/odishatv-khabar/media/media_files/2026/02/17/babar-and-afridi-under-scrutiny-2026-02-17-18-51-32.jpg)
ପାକିସ୍ତାନ ଦଳରେ ବଡ଼ ହଲଚଲ Photograph: (OTV)
ଭାରତଠୁ ହାରିବା ପରେ ପାକିସ୍ତାନର ମୁଣ୍ଡ କାମ କରୁନି। ଘାରିଛି ସୁପର-8 ଏଣ୍ଟ୍ରି ଚିନ୍ତା। ପାକିସ୍ତାନ ଦଳରେ ବଡ଼ ହଲଚଲ ଦେଖାଦେଇଛି। ସିନିୟର ଖେଳାଳିଙ୍କୁ ଆଉଟ୍ କରିବାକୁ ଚିନ୍ତା କରୁଛି ପାକିସ୍ତାନ ମ୍ୟାନେଜମେଣ୍ଟ। T20 ଓ୍ୱାର୍ଲଡ କପର ଆଗାମୀ ମ୍ୟାଚରୁ ଅଭିଜ୍ଞ ବାବର ଆଜମ୍ ଓ ସାହିନ ଆଫ୍ରିଦିଙ୍କୁ ବିଦା କରିବାକୁ ଯୋଜନା ଚାଲିଛି।
Advertisment
ଆସନ୍ତାକାଲି ନାମିବ୍ୟା ବିପକ୍ଷ ମ୍ୟାଚରେ ଦୁଇ ଜଣଙ୍କୁ ଖେଳାଇ ନପାରେ ପାକିସ୍ତାନ। ଏନେଇ ଦଳରେ ମାନସମନ୍ଥନ ଚାଲିଛି। ବାବରଙ୍କ ସ୍ଥାନରେ ଫକର ଜମାନ୍ ଓ ଆଫ୍ରିଦିଙ୍କ ସ୍ଥାନରେ ନସିମ ଶାହଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ନାମିବ୍ୟା ବିପକ୍ଷରେ ନଜିତିଲେ ପାକିସ୍ତାନର ଟୁର୍ଣ୍ଣାମେଣ୍ଟରୁ ଆଉଟ୍ ହେବା ନିଶ୍ଚିତ।
- ବିଦା ହେବେ ବାବର-ଆଫ୍ରିଦି !
- ପାକିସ୍ତାନ ଦଳରେ ବଡ଼ ହଲଚଲ
- ଭାରତଠୁ ହାରିବା ପରେ ପାକିସ୍ତାନର ମୁଣ୍ଡ ଖରାପ୍
- ପାକିସ୍ତାନକୁ ଘାରିଛି ସୁପର-୮ ଚିନ୍ତା
- ସିନିୟର ଖେଳାଳିଙ୍କୁ ଆଉଟ୍ କରିବାକୁ ଯୋଜନା
- ବାବର ଆଜମ୍ ଓ ସାହିନ ଆଫ୍ରିଦିଙ୍କୁ ବିଦା କରିପାରେ
- ନାମିବ୍ୟା ବିପକ୍ଷ ମ୍ୟାଚରୁ ବାଦ ପଡ଼ିପାରନ୍ତି ବାବର-ଆଫ୍ରିଦିବାବରଙ୍କ ସ୍ଥାନରେ ଫଖର ଜମାନ୍ ଖେଳିପାରନ୍ତି
- ଆଫ୍ରିଦିଙ୍କ ସ୍ଥାନରେ ନସିମ ଶାହଙ୍କୁ ସୁଯୋଗ ମିଳିପାରେ
- ନାମିବ୍ୟା ମ୍ୟାଚ୍ ନଜିତିଲେ ସୁପର-୮ରୁ ବାଦ ପଡ଼ିବ ପାକିସ୍ତାନ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)