Advertisment

କିଏ ହେବେ ରାଜ୍ୟ ବିଜେପି ସଭାପତି ?

ନଡ୍ଡା ଛିଡେଇବେ ରାଜ୍ୟ ସଭାପତି ଅଙ୍କ ! ରିପିଟ୍ ହେବେ ମନମୋହନ ନା ମଙ୍ଗ ଧରିବେ ନୂଆ ଚେହେରା । ଯଦିଓ ଗତକାଲି ବୈଠକରେ ବୋର୍ଡ ଏବଂ ନିଗମ ନିଯୁକ୍ତି ତାଲିକା ଏକ ପ୍ରକାର ଚୂଡାନ୍ତ ହୋଇଛି, କିନ୍ତୁ ରାଜ୍ୟ ସଭାପତି ନିଯୁକ୍ତି ଘୁଞ୍ଚି ଘୁଞ୍ଚି ଯାଉଛି।

author-image
Santosh Kumar Sahoo

ରାଜ୍ୟ ବିଜେପିର ନୂଆ ସଭାପତି କିଏ ? ମନମୋହନ ରିପିଟ୍ ହେବେ ନା ଆଉ କାହାକୁ ଦଳ ଦେବେ ଦାୟିତ୍ବ ? ଏହାକୁ ନେଇ ବେଶ୍ କିଛି ଦିନ ଧରି ସସପେନ୍ସ ଲାଗି ରହିଥିବା ବେଳେ ଆଜି ଓଡ଼ିଶା ପହଞ୍ଚୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତାକାଲି ସେ ରାଜ୍ୟ ଅତିଥି ଭବନରେ କଟାଇବେ ଅଢେଇ ଘଣ୍ଟା। ଯାହା ଉପରେ ରହିଛି ସମସ୍ତଙ୍କ ନଜର। କୁହାଯାଉଛି ଏହି ସମୟରେ ରାଜ୍ୟ ସଭାପତି ଚୟନ ନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ବିଳମ୍ବ ହେଉଥିବା ନୂଆ ସଭାପତି ଘୋଷଣା ଅଙ୍କ ମଧ୍ୟ ଛିଡିପାରେ।

Advertisment
BJP President BJP JP Nadda Odisha
Advertisment
Advertisment