ବିକାଶର ଧ୍ୱଜା ଉଡାଉଛନ୍ତି ସରକାର । କିନ୍ତୁ ୧୫ ବର୍ଷ ପରେ ଗରିବୀ ଯେମିତି ଥିଲା ଏବେ ବି ସେମିତି, ଏହି ଦୃଶ୍ୟ ହିଁ ତାହାକୁ ବୟାନ କରୁଛି ।
ନିତି ଆୟୋଗ ଇଣ୍ଡେକ୍ସ ଧରାଇଲା ରାଜଧାନୀର ସତ I ଭୁବନେଶ୍ୱରରେ ମହିଳା ବିରୋଧୀ ହିଂସା ଓ ନାବାଳିକା ଯୌନ ଅପରାଧ ଚିନ୍ତାଜନକ I ୫୦ ପ୍ରତିଶତରୁ ଅଧିକ ମହିଳା-ଶିଶୁ ରକ୍ତ ଓ ପୁଷ୍ଟିହୀନତାର ଶିକାର ।
୨୩ ତାରିଖରୁ ଭୁବନେଶ୍ୱରରେ ସମସ୍ତ ମସଜିଦ୍, ଚର୍ଚ୍ଚ ଓ ଗୁରୁଦ୍ୱାର ଖୋଲିବାକୁ ଅନୁମତି ମିଳିଛି। ତେବେ ଏସବୁ ଧାର୍ମିକ ସ୍ଥଳରେ ଏକକାଳୀନ ୨୫ରୁ ଅଧିକ ଭକ୍ତଙ୍କୁ ଭିତରକୁ ଛଡ଼ାଯିବ ନାହିଁ। ରୀତିନୀତି ପାଇଁ ନିୟୋଜିତ ହେବାକୁ ଥିବା ପୂଜକଙ୍କ ଆରଟିପିସିଆର ଟେଷ୍ଟ ନେଗେଟିଭ୍ ଥିବା ସହ କୋଭିଡ୍ ଟିକାର ୨ଟି ଯାକ ଡୋଜ୍ ନେଇଥିବା ଜରୁରୀ।