• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bcci

Sourav Ganguly & Virat Kohli
କାହିଁକି ଓ କେବେଠୁ କୋହଲି-ଗାଙ୍ଗୁଲି ସଂପର୍କରେ ଫାଟ ? ଜାଣନ୍ତୁ..

ଚର୍ଚ୍ଚାରେ ସୌରଭ ଗାଙ୍ଗୁଲି ଓ ବିରାଟ କୋହଲି ବିବାଦ । ପରସ୍ପରକୁ ଆଡ଼ ଆଖିରେ ଚାହୁଁନାହାନ୍ତି ଦୁଇ ପୂର୍ବତନ କ୍ୟାପଟେନ୍ । ସୋସିଆଲ ମିଡିଆରେ ବି ସ୍ପଷ୍ଟ ହୋଇଗଲା- ଚରମ ସ୍ଥିତିରେ ତିକ୍ତତା ।

Asia Cup 2023
ତୁଟିଲା ଏସିଆ କପ୍‌ ବିବାଦ; ପାକିସ୍ତାନରେ ନୁହେଁ ଏହି ଦେଶରେ ଖେଳିବ ଟିମ୍‌ ଇଣ୍ତିଆ..

୨୦୨୩ ସେପ୍ଟେମ୍ବର ପାକିସ୍ତାନରେ ଏସିଆ କପ୍‌ର ଆୟୋଜନ କରୁଛି । କିନ୍ତୁ ଭାରତ ନିଜ ମ୍ୟାଚ୍‌ ଗୁଡ଼ିକୁ ଅନ୍ୟ ଦେଶରେ ଖେଳିବ।

PM Modi & Shahid Afridi
ମୋଦିଙ୍କ ପାଖରେ ଗୁହାରି କଲେ ସାହିଦ୍‌ ଆଫ୍ରିଦି, କହିଲେ..

ଆଫ୍ରିଦି କହିଛନ୍ତି ଯେ, 'BCCI ଭଳି ଶକ୍ତିଶାଳୀ ବୋର୍ଡ ଶତ୍ରୁତା ଉପରେ ନୁହଁ ବରଂ ବନ୍ଧୁତା ଉପରେ ଧ୍ୟାନ ଦେବା ଉଚିତ୍‌' ।

Team India Holi
ହୋଲି ଖେଳିଲା ଟିମ୍‌ ଇଣ୍ଡିଆ; ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ

ବିସିସିଆଇ ଟ୍ୱିଟ୍‌ କରିଥିବା ଭିଡିଓରେ କ୍ୟାପଟେନ ରୋହିତ ଶର୍ମା ସପୋର୍ଟ ଷ୍ଟାଫ୍ ସଦସ୍ୟମାନଙ୍କ ଦେହରେ ରଙ୍ଗ ଲଗାଇଛନ୍ତି । ଏହା ପରେ ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜାଙ୍କ ସମେତ ଦଳର ସମସ୍ତ ଖେଳାଳି ରଙ୍ଗ ଲଗାଇ ହୋଲି ମନାଇଛନ୍ତି ।

Chetan Sharma
BCCI ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

ଚେତନ ତାଙ୍କ ଇସ୍ତଫା ପତ୍ରକୁ BCCI ସମ୍ପାଦକ ଜୟ ଶାହାଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି । ଏକ ଭାଇରାଲ ଭିଡିଓ ପାଇଁ ବିବାଦକୁ ଆସିଥିଲେ ଚେତନ ଶର୍ମା ।

Chetan Sharma Sting Operation
ଷ୍ଟିଙ୍ଗ ଅପରେସନ୍‌ରେ ଖୁଲାସା: କୋହଲି-ରୋହିତଙ୍କ ମଧ୍ୟରେ ଅଛି କି ବିବାଦ ?

ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକସନ୍ ନେଉଥିବା ବେଳେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ ବିରାଟ କୋହଲି ଓ ବର୍ତ୍ତମାନର କ୍ୟାପଟେନ୍‌ ରୋହିତ ଶର୍ମାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବଡ଼ ଖୁଲାସା ହୋଇଛି।

BCCI Chief Selector Chetan Sharma Sting Operation
ଷ୍ଟିଙ୍ଗ ଅପରେସନ୍‌ରେ ବଡ଼ ଖୁଲାସା- ଫିଟ୍‌ ରହିବା ପାଇଁ ଇଞ୍ଜେକ୍ସନ ନେଉଛନ୍ତି ଭାରତୀୟ କ୍ରିକେଟର

ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକସନ୍ ନେଉଥିବା ଜଣାପଡ଼ିଛି। ଆହତ ଥିବା ସତ୍ତ୍ୱେ ଦଳର ଚୟନ ବେଳେ ଫିଟ୍ ରହିବାକୁ ଏହି ଇଞ୍ଜେକସନ୍ ଉପରେ ସେମାନେ ନିର୍ଭର କରନ୍ତି ବୋଲି ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିଛନ୍ତି।

Shiv Sundar Das
BCCI ସିନିୟର ଚୟନ କମିଟିର ଚୟନକର୍ତ୍ତା ଭାବେ ଶିବସୁନ୍ଦର ଦାସଙ୍କୁ ନିଯୁକ୍ତି

ଚୟନ କମିଟିର ଅଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ଚେତନ ଶର୍ମା।

Selection Committee
ବିଶ୍ୱକପ୍‌ରେ ପରାଜୟର ପ୍ରଭାବ; ଚୟନ କମିଟିକୁ ବହିଷ୍କାର କଲା BCCI

ଟି-୨୦ ବିଶ୍ୱକପ ସେମି ଫାଇନାଲରୁ ଟିମ୍‌ ଇଣ୍ଡିଆ ଲଜ୍ଜାଜନକ ଭାବେ ବିଦାୟ ନେବାର ସାଂଘାତିକ ପ୍ରଭାବ ଦେଖିବାକୁ ମିଳିଛି। ପରାଜୟ ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିସିସିଆଇ।

ଶିଖର ଧାଓ୍ୱନ, ହାର୍ଦ୍ଦିକ ପାଣ୍ଡ୍ୟା
ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ହାର୍ଦ୍ଦିକ ପାଣ୍ଡ୍ୟା, ଶିଖର ଧାଓ୍ୱନ

ପ୍ରଥମ ଥର ପାଇଁ ଏକାସଙ୍ଗେ ଚାରୋଟି ସ୍କ୍ୱାଡ୍ ଘୋଷଣା କରିଛି ବିସିସିଆଇ।  

Equal Pay For Indian Men And Women Cricketers
BCCIର ବଡ଼ ଘୋଷଣା: ଏଣିକି ପୁରୁଷ-ମହିଳା କ୍ରିକେଟରଙ୍କୁ ମିଳିବ ସମାନ ମ୍ୟାଚ୍‌ ଫି’

ମ୍ୟାଚ୍‌ ଫି’ ବାବଦରେ ପୁରୁଷ କ୍ରିକେଟରଙ୍କୁ ଯେତିକି ଟଙ୍କା ମିଳିବ ସେତିକି ଟଙ୍କା ମହିଳା କ୍ରିକେଟରଙ୍କୁ ମଧ୍ୟ ମିଳିବ। ଅର୍ଥାତ୍‌ ପୁରୁଷ କ୍ରିକେଟରଙ୍କ ସହ ସମାନ ମ୍ୟାଚ୍‌ ଫି’ ପାଇବେ ମହିଳା କ୍ରିକେଟର। 

Roger Binny
ରୋଜର୍ ବିନ୍ନି BCCIର ନୂଆ ଅଧ୍ୟକ୍ଷ; ପଦ ବଜାୟ ରଖିଲେ ସମ୍ପାଦକ ଜୟ ଶାହ

ବିସିସିଆଇକୁ ମିଳିଲେ ନୂଆ ବସ୍। ବିସିସିଆଇର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି । ଆଜି ବସିଥିବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

IND vs PAK
BCCI ର ଗ୍ରୀନ୍‌ ସିଗନାଲ୍‌; ପାକିସ୍ତାନ୍‌ରେ ଖେଳିବ ଟିମ୍‌ ଇଣ୍ତିଆ!

ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ। ଦୀର୍ଘବର୍ଷ ପରେ ଭାରତୀୟ ଟିମ୍‌କୁ ପାକିସ୍ତାନ ପଠାଇବାକୁ ରାଜି ହୋଇଛି BCCI । ୨୦୨୩ ଏସିଆ କପ ପାକିସ୍ତାନରେ ଆୟୋଜନ ହେବ।

BCCIର ପରବର୍ତ୍ତୀ BOSS !
ରୋଜର୍ ବିନି ହେବେ BCCIର ପରବର୍ତ୍ତୀ BOSS !

 ବର୍ତ୍ତମାନର ସଭାପତି ସୌରଭ ଗାଙ୍ଗୁଲି ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ କାଉନସିଲ୍-ICC ସଭାପତି ହୋଇପାରନ୍ତି।

Why Mohammad Shami Ignored In T20 World Cup Team
ଟି-୨୦ ବିଶ୍ୱକପ୍ ଟିମ୍‌ରେ ମହମ୍ମଦ ଶାମୀଙ୍କୁ ଅଣଦେଖା କାହିଁକି

ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଘୋଷିତ ୧୫ ଜଣିଆ ଭାରତୀୟ ଟିମ୍‌ରେ ସ୍ଥାନ ପାଇ ନାହାନ୍ତି ଦ୍ରୁତ ବୋଲର୍ ମହମ୍ମଦ ଶାମୀ। ଏଥିପାଇଁ ଚୟନକାରୀଙ୍କୁ କଡ଼ା ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ତେବେ ଏହି ଅଭିଜ୍ଞ ଓ ଫିଟ୍ ପେସର୍‌ଙ୍କୁ କାହିଁକି ବାରମ୍ବାର ଅଣଦେଖା କରାଯାଉଛି? ଏସିଆ କପ୍ ବିଫଳତା କ’ଣ କିଛି ଶିକ୍ଷା ଦେଲା ନାହିଁ?

Rasagola from Odisha’
ରସଗୋଲା କୋଲକାତାର ନୁହେଁ, ରସଗୋଲା ଓଡ଼ିଶାର: ସୌରଭ ଗାଙ୍ଗୁଲି

ରସଗୋଲା କୋଲକାତାର ନୁହେଁ ବୋଲି ଦାଦା ରୋକ୍‌ଠୋକ୍‌ କହିଦେଇଛନ୍ତି।

India vs West Indies 3rd ODI Highlights: Shubman Gill Stars With 98* As India Sweep West Indies
ଟିମ୍ ଇଣ୍ଡିଆର କ୍ଲିନ୍ ସୁଇପ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌କୁ ୩-୦ରେ ଜିତିଲା ଭାରତ

ପୁଣି ଥରେ ଟିମ୍ ଇଣ୍ଡିଆର ରେକର୍ଡ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌କୁ କ୍ଲିନ୍ ସୁଇପ୍ କଲା ଭାରତ....

IND vs WI
ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଜିତିଲା ଟିମ୍ ଇଣ୍ଡିଆ

ମାତ୍ର ୩୫ ବଲରେ ୬୪ ରନ କରିଥିବା ଅକ୍ସର ମ୍ୟାନ୍  ଅଫ ଦି ମ୍ୟାଚ୍  ହୋଇଛନ୍ତି।

Sourav Ganguly
ଗୁଜବକୁ ଖଣ୍ତନ କଲେ ଦାଦା, କହିଲେ ନୂଆ ଚାପ୍ଟର ମାନେ..

'ମୁଁ ଇସ୍ତଫା ଦେଇନି', ବୋଲି କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଏବେ ନୂଆ କିଛି ପ୍ଲାନ କରୁଛି, ଭାବୁଛି ଅନେକ ଲୋକଙ୍କୁ ସାହାଯ୍ୟ କରିବି ।

Saurav Ganguly
ବିସିସିଆଇ ସଭାପତି ପଦରୁ ସୌରଭ ଗାଙ୍ଗୁଲିଙ୍କ ଇସ୍ତଫା !

ପରବର୍ତ୍ତୀ ଯୋଜନା ନେଇ ନିଜ ଟୁଇଟ୍‌ରେ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି।

Wriddhiman Saha and Boria Majumdar
ଋଦ୍ଧିମାନଙ୍କୁ ଧମକ ଦେଇ ୨ ବର୍ଷ ବାସନ୍ଦ ହେବେ ବୋରିଆ !

ଭାରତୀୟ ଟେଷ୍ଟ ଦଳରୁ ବାଦ୍‌ପଡ଼ିବା ପରେ ଋଦ୍ଧିମାନ ଶାହାଙ୍କୁ ବୋରିଆ ଚିଡ଼ାଇଥିଲେ।

IPL 2022
ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର; ଏଣିକି ମହିଳା ଆଇପିଏଲ୍‌ରେ ୩ଟି ଟିମ୍‌ ନୁହେଁ, ପଡ଼ିଆକୁ ଓହ୍ଲାଇବ ୬ଟି ଟିମ୍‌

ଆସନ୍ତାବର୍ଷ ଅର୍ଥାତ ୨୦୨୩ରୁ ୬ଟି ଟିମ୍‌କୁ ନେଇ ମହିଳା ଆଇପିଏଲ ଆୟୋଜନ କରାଯିବ। ବିସିସିଆଇ ଏନେଇ ଯୋଜନା ପ୍ରସ୍ତୁତ କରୁଥିବାର ଜଣାପଡ଼ିଛି।

IPL 2022
IPL ୨୦୨୨ ରିଟେନ୍‌ସନ୍‌: ଅଭିଯୋଗ ସତ ହୋଇଥିଲେ ସାଂଘାତିକ, ଟି-୨୦ରୁ ବାଦ୍‌ ପଡ଼ିବା ନିଶ୍ଚିତ

ଏହି ସମୟରେ ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍ ରାହୁଲ ଏବଂ ସନରାଇଜର୍ସ ହାଇଦ୍ରାବାଦର ରସିଦ ଖାନ ବଡ଼ ବିବାଦରେ ଫସିଛନ୍ତି । ବିସିସିଆଇ ଏହି ମାମଲାର ଯାଞ୍ଚ କରୁଛି । ଯଦି ଏହା ସତ ପ୍ରମାଣିତ ହୁଏ ତେବେ ଏହି ଦୁଇ ଖେଳାଳିଙ୍କୁ ଟି-୨୦ ଲିଗ୍‌ ଖେଳିବାରୁ ବ୍ୟାନ୍‌ କରାଯାଇପାରେ ।

Gautam Gambhir
IPL ୨୦୨୨ ରିଟେନ୍‌ସନ୍‌: ଧୋନିଙ୍କୁ ବାଦ୍‌ ଦେଇ CSK ପାଇଁ ୪ ଖେଳାଳିଙ୍କୁ ବାଛିଲେ ଗମ୍ଭୀର

ବିସିସିଆଇ ଯେଉଁ ବିଜ୍ଞପ୍ତି ପ୍ରକାଶ କରିବ ସେଥିରେ ବିଭିନ୍ନ ଦଳ କରିଥିବା ଖର୍ଚ୍ଚର ପରିମାଣ ମଧ୍ୟ ଲେଖାଥିବ । ଯଦି କୌଣସି ଦଳ ୪ ଜଣ ଖେଳାଳିଙ୍କୁ ରିଟେନ୍‌ କରେ ତେବେ ତାକୁ ୪୨ କୋଟି ଟଙ୍କା କ୍ଷତି ସହିବାକୁ ହେବ । 

MS Dhoni
ଭାରତୀୟ କ୍ରିକେଟ୍‌ ଟିମ୍‌ରେ ଧୋନୀଙ୍କୁ ଜବରଦସ୍ତ ସ୍ୱାଗତ କଲା BCCI

ଦୁଇ ବର୍ଷର ଲମ୍ବା ବ୍ୟବଧାନ ପରେ ପୁଣି ଥରେ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟ୍‌ ଟିମ୍‌ ସହ ଯୋଡ଼ି ହୋଇଛନ୍ତି । ସେ ଏଥର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ବିରାଟ୍ ବାହିନୀର ମେଣ୍ଟର ଭାବେ କାମ କରିବେ ।