• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bcci

Anthem Release
ICC କ୍ରିକେଟ ବିଶ୍ୱକପ ଆନ୍ଥେମ ରିଲିଜ..ନଜର ଆସିଲେ ଅଭିନେତା ରଣବୀର ସିଂ

ICC କ୍ରିକେଟ ବିଶ୍ୱକପ ୨୦୨୩ର ଆନ୍ଥେମ ‘ଦିଲ ଜଶନ ବୋଲେ’ ରିଲିଜ ହୋଇଛି ।

Virendra Sehwag
‘ବିଶ୍ୱକପ ଜର୍ସିରେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯାଉ’

ଇଣ୍ଡିଆ ନାଁ ଇଂରେଜମାନେ ଦେଇଛନ୍ତି । ତେଣୁ ଏବେ ଭାରତ ରଖାଯାଉ । ଭାରତ ନାଁ ରଖାଗଲେ ଗର୍ବ ଅନୁଭବ ହେବ । ଆମେ ଭାରତୀୟ, ଆମକୁ ଭାରତ ନାଁ ଦରକାର ବୋଲି କହିଛନ୍ତି ସେହୱାଗ ।

Team India
ବିଶ୍ୱକପ୍‌ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା; ବାଦ୍‌ ପଡ଼ିଲେ ଭେଟେରାନ୍‌ ସ୍ପିନର୍‌..

ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି ।

Asia Cup 2023
Asia Cup 2023: ରବିବାର ଦଳ ଘୋଷଣା ! କମ୍‌ବ୍ୟାକ୍‌ କରିବେ ଏହି ଷ୍ଟାର ଖେଳାଳି..

ପାକିସ୍ତାନ, ବାଂଲାଦେଶ ଓ ନେପାଳ ଏସିଆ କପ୍‌ ପାଇଁ ନିଜ ଦଳ ଘୋଷଣା କରିସାରିଥିବା ବେଳେ ଭାରତ ଓ ଶ୍ରୀଲଙ୍କା ଏବେଯାଏଁ ଦଳ ଘୋଷଣା କରିନାହାନ୍ତି ।

India announce squad for T20 series against West Indies
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

ବିସିସିଆଇ ପକ୍ଷରୁ ଘୋଷିତ ତାଲିକାରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି।

Ajit Agarkar Chairman of Senior Men’s Selection Committee
ଅଗରକର ହେଲେ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା

ଚେତନ ଶର୍ମାଙ୍କ ଇସ୍ତଫା ପରେ ଦୀର୍ଘଦିନ ପରେ ମୁଖ୍ୟ ଚୟନକର୍ତ୍ତା ପଦବୀ ଖାଲି ପଡ଼ିଥିଲା। ଶେଷରେ ଅଜିତ ଅଗରକରଙ୍କ ନାଁ ଉପରେ ଆଜି ମୋହର ମାରିଛି ବିସିସିଆଇ।

Yashasvi Jaiswal's Inspiring Story
ଦିନେ ଗୁପଚୁପ ବିକୁଥିଲେ କିନ୍ତୁ ଏବେ ଷ୍ଟାର କ୍ରିକେଟର

ନିଜ ପ୍ରଦର୍ଶନ ପାଇଁ ଲୋକପ୍ରିୟ ହୋଇଥିବା ଯଶସ୍ୱୀ ଦିନେ କ୍ରିକେଟ କୋଚିଂ ପାଇଁ ଗୁପଚୁପ ବିକୁଥିଲେ । ଖୋଦ୍‌ ନିଜେହିଁ ଏକଥା ସେ ଗଣମାଧ୍ୟମରେ କହିଛନ୍ତି।

Asia Cup 2023
Asia Cup 2023: ଏଥର ଏସିଆ କପ୍‌ରେ ଭାଗ ନେବନି ପାକିସ୍ତାନ !

ଭାରତର ପ୍ରତିବାଦ ପରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ଏସିଆ କପ୍‌କୁ ଶ୍ରୀଲଙ୍କା ସ୍ଥାନାନ୍ତର କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

Mohammad Siraj
ଟିମ୍‌ ଇଣ୍ତିଆର ଭିତିରି କଥା ଜାଣିବା ପାଇଁ ସିରାଜଙ୍କୁ ଆସିଥିଲା ଅଜଣା ବ୍ୟକ୍ତିର କଲ୍‌

ସିରାଜ BCCIକୁ ଦେଇଥିବା ସୂଚନାନୁଯାୟୀ ଜଣେ ବ୍ୟକ୍ତି ତାଙ୍କୁ ହ୍ୱାଟ୍ସଆପ୍‌ରେ ମେସେଜ୍‌ କରି ଟିମ୍‌ର ଭିତିରି କଥା ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲେ।

Sourav Ganguly & Virat Kohli
କାହିଁକି ଓ କେବେଠୁ କୋହଲି-ଗାଙ୍ଗୁଲି ସଂପର୍କରେ ଫାଟ ? ଜାଣନ୍ତୁ..

ଚର୍ଚ୍ଚାରେ ସୌରଭ ଗାଙ୍ଗୁଲି ଓ ବିରାଟ କୋହଲି ବିବାଦ । ପରସ୍ପରକୁ ଆଡ଼ ଆଖିରେ ଚାହୁଁନାହାନ୍ତି ଦୁଇ ପୂର୍ବତନ କ୍ୟାପଟେନ୍ । ସୋସିଆଲ ମିଡିଆରେ ବି ସ୍ପଷ୍ଟ ହୋଇଗଲା- ଚରମ ସ୍ଥିତିରେ ତିକ୍ତତା ।

Asia Cup 2023
ତୁଟିଲା ଏସିଆ କପ୍‌ ବିବାଦ; ପାକିସ୍ତାନରେ ନୁହେଁ ଏହି ଦେଶରେ ଖେଳିବ ଟିମ୍‌ ଇଣ୍ତିଆ..

୨୦୨୩ ସେପ୍ଟେମ୍ବର ପାକିସ୍ତାନରେ ଏସିଆ କପ୍‌ର ଆୟୋଜନ କରୁଛି । କିନ୍ତୁ ଭାରତ ନିଜ ମ୍ୟାଚ୍‌ ଗୁଡ଼ିକୁ ଅନ୍ୟ ଦେଶରେ ଖେଳିବ।

PM Modi & Shahid Afridi
ମୋଦିଙ୍କ ପାଖରେ ଗୁହାରି କଲେ ସାହିଦ୍‌ ଆଫ୍ରିଦି, କହିଲେ..

ଆଫ୍ରିଦି କହିଛନ୍ତି ଯେ, 'BCCI ଭଳି ଶକ୍ତିଶାଳୀ ବୋର୍ଡ ଶତ୍ରୁତା ଉପରେ ନୁହଁ ବରଂ ବନ୍ଧୁତା ଉପରେ ଧ୍ୟାନ ଦେବା ଉଚିତ୍‌' ।

Team India Holi
ହୋଲି ଖେଳିଲା ଟିମ୍‌ ଇଣ୍ଡିଆ; ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ

ବିସିସିଆଇ ଟ୍ୱିଟ୍‌ କରିଥିବା ଭିଡିଓରେ କ୍ୟାପଟେନ ରୋହିତ ଶର୍ମା ସପୋର୍ଟ ଷ୍ଟାଫ୍ ସଦସ୍ୟମାନଙ୍କ ଦେହରେ ରଙ୍ଗ ଲଗାଇଛନ୍ତି । ଏହା ପରେ ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜାଙ୍କ ସମେତ ଦଳର ସମସ୍ତ ଖେଳାଳି ରଙ୍ଗ ଲଗାଇ ହୋଲି ମନାଇଛନ୍ତି ।

Chetan Sharma
BCCI ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

ଚେତନ ତାଙ୍କ ଇସ୍ତଫା ପତ୍ରକୁ BCCI ସମ୍ପାଦକ ଜୟ ଶାହାଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି । ଏକ ଭାଇରାଲ ଭିଡିଓ ପାଇଁ ବିବାଦକୁ ଆସିଥିଲେ ଚେତନ ଶର୍ମା ।

Chetan Sharma Sting Operation
ଷ୍ଟିଙ୍ଗ ଅପରେସନ୍‌ରେ ଖୁଲାସା: କୋହଲି-ରୋହିତଙ୍କ ମଧ୍ୟରେ ଅଛି କି ବିବାଦ ?

ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକସନ୍ ନେଉଥିବା ବେଳେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ ବିରାଟ କୋହଲି ଓ ବର୍ତ୍ତମାନର କ୍ୟାପଟେନ୍‌ ରୋହିତ ଶର୍ମାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବଡ଼ ଖୁଲାସା ହୋଇଛି।

BCCI Chief Selector Chetan Sharma Sting Operation
ଷ୍ଟିଙ୍ଗ ଅପରେସନ୍‌ରେ ବଡ଼ ଖୁଲାସା- ଫିଟ୍‌ ରହିବା ପାଇଁ ଇଞ୍ଜେକ୍ସନ ନେଉଛନ୍ତି ଭାରତୀୟ କ୍ରିକେଟର

ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକସନ୍ ନେଉଥିବା ଜଣାପଡ଼ିଛି। ଆହତ ଥିବା ସତ୍ତ୍ୱେ ଦଳର ଚୟନ ବେଳେ ଫିଟ୍ ରହିବାକୁ ଏହି ଇଞ୍ଜେକସନ୍ ଉପରେ ସେମାନେ ନିର୍ଭର କରନ୍ତି ବୋଲି ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିଛନ୍ତି।

Shiv Sundar Das
BCCI ସିନିୟର ଚୟନ କମିଟିର ଚୟନକର୍ତ୍ତା ଭାବେ ଶିବସୁନ୍ଦର ଦାସଙ୍କୁ ନିଯୁକ୍ତି

ଚୟନ କମିଟିର ଅଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ଚେତନ ଶର୍ମା।

Selection Committee
ବିଶ୍ୱକପ୍‌ରେ ପରାଜୟର ପ୍ରଭାବ; ଚୟନ କମିଟିକୁ ବହିଷ୍କାର କଲା BCCI

ଟି-୨୦ ବିଶ୍ୱକପ ସେମି ଫାଇନାଲରୁ ଟିମ୍‌ ଇଣ୍ଡିଆ ଲଜ୍ଜାଜନକ ଭାବେ ବିଦାୟ ନେବାର ସାଂଘାତିକ ପ୍ରଭାବ ଦେଖିବାକୁ ମିଳିଛି। ପରାଜୟ ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିସିସିଆଇ।

ଶିଖର ଧାଓ୍ୱନ, ହାର୍ଦ୍ଦିକ ପାଣ୍ଡ୍ୟା
ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ହାର୍ଦ୍ଦିକ ପାଣ୍ଡ୍ୟା, ଶିଖର ଧାଓ୍ୱନ

ପ୍ରଥମ ଥର ପାଇଁ ଏକାସଙ୍ଗେ ଚାରୋଟି ସ୍କ୍ୱାଡ୍ ଘୋଷଣା କରିଛି ବିସିସିଆଇ।  

Equal Pay For Indian Men And Women Cricketers
BCCIର ବଡ଼ ଘୋଷଣା: ଏଣିକି ପୁରୁଷ-ମହିଳା କ୍ରିକେଟରଙ୍କୁ ମିଳିବ ସମାନ ମ୍ୟାଚ୍‌ ଫି’

ମ୍ୟାଚ୍‌ ଫି’ ବାବଦରେ ପୁରୁଷ କ୍ରିକେଟରଙ୍କୁ ଯେତିକି ଟଙ୍କା ମିଳିବ ସେତିକି ଟଙ୍କା ମହିଳା କ୍ରିକେଟରଙ୍କୁ ମଧ୍ୟ ମିଳିବ। ଅର୍ଥାତ୍‌ ପୁରୁଷ କ୍ରିକେଟରଙ୍କ ସହ ସମାନ ମ୍ୟାଚ୍‌ ଫି’ ପାଇବେ ମହିଳା କ୍ରିକେଟର। 

Roger Binny
ରୋଜର୍ ବିନ୍ନି BCCIର ନୂଆ ଅଧ୍ୟକ୍ଷ; ପଦ ବଜାୟ ରଖିଲେ ସମ୍ପାଦକ ଜୟ ଶାହ

ବିସିସିଆଇକୁ ମିଳିଲେ ନୂଆ ବସ୍। ବିସିସିଆଇର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି । ଆଜି ବସିଥିବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

IND vs PAK
BCCI ର ଗ୍ରୀନ୍‌ ସିଗନାଲ୍‌; ପାକିସ୍ତାନ୍‌ରେ ଖେଳିବ ଟିମ୍‌ ଇଣ୍ତିଆ!

ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ। ଦୀର୍ଘବର୍ଷ ପରେ ଭାରତୀୟ ଟିମ୍‌କୁ ପାକିସ୍ତାନ ପଠାଇବାକୁ ରାଜି ହୋଇଛି BCCI । ୨୦୨୩ ଏସିଆ କପ ପାକିସ୍ତାନରେ ଆୟୋଜନ ହେବ।

BCCIର ପରବର୍ତ୍ତୀ BOSS !
ରୋଜର୍ ବିନି ହେବେ BCCIର ପରବର୍ତ୍ତୀ BOSS !

 ବର୍ତ୍ତମାନର ସଭାପତି ସୌରଭ ଗାଙ୍ଗୁଲି ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ କାଉନସିଲ୍-ICC ସଭାପତି ହୋଇପାରନ୍ତି।

Why Mohammad Shami Ignored In T20 World Cup Team
ଟି-୨୦ ବିଶ୍ୱକପ୍ ଟିମ୍‌ରେ ମହମ୍ମଦ ଶାମୀଙ୍କୁ ଅଣଦେଖା କାହିଁକି

ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଘୋଷିତ ୧୫ ଜଣିଆ ଭାରତୀୟ ଟିମ୍‌ରେ ସ୍ଥାନ ପାଇ ନାହାନ୍ତି ଦ୍ରୁତ ବୋଲର୍ ମହମ୍ମଦ ଶାମୀ। ଏଥିପାଇଁ ଚୟନକାରୀଙ୍କୁ କଡ଼ା ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ତେବେ ଏହି ଅଭିଜ୍ଞ ଓ ଫିଟ୍ ପେସର୍‌ଙ୍କୁ କାହିଁକି ବାରମ୍ବାର ଅଣଦେଖା କରାଯାଉଛି? ଏସିଆ କପ୍ ବିଫଳତା କ’ଣ କିଛି ଶିକ୍ଷା ଦେଲା ନାହିଁ?

Rasagola from Odisha’
ରସଗୋଲା କୋଲକାତାର ନୁହେଁ, ରସଗୋଲା ଓଡ଼ିଶାର: ସୌରଭ ଗାଙ୍ଗୁଲି

ରସଗୋଲା କୋଲକାତାର ନୁହେଁ ବୋଲି ଦାଦା ରୋକ୍‌ଠୋକ୍‌ କହିଦେଇଛନ୍ତି।