• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bcci

Sourav Ganguly
୫୨ ବର୍ଷରେ ପାଦ ଦେଲେ ପ୍ରିନ୍ସ ଅଫ୍ କୋଲକାତା, ଜାଣନ୍ତୁ କେମିତି ଥିଲା ଖେଳ ଜୀବନ...

ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର ଆଜି ହେଉଛି ଜନ୍ମଦିନ । କପିଲ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟକୁ ଜୀବଦାନ ଦେଇଥିବା ଅଧିନାୟକ ସେ ।

Team India
ଭାରତରେ କେବେ ପହଞ୍ଚିବେ ‘ରୋହିତ ବ୍ରିଗେଡ୍‌’, ସାମ୍ନାକୁ ଆସିଲା ସମୟ...

ମିଡିଆ ରିପୋର୍ଟ ଅନୁଯାୟୀ, ଟିମ୍ ଇଣ୍ଡିଆକୁ ଆଣିବା ପାଇଁ ଯାଇଥିବା ବିସିସିଆଇର ସ୍ୱତନ୍ତ୍ର ବିମାନ ଦିଲ୍ଲୀରେ ଅବତରଣ କରିବ । ଏହି ଚାଟାର୍ଡ ଫ୍ଲାଇଟ୍‌ ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବ ।

Team India
ବିସିସିଆଇ କଲା ସ୍ୱତନ୍ତ୍ର ବ୍ୟବସ୍ଥା, ଏହି ଦିନ ଭାରତରେ ପହଞ୍ଚିବେ ବିଶ୍ୱବିଜୟୀ ଟିମ୍‌

ସାମୁଦ୍ରିକ ବାତ୍ୟା ଯୋଗୁଁ ଭାରତୀୟ ଦଳ ଠିକ୍‌ ସମୟରେ ବାର୍ବଡୋସ୍‌ରୁ ବାହାରି ପାରିନଥିଲା । ତେବେ ବର୍ତ୍ତମାନ ଭାରତୀୟ ଦଳକୁ ସେଠାରୁ ଆଣିବା ପାଇଁ ବିସିସିଆଇ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ।

Team India
ଟିମ୍ ଇଣ୍ଡିଆକୁ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କଲା BCCI

ଟିମ୍ ଇଣ୍ଡିଆକୁ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କଲା ବିସିସିଆଇ । ପୁରସ୍କାର ଘୋଷଣା କଲେ ବିସିସିଆଇ ସମ୍ପାଦକ ଜୟ ଶାହ ।

Gautam Gambhir
ଟିମ୍‌ ଇଣ୍ଡିଆ ହେଡ୍‌କୋଚ୍‌ ପ୍ରସଙ୍ଗ: ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଗମ୍ଭୀର, କହିଲେ….

ମୁଖ୍ୟ ପ୍ରଶିକ୍ଷକ ହେବା ପାଇଁ ଗମ୍ଭୀର ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି । ଗମ୍ଭୀର କହିଛନ୍ତି ଯେ ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେବାଠାରୁ ଅଧିକ ସମ୍ମାନ ଆଉ କେଉଁଥିରେ ନାହିଁ ।

Gautam Gambhir
ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହେବେ ଗମ୍ଭୀର !

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ କୋଚ୍‌ କରିବାକୁ ଚାହୁଁଛି ବିସିସିଆଇ ।

Rohit Sharma & Hardik Pandya
T-20 ବିଶ୍ୱକପ୍‌ ଟିମ୍‌ରେ ପାଣ୍ତ୍ୟାଙ୍କୁ ନେବାକୁ ଚାହୁଁନଥିଲେ ରୋହିତ !

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚୟନ କମିଟି ଏବଂ ଅଧିନାୟକ ରୋହିତ ଶର୍ମା ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଚୟନକୁ ବିରୋଧ କରିଥିଲେ।

BCCI
ରାହୁଲଙ୍କ ପରେ କିଏ.. କୋଚ୍‌ ପାଇଁ କ’ଣ ରହିଛି ଯୋଗ୍ୟତା ? ଜାଣନ୍ତୁ BCCIର ନିୟମ..

ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାଭିଡଙ୍କ କାର୍ଯ୍ୟକାଳ ଜୁନ ମାସରେ ଶେଷ ହେବ। ଏହି ସମୟରେ ଭାରତୀୟ ଟିମ ଟି-୨୦ ବିଶ୍ୱକପରେ ବ୍ୟସ୍ତ ଥିବ। ଟି-୨୦ ବିଶ୍ୱକପ ପରେ ହିଁ ନୂଆ ମୁଖ୍ୟ କୋଚ୍‌କୁ ନିଯୁକ୍ତି ମିଳିବ।

Impact Player Rule
ଜୟ ଶାହଙ୍କ ବଡ଼ ବୟାନ, କହିଲେ, ସ୍ଥାୟୀ ନୁହେଁ ‘ଇମ୍ପାକ୍ଟ ପ୍ଲେୟାର ନିୟମ’

ତେବେ ଆଗାମୀ ସିଜିନ୍‌ରେ ଏହି ଇମ୍ପାକ୍ଟ ପ୍ଲେୟାର ନିୟମ ରଦ୍ଦ ହୋଇପାରେ ବୋଲି କୁହାଯାଉଛି। ଏହାକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହ ।

T-20 World Cup
ଟି-୨୦ ବିଶ୍ୱକପ୍‌: ଖୁବଶୀଘ୍ର ହେବ ଟିମ୍‌ ଘୋଷଣା, ଏହି ୧୫ ଖେଳାଳିଙ୍କୁ ମିଳିପାରେ ସୁଯୋଗ...

ଆଇସିସି ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଖୁବ ଶୀଘ୍ର ଘୋଷଣା ହେବାକୁ ଯାଉଛି।

Rishabh Pant
ଷ୍ଟ୍ରେଚରରେ ଯିବା ବେଳେ ଯନ୍ତ୍ରଣାରେ କାନ୍ଦିଥିଲେ ପନ୍ତ, NCA ଥେରାପିଷ୍ଟ କଲେ ଖୁଲାସା

କାର ଦୁର୍ଘଟଣାରୁ ବର୍ତ୍ତିବା ପରେ ଆଇପିଏଲ ଖେଳିବାକୁ ଯାଉଛନ୍ତି ଋଷଭ ପନ୍ତ । ତେବେ ଦୁର୍ଘଟଣାରେ ଗମ୍ଭୀର ରୂପେ ଆହତ ହୋଇଥିବା ଋଷଭଙ୍କ ପାଇଁ ପୁଣି ଥରେ କ୍ରିକେଟକୁ ଓହ୍ଲାଇବା ଏତେ ସହଜ ନଥିଲା ।

Virat Kohli
ଟି-୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବେ ବିରାଟ କୋହଲି ! ଜାଣନ୍ତୁ ଏହା ପଛର କାରଣ...

କୁହାଯାଉଛି କି ଜୁନ୍‌ ମାସରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ରେ ବିରାଟ କୋହଲିଙ୍କୁ ଟିମ୍‌ରୁ ବାଦ୍‌ ଦିଆଯିବ।

Rishabh Pant
୧୪ ମାସ ପରେ ଫିଟ୍‌ ହେଲେ ପନ୍ଥ, ଖେଳିବେ ଆଇପିଏଲ

ପନ୍ଥଙ୍କୁ ନେଇ ବଡ଼ ଅପଡେଟ୍‌ ଦେଇଛି ବିସିସିଆଇ। BCCI ପକ୍ଷରୁ ଜାରି ହୋଇଥିବା ମେଡିକାଲ ରିପୋର୍ଟରେ କୁହାଯାଇଛି କି ଆଇପିଏଲ ଖେଳିବା ପାଇଁ ଋଷଭ ପନ୍ତ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି।

BCCI announces Test cricket incentive
BCCI ର ନୂଆ ସ୍କିମ୍‌; କୋଟିପତି ହେବେ ଟେଷ୍ଟ କ୍ରିକେଟର, ମ୍ୟାଚ୍‌ ଫି’ ଛଡ଼ା ମିଳିବ ୪୫ ଲକ୍ଷ

ଏଣିକି ଧନୀ ହେବେ ଟେଷ୍ଟ କ୍ରିକେଟର। ମ୍ୟାଚ୍‌ ଫି ଛଡ଼ା ମିଳିବ ଇନସେନଟିଭ୍‌ ଟଙ୍କା। BCCI ର କହିବାନୁଯାୟୀ, ଗୋଟିଏ ସିଜିନରେ ଯଦି କୌଣସି ଖେଳାଳି ଭାରତ ପାଇଁ ୭୫%ରୁ ଅଧିକ ମ୍ୟାଚ୍‌ ଖେଳନ୍ତି, ତା’ହେଲେ ତାଙ୍କୁ ମ୍ୟାଚ୍‌ ଫି ସହ ଅତିରିକ୍ତ ୪୫ ଲକ୍ଷ ଟଙ୍କା ମିଳିବ।

Barabati Stadium
ସଂପୂର୍ଣ୍ଣ ଭଙ୍ଗାଯାଇ ବାରବାଟୀ ଷ୍ଟାଡିୟମର ହେବ ନବକଳେବର

ପୁଣି ନୂଆ କରି ତିଆରି ହେବ ବାରବାଟୀ ଷ୍ଟାଡିୟମ୍। ବର୍ତ୍ତମାନର ଷ୍ଟାଡିୟମ୍ ଭଙ୍ଗାହେବ, ତାରି ସ୍ଥାନରେ ୭ ଶହ କୋଟି ଟଙ୍କା ବ୍ୟୟରେ ଠିଆହେବ ବିଶ୍ୱସ୍ତରୀୟ ବାରବାଟୀ ସ୍ପୋର୍ଟସ କମ୍ପ୍ଲେକ୍ସ।

Barabati Stadium
ବାରବାଟୀ ଷ୍ଟାଡିୟମର ହେବ ନବକଳେବର, ୬୦ ହଜାରକୁ ବଢ଼ିବ ଦର୍ଶକ କ୍ଷମତା

ପୂରା ଭଙ୍ଗାହେବ, ସଂପୂର୍ଣ୍ଣ ନୂଆ ହେବ। ନୂଆ ରୂପରେ ଦେଖିବାକୁ ମିଳିବ କଟକ ବାରବାଟୀ ଷ୍ଟାଡିୟମ୍। ୭ ଶହ କୋଟି ଟଙ୍କାର ବ୍ୟୟବରାଦରେ ନୂଆ ଲୁକ୍‌ ପାଇବ ବାରବାଟୀ ଷ୍ଟାଡିୟମ।

IPL 2024 Inaugration Date
ମାର୍ଚ୍ଚ ୨୨ରୁ ଆରମ୍ଭ ହେବ IPL ସିଜିନ୍‌-୧୭ ! ଏହି ଦିନ ଖେଳାଯାଇପାରେ ଫାଇନାଲ ମ୍ୟାଚ୍‌

କ୍ରିକ୍‌ବଜ୍‌ର ଏକ ରିପୋର୍ଟ ଅନୁସାରେ, ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୭ତମ ସିଜିନ୍‌ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇପାରେ। ଏହା ସହ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ମେ’ ୨୬ରେ ଖେଳାଯିବ।

Virat Kohli
ଇଂଲଣ୍ତ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ଖେଳିବେନି କୋହଲି..ରୋହିତଙ୍କୁ କହିଲେ କାରଣ..

ତେବେ ବିରାଟ କଣ ପାଇଁ ଖେଳିବେନି, ସେନେଇ ସେ ଟିମ୍‌ର ଅଧିନାୟକ ରୋହିତ ଶର୍ମାଙ୍କୁ ଜଣାଇଛନ୍ତି । ଯାହାକୁ ରୋହିତ ମଧ୍ୟ ସମର୍ଥନ ଜଣାଇଛନ୍ତି ।

India Squad For Afghanistan
ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଦଳକୁ ଫେରିଲେ ରୋହିତ ଓ ବିରାଟ

ଘୋଷଣା ହୋଇଥିବା ୧୬ ଟିମ୍‌ରେ ଶୁବମନ ଗିଲ୍, ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମା, ରିଙ୍କୁ ସିଂ ସ୍ଥାନ ପାଇଛନ୍ତି। ସେହିପରି ୨ ୱିକେଟ କିପର ଜିତେଶ ଶର୍ମା, ସଂଜୁ ସାମସନ୍ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି।

BCCI
OCAରେ ପୁଣି ବୟସ ଜାଲିଆତି ! ସୁମିତ ଶର୍ମାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ

ସୁମିତ ରଣଜୀ ଦଳରୁ ବିଦା ହେବା ପରେ ତାଙ୍କ ସ୍ଥାନରେ ତାରିଣୀ ସାଙ୍କୁ ସ୍ଥାନ ମିଳିଛି । ଆସନ୍ତାକାଲିଠାରୁ ଓଡିଶା ଦଳ ବରୋଦା ବିପକ୍ଷରେ ରଣଜୀ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏଭଳି ବୟସ ଜାଲିଆତି ଘଟଣା ନୂଆ ବିବାଦ ସୃଷ୍ଟି କରିଛି ।

Jersey no 7
ବ୍ଲୁ ଜର୍ସିରେ ଆଉ ଦେଖିବାକୁ ମିଳିବନି ନଂ ୭; ଧୋନିଙ୍କ ଆଇକନିକ୍‌ ଜର୍ସିର ଅବସର

ଭାରତୀୟ କ୍ରିକେଟ୍‌ ଇତିହାସର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜର୍ସି ନଂ ୭ କୁ ଅବସର ଦେଇଛି BCCI ।

T 20 World Cup Captain
ଟି-୨୦ ବିଶ୍ୱକପରେ ରୋହିତ ହେବେ କି ଅଧିନାୟକ ? ଜୟ ଶାହ ଦେଲେ ବଡ଼ ବୟାନ

ଏହାରି ମଧ୍ୟରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ଅଧିନାୟକ କିଏ ହେବେ। ତାହାକୁ ନେଇ ଏବେ ଚିତ୍ର ସ୍ପଷ୍ଟ ହୋଇନାହିଁ । ଯଦିଓ ରୋହିତ ଶର୍ମା ତିନୋଟି ଫର୍ମାଟରେ ଅଧିନାୟକ ଅଛନ୍ତି, କିନ୍ତୁ ବିଗତ ଏକ ବର୍ଷ ମଧ୍ୟରେ ସେ ଗୋଟିଏ ବି ଟି-୨୦ ମ୍ୟାଚ୍‌ ଖେଳିନାହାନ୍ତି।

BCCI
Sports: ବିଶ୍ୱ କ୍ରିକେଟରେ ବିସିସିଆଇ କେମିତି ହେଲା ପାୱାରହାଉସ୍ ?

କିନ୍ତୁ ୩୦-୩୫ ବର୍ଷ ତଳେ ଏପରି ସ୍ଥିତି ନଥିଲା । ଦିନ ଥିଲା ବିଶ୍ୱକପ୍ ଫାଇନାଲ ପାଇଁ ବିସିସିଆଇ ବସ୍‌ଙ୍କୁ ମାତ୍ର ଦୁଇଟି ପାସ୍ ମିଳିଥିଲା। ଭାବି ପାରୁଛନ୍ତି ସେ ଦିନର କଥା, ଆଉ ଏବେର ବିସିସିଆଇ ବସ୍‌ଙ୍କ କେତେ କ୍ଷମତା।

World Cup, Axar Patel, Ravichandran Ashwin
ବିଶ୍ୱକପ ସ୍କ୍ୱାଡରେ ଅଶ୍ୱିନଙ୍କ ଦମଦାର ଏଣ୍ଟ୍ରି, ଅକ୍ଷର ଆଉଟ୍

ଭାରତୀୟ ଦଳର ବିଶ୍ୱକପ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଆହତ କାରଣରୁ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କ ସ୍ଥାନରେ ତାଙ୍କୁ ୧୫ ଜଣିଆ ସ୍କ୍ୱାଡରେ ଦମଦାର ଏଣ୍ଟ୍ରି ମାରିଛନ୍ତି ଅଶ୍ୱିନ।

Team India
ଇନ୍ଦୋରରେ ଭାରତର ବିଶାଳ ସ୍କୋର, ଅଷ୍ଟ୍ରେଲି‍ଆକୁ ୪୦୦ ରନର ଟାର୍ଗେଟ

ଇନ୍ଦୋରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ଆରମ୍ଭରୁ ଦମଦାର ବ୍ୟାଟିଂ କରିଥିଲା ଭାରତ। ଋତୁରାଜ ଗାଏକ୍ୱଡ୍ ୮ ରନ କରି ଆଉଟ ହେବା ପରେ ପାଳି ସମ୍ଭାଳିଥିଲେ ଗିଲ୍ ଓ ଆୟର।