• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjp

Pandian Project
ପାଣ୍ଡିଆନ୍ ପ୍ରୋଜେକ୍ଟ ନାଁରେ ଜମି ହଡ଼ପ, କେହି କିଛି କରିପାରିବେନି...!

ଭୁବନେଶ୍ୱର ଉପକଣ୍ଠ ଭଗବତୀପୁର ଓ ଗିରିଙ୍ଗାଘାଟ ମୌଜାରେ ୧୫୦ ଏକର ଜମି ଜବରଦଖଲ ହୋଇଛି। ତାର ବାଡ଼ ଦେଇ ଏହାକୁ ଘେରାବନ୍ଦୀ କରାଯାଇଛି।

Pradeep Panigrahi
ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡା-ବୋତଲ ମାଡ଼

5T ସଚିବଙ୍କ କାର୍ଯ୍ୟକ୍ରମକୁ ସେ ଯାଉଥିବା ବେଳେ ତାଙ୍କୁ ବିରୋଧ କରାଯାଇଛି । ଗୋପାଳପୁର ବିଧାୟକ ଭାବେ ସେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ ।

Pradeep Panigrahi
ପ୍ରଦୀପଙ୍କ ଖୋଲା ଚ୍ୟାଲେଞ୍ଜ ! ମୁଁ ଯାଉଛି, ମୋର କିଛି ହେଲେ CM-DG-CS ଦାୟୀ

ସରକାରୀ କାର୍ଯ୍ୟକ୍ରମରେ ୪ ହଜାର ପୋଲିସ ଜଗିବେ। ଓଡ଼ିଶା ଲୋକଙ୍କୁ କ’ଣ ଭାବୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ। 

Ganjam BJP, Odisha Politics
ବିରୋଧ ଭୟ ! ସଚିବଙ୍କ ଗସ୍ତ ପୂର୍ବରୁ ଗଞ୍ଜାମ ବିଜେପି ନେତାଙ୍କୁ ଉଠାଇନେଲା ପୋଲିସ

ଜିଲ୍ଲା ଯୁବ ମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀଙ୍କୁ ମଧ୍ୟ ଉଠାଇନେଇଛି । ଆଲୋକ ଶତପଥୀ ବେଗୁନିଆପଡ଼ାରେ ଛିଡ଼ା ହୋଇଥିବା ବେଳେ ଉଠାଇନେଲା ପୋଲିସ ।

BJP delegation meets NHRC
ମହିଳା ହୋମଗାର୍ଡଙ୍କୁ ନିର୍ଯାତନା; ତେଜୁଛି ବିବାଦ, NHRCଙ୍କୁ ଭେଟିଲା ବିଜେପି

କାହିଁକି ରାଜ୍ୟ ସରକାରଙ୍କ ଏଭଳି ମନୋଭାବ ? ଏଭଳି ପ୍ରଶ୍ନ ଉଠାଇବା ସହ ସୈରିନ୍ଦ୍ରୀଙ୍କ କ୍ଷେତ୍ରରେ ମାନବାଧିକାରର ଖୋଲା ଉଲଂଘନ ହୋଇଥିବା କହିଛନ୍ତି ମାନବାଧିକାର କର୍ମୀ ।

Dengue In Odisha
ରାଜ୍ୟରେ ଅଣାୟତ୍ତ ଡେଙ୍ଗୁ ସ୍ଥିତି; BMC ଅଫିସରେ ମଶା ଧୂଆଁ ଦେଲେ ବିଜେପି ନେତା

ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ସହ ମଶା ଦୂର କରିବା ଯାହାର ଦାୟିତ୍ୱ ତାରି ଦୁଆରେ ଚାଲିଛି ମଶା ଧୂଆଁ ମାଡ । ଘନ ଘନ ସ୍ପ୍ରେ ହେଉଛି ମଶା ଧୂଆଁ । ଏ ଦୃଶ୍ୟ BMC କାର୍ଯ୍ୟାଳୟର । ଅଫିସ୍‌ର ମୁଖ୍ୟ ଗେଟ୍ ଏବଂ ଚାରିକଡରେ ମେସିନ ବୁଲାଇ ଧୂଆଁ ଛଡାଯାଉଛି । ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣ ହରାଇଥିବା ବେଳେ BMC ବିରୋଧରେ ହଲ୍ଲାବୋଲ କରିଛି ବିଜେପି ।

Odisha Politics, BJD
ବିଜେଡି ଫୋକସରେ SHG ମହିଳା, ଆଗେ ସ୍କୁଟି ଏବେ ସ୍ମାର୍ଟ ପରିଚୟପତ୍ର !

ଏସ୍ଏଚ୍‌ଜିଙ୍କ ପାଇଁ ସ୍ମାର୍ଟ ପରିଚୟପତ୍ର ବ୍ୟବସ୍ଥା । କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ବି ଦିଆଯିବ ଦରମା ।

Political Funny Videos
କଂଗ୍ରେସର କଟାକ୍ଷ ବନାମ ବିଜେପିର ବିଶ୍ୱାସ

କଂଗ୍ରେସର କଟାକ୍ଷ ବନାମ ବିଜେପିର ବିଶ୍ୱାସ । ୨୪ ନିର୍ବାଚନ ପୂର୍ବରୁ ଭର୍ଚୁଆଲ ଲଢେଇ ଜୋରଦାର୍ । ସୋସିଆଲ ମିଡିଆରେ ପରସ୍ପରଙ୍କୁ ଭିନ୍ନ ଅନ୍ଦାଜରେ ଟାର୍ଗେଟ କଲେ କଂଗ୍ରେସ ଓ ବିଜେପି..

Political Funny Videos
ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆରେ କଂଗ୍ରେସ ଓ ବିଜେପିର କାର୍ଟୁନ୍ ଲଢ଼େଇ

ବିଜେପିର ଟପ୍ ନେତା, ସବୁ ଦମ୍ ଲଗାଇବା ପରେ ବି କିଭଳି ରାହୁଲ ଗାନ୍ଧିଙ୍କୁ ସଂସଦ ଆସିବା ଉପରେ ରୋକ ଲଗାଇପାରି ନାହାଁନ୍ତି, ତାକୁ କାର୍ଟୁନ୍ ମାଧ୍ୟମରେ ଭିଡିଓରେ ଦର୍ଶାଇଛି କଂଗ୍ରେସ ।

2024 General Elections
୨୪ ରେ ଫୋକସ୍‌ ନୂଆ ଭୋଟର୍‌; ତିନି ଦଳର ସ୍କିମ ଅଫର୍‌ !

ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଦଳର ଭରପୂର ଉଦ୍ୟମ । ବିଜେଡି ସରକାରଙ୍କ ସ୍କିମ୍ ବନାମ ବିଜେପିର ମତଦାତା ସଚେତନତା ଅଭିଯାନ । କଂଗ୍ରେସ ବି ଯୁବକଙ୍କୁ ଟ୍ରେନିଂ ଦେଇ କରିବ ନିର୍ବାଚନ ପାଇଁ ପ୍ରସ୍ତୁତ କରିବ ।

5T Secretary
୨୫ କିଲୋମିଟର ପାଇଁ ଉଡ଼ୁଛି ହେଲିକପ୍ଟର ! ଖର୍ଚ୍ଚ ହେଉଛି କେତେ ?

ହେଲିକପ୍ଟରରେ 5T ସଚିବଙ୍କ ଗସ୍ତକୁ ନେଇ ଘନେଇଲା ବିବାଦ । ବ୍ଲକରୁ ବ୍ଳକ୍ ଗଲେ ବି ଗାଡ଼ି ବଦଳରେ ବ୍ୟବହାର ହେଉଛି ହେଲିକପ୍ଟର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଭଳି ପୁରା କାରକେଡ୍ ସହିତ ଗସ୍ତ କରୁଛନ୍ତି 5T ସଚିବ ।

Metro Rail Project
କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ..ଦିନକ ପରେ DPR ଦେଲେ ସରକାର

ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ମେଟ୍ରୋ ପ୍ରକଳ୍ପକୁ ନେଇ କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଏହାର ଦିନକ ପରେ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପର ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ବା DPR ସାମ୍ନାକୁ ଆଣିଥିଲେ ରାଜ୍ୟ ସରକାର ।

Congress
ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ହୁଙ୍କାର !

ବିଜେଡି ସରକାରଙ୍କ ଏସବୁ ନୀତି ଓ କାର୍ଯ୍ୟକାରିତ ନେଇ କଂଗ୍ରେସ ଲୋକଙ୍କୁ ସଚେତନ କରିବ ବୋଲି କହିଛି। ପିସି କାରବାର ବନ୍ଦ, ବିଦ୍ୟୁତ ଦର ପ୍ରତ୍ୟାହାର ଭଳି ୯ ଦପା ଦାବି ନେଇ କଗ୍ରେସ ୩୧୪ ବ୍ଲକ ଘେରିବ ବୋଲି କହିଛି ।

Naveen Patnaik
ବଦଳିଲା ଷ୍ଟ୍ରାଟେଜୀ ! ଆଉ କେନ୍ଦ୍ର ଅବହେଳା ନୁହେଁ, କେବଳ ସ୍କିମ୍ ଆଣିବ ଭୋଟ

ଏଣିକି କେନ୍ଦ୍ର ଅବହେଳା ନୁହେଁ, ବିକାଶର ବାର୍ତ୍ତା ନେଇ ଲଢ଼ିବ ଦଳ । ଚାଷୀ, ଯୁବ, ମହିଳା, ଜନଜାତି ଭଳି ସବୁ ବର୍ଗଙ୍କୁ ଫୋକସ୍ ।

The politics of odisha is in hard-line state
୧୨ ବର୍ଷର ତପସ୍ୟା ଶୁଖୁଆ ପୋଡାରେ ଯିବନି ତ…

ସମଦୂରତ୍ୱର ସୀମା ଲଂଘି ଶାସକ ଦଳ ସମ୍ପର୍କର ଯେଉଁ ସେତୁ ଗଢିଛି ଏଥିରେ ରାଜ୍ୟବାସୀ କେତେ ଲାଭାନ୍ୱିତ ହେବେ ? ଓଡ଼ିଶାର ମୁଖ୍ୟ ବିରୋଧୀଦଳ ଭୂମିକା ନିର୍ବାହ କରୁଥିବା ବିଜେପି କିଭଳି ବିଜେଡି ଓ କଂଗ୍ରେସ ବିରୋଧୀ ଭୋଟକୁ ବିଶ୍ୱାସ ଜିତାଇବ ? ଆଗକୁ ଅଘୋଷିତ ମେଣ୍ଟ ହେବ କି ?

Odisha Politics
ଗଳିକନ୍ଦିରୁ ପାୱାର୍ କରିଡର୍ ଯାଏଁ ‘ଆଗୁଆ ନିର୍ବାଚନ’ ଚର୍ଚ୍ଚା

ଗଳି କନ୍ଦିରୁ ଚା' ଖଟି..ରାଜନେତାଠୁ ପାୱାର୍ କରିଡର୍..ସବୁଠି ସମସ୍ତଙ୍କ ମନରେ, ଏବେ କେବଳ ଦୁଇଟି ପ୍ରଶ୍ନ । ବିଧାନସଭାକୁ ଭାଙ୍ଗି ଆଗୁଆ ନିର୍ବାଚନକୁ ଯିବେ କି ନବୀନ ? ବିଜେପି-ବିଜେଡି ଭିତରେ କିଛି ବୁଝାମଣା ହେବାକୁ ଯାଉଛି କି ?

Odisha Politics
ବିଜେଡ଼ି ସରକାର ବିରୋଧରେ ବିଜେପିର ଦୁର୍ବାର ଲଢେଇ: ମେଣ୍ଟ ନୁହେଁ, ଏକାକୀ ଲଢିବୁ କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା 

ସଂସଦରେ କେନ୍ଦ୍ର ସରକାରଙ୍କୁ ବିଜେଡିର ସମର୍ଥନ, ପରେ ନବୀନ-ଶାହ ଭେଟଘାଟକୁ ନେଇ ଦୁଇ ଦଳର କର୍ମୀ ଓ ନେତା ଏବେ ଦ୍ୱନ୍ଦ୍ୱରେ।

General Elections 2024
ବିଜେଡ଼ି ସରକାର ବିରୋଧରେ ଦୁର୍ବାର ଲଢେଇ ପାଇଁ କେମିତି କାର୍ଯ୍ୟକାରୀ ହେବ ଶାହଙ୍କ ଟାସ୍କ

ବିଜେଡ଼ି ସରକାର ବିରୋଧରେ ଦୁର୍ବାର ଲଢେଇ ପାଇଁ କେମିତି କାର୍ଯ୍ୟକାରୀ ହେବ ଶାହଙ୍କ ଟାସ୍କ । କୋଣାର୍କ କର୍ମଶାଳାରେ ବିଜେପିର ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ମନ୍ତ୍ର ଦେଲେ ୪ କେନ୍ଦ୍ରମନ୍ତ୍ରୀ । ଅର୍ଜୁନ ମୁଣ୍ଡା କହିଲେ ମେଣ୍ଟ ନୁହେଁ, ଏକାକୀ ଲଢିବୁ

Politics
ମେଣ୍ଟ ଚର୍ଚ୍ଚାରେ ପାଣି ଢାଳିଦେଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର

ଦିଲ୍ଲୀରୁ ଆରମ୍ଭ ହୋଇଥିବା ବିଜେପି-ବିଜେଡି କୋଳାକୋଳି। ଆଗକୁ ନେବ କେଉଁ ସମୀକରଣର ରୂପ ? ସଂସଦରେ ମୋଦୀ ସରକାରକୁ ଶଙ୍ଖଦଳର ହୃଦୟ ଖୋଲା ସମର୍ଥନ ଓ ପରସ୍ପରକୁ ଶାହ-ନବୀନଙ୍କ ପ୍ରଶଂସା ପରେ ହଲଚଲ ଦିଲ୍ଲୀରୁ ଭୁବନେଶ୍ୱର ରାଜନୀତି।

firing
ଚାଲିବାକୁ ବାହାରୁଥିଲେ ପାର୍କକୁ, ୩ ଜଣ ଦୁର୍ବୃତ୍ତ ଆସି ଗୁଳି ମାରିଦେଲେ

ଏହି ହତ୍ୟାକାଣ୍ଡ ରାଜନୈତିକ ଶତ୍ରୁତା କାରଣରୁ ହୋଇଥିବା ପରିବାର ଲୋକ କହିଛନ୍ତି । ବିରୋଧୀ ଦଳର ନେତା ଲୋକ ଲଗେଇ ଏଭଳି ହତ୍ୟାକାଣ୍ଡ ଘଟାଇଥିବା କହିଛନ୍ତି ପରିବାର ଲୋକ ।

Due to arrogance, Congress is not able to see the reality: PM Modi
’ଓଡ଼ିଶାରେ ୨୮ ବର୍ଷ ହେଲା କଂଗ୍ରେସ କ୍ଷମତାଚ୍ୟୁତ’

କଂଗ୍ରେସ ପ୍ରତି ଅନାସ୍ଥା ନେଇ ବିଭିନ୍ନ ରାଜ୍ୟର ଉଦାହରଣ ଦେଲେ ମୋଦି । ଓଡ଼ିଶାରେ ୨୮ ବର୍ଷ ହେଲା କଂଗ୍ରେସ କ୍ଷମତାଚ୍ୟୁତ ହୋଇଛି କହିଲେ । ୧୯୯୫ ପରେ ଓଡ଼ିଶାରେ ଆଉ କଂଗ୍ରେସ କ୍ଷମତାକୁ ଆସିପାରିନାହିଁ ।

BJD - BJP
ଜାତୀୟ ସ୍ତରରେ ନବୀନଙ୍କ ଭାବମୂର୍ତ୍ତି ସଂକଟରେ ! ସନ୍ଦେହରେ ଜନତା, ଦ୍ୱନ୍ଦ୍ୱରେ କ୍ୟାଡର

ମୋଦି ସରକାରକୁ ଖୋଲା ସମର୍ଥନ ପରେ ଅଡୁଆରେ ବିଜେଡି । ବିଜେପି-ବିଜେଡିର ସମୁଦ୍ର-ନଦୀ ଉପାଖ୍ୟାନକୁ ନେଇ ବୟାନବାଜି ।

BJD - BJP
ଜାତୀୟ ସ୍ତରରେ ନବୀନଙ୍କ ଭାବମୂର୍ତ୍ତି ସଂକଟରେ ! ସନ୍ଦେହରେ ଜନତା, ଦ୍ୱନ୍ଦ୍ୱରେ କ୍ୟାଡର

ମୋଦି ସରକାରକୁ ଖୋଲା ସମର୍ଥନ ପରେ ଅଡୁଆରେ ବିଜେଡି । ବିଜେପି-ବିଜେଡିର ସମୁଦ୍ର-ନଦୀ ଉପାଖ୍ୟାନକୁ ନେଇ ବୟାନବାଜି ।

Rahul Gandhi
ସଂସଦ ରେକର୍ଡରୁ ହଟିଲା ରାହୁଲ ଗାନ୍ଧିଙ୍କ ଶବ୍ଦ

ବିତର୍କରେ ଭାଗ ନେଇ କେନ୍ଦ୍ର ସରକାର ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧା ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧି।