରଖିଦିଅନ୍ତି। ଓଡ଼ିଆ ପର୍ବ ପର୍ବାଣୀରେ ଏଥିରେ ତିଆରି ମୁଆଁ ଦିଅଁଙ୍କ ପାଖରେ ଲାଗି ହୋଇଥାଏ। ଜାଣନ୍ତୁ ଓଡ଼ିଶାର ଲୋକପ୍ରିୟ ଖାଦ୍ୟ ମୁଢ଼ିର ସଂପୂର୍ଣ୍ଣ ଇତିହାସ।