ଆଗାମୀ ଦିନର କାର୍ଯ୍ୟାଧାରା ଭଲ ଭାବେ କରିବାକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସମସ୍ତଙ୍କ ପାଖରେ ରହିବ ବୋଲି ମନ୍ତ୍ରୀ କହିଛନ୍ତି।
ରୋଗ ଚିହ୍ନଟଠାରୁ ରିପୋର୍ଟ ପ୍ରସ୍ତୁତ ଯାଏଁ ସବୁ କିଛି AI ସହାୟତାରେ କରାଯାଇପାରିବ।