• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Archana Nag

archana naga
ଆଜି କୋର୍ଟରେ ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର

ତଦନ୍ତର ଧାରା କେଉଁଆଡେ ଯାଉଛି ଏବଂ କେତେ ସଫଳତା ମିଳିଛି ସେ ନେଇ ପୋଲିସ ମୁହଁ ଖୋଲୁ ନ ଥିବାବେଳେ ଗତକାଲି ଅର୍ଚ୍ଚନା ଜାମିନ୍ ଆବେଦନ କରିଥିଲେ । ଆଜି ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ  ।

Archana Nag
ମୁଣ୍ଡ ଘୁରାଇବା ଭଳି କାହାଣୀ ! ଖୋଲୁଛି ରହସ୍ୟମୟୀର କଳାଧନ୍ଦା ପେଡ଼ି, ଯୁବତୀଙ୍କୁ ମୋହରା କରି ବ୍ଲାକ୍‌ମେଲିଂ କରୁଥିଲା ଅର୍ଚ୍ଚନା

ଗୁମର ଫିଟାଇଲା ପ୍ରଡ୍ୟୁସର ଅକ୍ଷୟ ପରିଜାଙ୍କ ଏତଲା । ୩ କୋଟି ଟଙ୍କା ମାଗି ହତ୍ୟା ଧମକ ବି ଦେଇଥିଲା ଅର୍ଚ୍ଚନା ।

Archana Nag
ଆଗୁଆ ଜାମିନ୍‌ ଆବେଦନ କଲେ ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନା

ଆସନ୍ତାକାଲି କୋର୍ଟରେ ହାଜର ହୋଇପାରନ୍ତି ଅର୍ଚ୍ଚନା ନାଗ । ସେଥିପାଇଁ ସେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି ।

Blackmailer Lady
ଗାଁର ଦଦରାଘରୁ ରାଜଧାନୀର ଆଲିସାନ୍ ବଙ୍ଗଳା; ଖୋଲୁଛି ଲେଡି ବ୍ଲାକମେଲର୍‌ଙ୍କ କଳାଧନ୍ଦାର ଗୁମର

ଛୋଟ ସହରରୁ ଆସି ରାଜଧାନୀରେ ନାଗ-ଚାନ୍ଦ ଦମ୍ପତି ଛିଡ଼ା କରାଇଥିଲେ ଆଲିସାନ କୋଠା । ଆଖି ତରାଟିଲା ଭଳି ଇଣ୍ଟେରିୟର୍ ଡିଜାଇନ୍ । ଘରେ ଏକ ମିନିବାର୍ ମଧ୍ୟ ଦେଖିବାକୁ ମିଳିଛି । ସତେ ଯେମିତି ସିନେ ପରଦାର ରାଜପ୍ରାସାଦ ।

Lady Blackmailer Archana
ଲେଡି ବ୍ଲାକ୍‌ମେଲର ଫାଶରେ ବଡ଼ ନେତା-କଣ୍ଟ୍ରାକ୍ଟର-ଅଫିସର ! ଖୋଲିବ ରହସ୍ୟ..

ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଫାଶରେ ମାଳ ମାଳ ନେତା । ସୋସିଆଲ୍ ମିଡିଆରେ ଭାଇରାଲ୍ ମନ୍ତ୍ରୀଙ୍କ ସହ ଫଟୋ ।

DCP
ଲେଡି ବ୍ଲାକ୍‌ମେଲର ଗିରଫ ଘଟଣାରେ ନୂଆ ଫର୍ଦ୍ଦ, ଜଣାପଡ଼ିବ କାହାକୁ କରାଯାଇଛି ବ୍ଲାକ୍‌ମେଲ୍

ଅଭିଯୋଗ ଅନୁଯାୟୀ, ଅର୍ଚ୍ଚନା ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଫଟୋ ରଖି ବ୍ଲାକ୍‌ମେଲ କରୁଥିଲେ । ଅର୍ଚ୍ଚନାଙ୍କ ନାଁରେ ୪୯୬//୨୨ରେ କେସ୍ ରୁଜୁ ହୋଇଛି । ୩୮୭, ୪୨୦, ୫୦୬ ଓ IT ଆକ୍ଟରେ ମାମଲା ରୁଜୁ ହୋଇଛି । ଏହି ଘଟଣାର ତଦନ୍ତ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି ଡିସିପି ।

Lady Blackmailer
ବ୍ଲାକମେଲର୍ ଲେଡିଙ୍କ ସହିତ ନେତାମନ୍ତ୍ରୀଙ୍କ ଫଟୋ

ଏବେ ରହସ୍ୟମୟୀଙ୍କ ନେତାମନ୍ତ୍ରୀ ଲିଙ୍କ୍‌ ଥିବା ଖବର ଆସିଛି ।

Lady Blackmailer WhatsApp Chat Reveals More Things
ସାମ୍ନାକୁ ଆସିଲା ରହସ୍ୟମୟୀଙ୍କ WhatsApp ଚାଟ୍‌, ଖୋଲିଲା କଳାଧନ୍ଦାର ଡିଲ୍‌...

ବଡ଼ ବଡ଼ ବ୍ୟକ୍ତିଙ୍କ ଅଶ୍ଲୀଳ ଭିଡିଓ ତିଆରି କରି ବ୍ଲାକମେଲ୍‌ କରୁଥିବା ମହିଳାଙ୍କ କାରନାମାର ଆଉ ଏକ ତଥ୍ୟ ଓଟିଭି ହାତରେ ଲାଗିଛି। ତାଙ୍କର ଏକ ହ୍ୱାଟ୍ସଆପ୍‌ ଚାଟ୍ ଏବେ ସାମ୍ନାକୁ ଆସିଛି।

Lady Blackmailer Husband Missing
ମିଳୁନି ଲେଡି ବ୍ଳାକମେଲର୍‌ଙ୍କ ସ୍ୱାମୀଙ୍କ ପତ୍ତା, ଚାଲିଛି ମୋବାଇଲ୍ ଓ ଲାପ୍‌ଟପ୍‌ ଯାଞ୍ଚ...

ସମ୍ପୃକ୍ତ ଲେଡି ବ୍ଲାକମେଲର୍‌ଙ୍କ ଲିଙ୍କ୍‌ରେ କେଉଁ ହାଇପ୍ରୋଫାଇଲ୍ ବ୍ୟକ୍ତି ଅଛନ୍ତି ସେନେଇ ଖୋଳତାଡ଼ ଚାଲିଛି। ସେହିପରି ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଜଗବନ୍ଧୁ ଗଲେ କୁଆଡେ? ତାଙ୍କୁ ବି କମିଶନରେଟ୍ ପୋଲିସ ଖୋଜୁଛି।

Lady Blackmailer
ଅର୍ଚ୍ଚନାର କ୍ରାଇମ୍ ସିଣ୍ଡିକେଟ୍ ପଛରେ କିଏ? ମୁହଁ ଖୋଲୁନି କମିଶନରେଟ୍ ପୋଲିସ୍

ହୋଟୋଲ ଭିତରେ ଡିଲ । ମୋଟା ଅଙ୍କର ଟଙ୍କା ଆଦାୟ ଲାଗି ଚାଲିଥିଲା ହନିଟ୍ରାପ୍ । ହାଇପ୍ରୋଫାଇଲ ଲେଡିଙ୍କ ମଧ୍ୟସ୍ଥତାରେ ଚାଲିଛି ଡିଲ୍ । ଫିଲ୍ମ ପ୍ରଯୋଜକ, ବିଲଡର୍‌ ଓ ରାଜନେତାଙ୍କଠୁ କେମିତି ଟଙ୍କା ଅସୁଲି କରୁଥିଲେ ଲେଡି ବ୍ଲାକମେଲର, ଓଟିଭି ହାତରେ ଲାଗିଛି ତାର ଭିଡିଓ ।

Exclusive Deal Video Of Lady Blackmailer
ସାମ୍ନାକୁ ଆସିଲା ରହସ୍ୟମୟୀଙ୍କ ରହସ୍ୟମୟ ଡିଲ୍‌- ‘ଏଠି ନୁହେଁ, କର୍ଣ୍ଣରକୁ ଚାଲ...’

ବ୍ଲାକମେଲ୍‌ କରିବା ଅଭିଯୋଗରେ ଭୁବନେଶ୍ୱରର ଯେଉଁ ରହସ୍ୟମୟୀ ମହିଳାଙ୍କୁ ପୋଲିସ ଗିରଫ କରିଥିଲା, ତାଙ୍କର ଏକ ଭିଡିଓ ଏବେ ଓଟିଭି ହାତରେ ଲାଗିଛି।

Police Reportedly Arrests A Lady Blackmailer For Allegedly Extorting Money From Politician
ବନ୍ଧା ହେଲେ ମହିଳା ବ୍ଲାକ୍‌ମେଲର୍‌ ! ନେତା, ସିନେ ପ୍ରଯୋଜକଙ୍କୁ କରୁଥିଲେ ବ୍ଲାକ୍‌ମେଲ୍‌

ଜଣେ ମହିଳା ବ୍ଲାକ୍‌ମେଲର୍‌ଙ୍କୁ କମିଶନରେଟ୍ ପୋଲିସ୍‌ ଗିରଫ କରିଥିବା ସୂଚନା ମିଳିଛି। ସମ୍ପୃକ୍ତ ମହିଳା ଜଣକ ନେତା ଓ ସିନେ ପ୍ରଯୋଜକଙ୍କୁ ବ୍ଲାକ୍‌ମେଲ୍‌ କରି ଟଙ୍କା ହଡ଼ପ କରୁଥିବା ସୂଚନା ମିଳିଛି।