• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Archana Nag

Archana Nag
ଜଗବନ୍ଧୁ ଡାଏରୀକୁ ନେଇ ବଢ଼ିଲାଣି ସସ୍‌ପେନ୍ସ, ପୋଲିସ କହିବ ତ କାହା ନାଁ ରହିଛି ସେଥିରେ..

ଜଗବନ୍ଧୁ ଘରୁ ଡାଏରୀ ସହ ମିଳିଛି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ । ୪ଟି ମୋବାଇଲ, ଗୋଟିଏ ଲାପ୍‌ଟପ୍ ସହ ମିଳିଛି ଡାଏରୀ ।

Archana Nag Husband Jagabandhu
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍‌ ମାମଲା; ସ୍ୱାମୀ ଜଗବନ୍ଧୁଙ୍କୁ କୋର୍ଟ ଚାଲାଣ

ଆଜି ସକାଳେ ୪ ଘଣ୍ଟାର ଅପରେସନ ପରେ ଭୁବନେଶ୍ୱର ସତ୍ୟ ବିହାର ଘରୁ ଜଗବନ୍ଧୁକୁ ଧରିଥିଲା ପୋଲିସ ।

State politice is in quandary for Raju and Archana
ରାଜନୀତିରେ ରାଜୁ ଓ ଅର୍ଚ୍ଚନାଙ୍କ ରଚନା

ରାଜ୍ୟ ରାଜନୀତିରେ ଏବେ ଦୁଇଟି ଘଟଣା କମ୍ପନ ସୃଷ୍ଟିକରିଛି। ଗୋଟିଏ ପଟେ ଅର୍ଚ୍ଚନା ନାଗଙ୍କ ମାମଲାକୁ ନେଇ ସରକାର ଟଳମଳ ହେଉଥିବା ବେଳେ ଅନ୍ୟପଟେ ଧାମନଗର ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସଙ୍କୁ ନେଇ ରାଜନୈତିକ କମ୍ପନ ସୃଷ୍ଟିହୋଇଛି।

Archana Nag
ପୋଲିସ୍‌ ଫାଶରେ ଲେଡି ବ୍ଲାକମେଲରଙ୍କ ସ୍ୱାମୀ, ଜଗବନ୍ଧୁଙ୍କୁ ଗିରଫ କଲା ପୋଲିସ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ୱାମୀକୁ ଗିରଫ ପୋଲିସ୍ ଗିରଫ କରିଛି ।

Lady blackmailer case: Accused Archana Nag's husband Jagabandhu Chand picked up by police
ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ୍‌

ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ପୋଲିସ୍‌ ଉଠାଇ ନେଇଥିବା ସୂଚନା ମିଳିଛି। କମିଶନରେଟ୍ ପୋଲିସ୍‌ ଏକ ସ୍ୱତନ୍ତ୍ର ଟିମ୍ ଜଗବନ୍ଧୁଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।

Archana Nag
ସପ୍ତମ ପଢିବାବେଳେ ୨ ଯୁବକଙ୍କ ବିରୋଧରେ ଅର୍ଚ୍ଚନା ଆଣିଥିଲା ଦୁଷ୍କର୍ମ ଅଭିଯୋଗ

ଅର୍ଚ୍ଚନାର କେଳେଙ୍କାରୀ ଏତିକି ନୁହେଁ। ଚର୍ଚ୍ଚାକୁ ଆସିଛି କେସିଙ୍ଗା ସ୍ଥିତ ଏହି ଗୋଲାପୀ କୋଠା। 

Tara On Archana
ଖାଲି ଗିରଫ କରିଦେଲେ, ତାପରେ ଆଉ ତଦନ୍ତ ନାହିଁ ! ଖାଲି ଫଟୋ ବାହାରୁଛି..

ଅର୍ଚ୍ଚନାଙ୍କ ଲିଙ୍କରେ ବିଧାୟକ, ମନ୍ତ୍ରୀ, ପ୍ରଶାସକ ରହିଛନ୍ତି । ତେଣୁ ପୋଲିସ୍ ତଦନ୍ତ ସ୍ଥାଣୁ ପାଲଟିଛି । ଅର୍ଚ୍ଚନା ମାମଲାରେ ୭୦ କୋଟି ଟଙ୍କାର କାରବାର ହୋଇଛି ।

 Lady Blackmailer
ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଖାରଜ

ଅର୍ଚ୍ଚାନାଙ୍କୁ ତ୍ରାହି ନାହିଁ, ଏବେ ଜେଲର ଚାରିକାନ୍ଥ ଭିତରେ ରହିବେ ଲେଡି ବ୍ଲାକମେଲର

Bhubaneswar SDJM court to hear bail petition of Archana Nag
ଦିନେ ରାଜ ଉଆସରେ ରହୁଥିଲେ, ଆଜି ଜେଲ୍‌ରେ ଗଡ଼ାଉଛନ୍ତି ଲୁହ...

ପାପଧନ ଅର୍ଜନ କରି ଯିଏ ଦିନେ ବିଳାସମୟ କୋଠାରେ ରହୁଥିଲେ, ଆଜି ସେହି ଲେଡି ବ୍ଲାକ୍‌ମେଲର୍‌ ଏବେ ବିଚାରାଧିନ ବନ୍ଦୀ। କୁହାଯାଉଛି, କେତେବେଳେ ଜେଲ୍‌ ଭିତରେ ଅର୍ଚ୍ଚନା ଲୁହ ଗଡ଼ାଉଛନ୍ତି ତ ଆଉ କେତେବେଳେ ଗୁମ୍‌ସୁମ୍‌ ରହୁଛନ୍ତି। 

Archana Nag
ଝାରପଡ଼ା ଜେଲରେ ଫିଟିବ ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ୍‌ଙ୍କ କ୍ରାଇମ୍ ସିଣ୍ଡିକେଟ୍‌ର ରହସ୍ୟ !

ଜେଲରେ ହେବ ଜେରା ! ସତ ଓଗାଳିବେ ଅର୍ଚ୍ଚନା । ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗର କ୍ରାଇମ୍ ସିଣ୍ଡିକେଟ୍‌ର ରହସ୍ୟ ଭେଦ କରିବାକୁ ତାକୁ ସେହି ଝାରପଡ଼ା ଜେଲର ଚାରିକାନ୍ଥ ଭିତରେ ହିଁ ପଚରାଉଚରା କରିବାକୁ ଯୋଜନା କରୁଛି କମିଶନରେଟ୍ ପୋଲିସ ।

Archana Nag
ଅର୍ଚ୍ଚନା ନାଗ୍‌ଙ୍କୁ ବେଲ୍ ନା ପୁଣି ସେହି ଜେଲ୍ ?

ହନିଟ୍ରାପ, ବ୍ଲାକମେଲ୍, ହତ୍ୟା ଧମକ..ସମ୍ପତ୍ତି ଅର୍ଜିବା ପାଇଁ ଯୁବତୀଙ୍କୁ ମୋହରା ସଜାଇ ବଡ଼ବଡ଼ିଆଙ୍କୁ ଚୁନା ଲଗାଇଥିବା ଅର୍ଚ୍ଚନା ନାଗ୍‌ଙ୍କୁ ବେଲ୍ ନା ପୁଣି ସେହି ଜେଲ୍ ?

Archana Nag
ଆଇନ୍ ଜାଲରେ ଛଟପଟ ରହସ୍ୟମୟୀ, ଅର୍ଚ୍ଚନା ଅସ୍ତ୍ରରେ ନେତାଙ୍କୁ ବ୍ଲାକମେଲିଂ ପାଇଁ ବିଜେଡିର ଷଡ଼ଯନ୍ତ୍ର !

ଶୁଣାଣି ପରେ ଜାମିନ୍ ରାୟକୁ ସଂରକ୍ଷିତ ରଖିଲେ କୋର୍ଟ । କଳା ସାମ୍ରାଜ୍ୟର ଇଡି ତଦନ୍ତ ଦାବିରେ ହାଇକୋର୍ଟରେ ପିଆଇଏଲ୍ ।

Archana Nag
ଆଇନ ଜାଲରେ ଅର୍ଚ୍ଚନା ! ଏବେ ହାଇକୋର୍ଟ ମୁହାଁ ମାମଲା

ପୂର୍ବରୁ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରି ନଥିଲା ।

 Archana Nag’
ଅଂଜନା ଭାଙ୍ଗିଥିଲେ କଂଗ୍ରେସ ସରକାର, ଅର୍ଚ୍ଚନା ଭାଙ୍ଗିବେ ବିଜେଡି ସରକାର…?

ଗଣଦୁଷ୍କର୍ମର ଶିକାର ହେବା ପରେ କଂଗ୍ରେସ ସରକାରକୁ ଭାଙ୍ଗିଥିଲେ ଅଂଜନା। ଏବେ ବିଜେଡି ସରକାରକୁ ଭାଙ୍ଗିବେ କି ଅର୍ଚ୍ଚନା? ମାୟାବିନୀଙ୍କ ମାୟାଜାଲରେ ଫଶିଛନ୍ତି ୧୮ ଜଣ ଷ୍ଟାଣ୍ଡିଂ ଏମ୍ଏଲଏ। ଯଦି ଅର୍ଚ୍ଚନା ମୁହଁ ଖୋଲନ୍ତି ତେବେ ସବୁ ନେତାଙ୍କ ପୋଲ୍ ଖୋଲିଯିବ…

Archana Nag
ଅର୍ଚ୍ଚନାଙ୍କ ଗୁପ୍ତ ରଙ୍ଗଶାଳାରେ ଏମିତି ହେଉଥିଲା ସିକ୍ରେଟ୍ ସୁଟିଂ

ରହୁଥିଲେ ପଳାଶୁଣିର ଆଲିସାନ ବଙ୍ଗଳାରେ । ତାଙ୍କ ବେପାର ଚାଲୁଥିଲା ଜାଗମରାସ୍ଥିତ ଭଡ଼ାଘରେ । ଯେଉଁଠି ଅର୍ଚ୍ଚନା ଖୋଲିଥିଲେ ଗୁପ୍ତ ରଙ୍ଗଶାଳା । ଖଣ୍ଡଗିରି ଥାନା ଜାଗମରା ସ୍ଥିତ ଏକ ଘରକୁ ଭଡ଼ା ସୂତ୍ରରେ ନେଇ ସେଇଠି ହିଁ ଅର୍ଚ୍ଚନା ଚଳାଇଥିଲେ ତାଙ୍କ ସେକ୍ସଟୋରେସନ୍ ସାମ୍ରାଜ୍ୟ ।

Archana Nag
ରଙ୍ଗଶାଳାକୁ ଡାକି ଚୋରାରେ ଅର୍ଚ୍ଚନା କରୁଥିଲା ଭିଡିଓ ସୁଟ୍, ଚାବି ରିଙ୍ଗ୍-ଭ୍ୟାନିଟି-ବଲ୍‌ବରେ ଲାଗୁଥିଲା ସ୍ପାଏ କ୍ୟାମେରା

ଅର୍ଚ୍ଚନାର ଜାଗମରା ଭଡ଼ାଘର ରଙ୍ଗଶାଳା । ଫସେଇବାକୁ ସ୍ପାଏ କ୍ୟାମେରାରେ ସୁଟ୍ ହେଉଥିଲା ଭିଡିଓ ।

Archana Nag
ନୂଆ ଫର୍ଦ୍ଦ; ଅଧିକାଂଶ ବିଜେଡି ନେତା ଅର୍ଚ୍ଚନା ଫାଶରେ, ସ୍ୱାମୀ କରୁଥିଲା ଡ୍ରଗ୍ସ କାରବାର !

ବିଜେଡିର ବହୁ ଯୁବ ନେତୃତ୍ୱ ବି ଅର୍ଚ୍ଚନାଙ୍କ ଘରକୁ ରୀତିମତ ଯାଆସ କରୁଥିଲେ । ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଚାନ୍ଦ ଡ୍ରଗ୍ସ କାରବାର ଭଳି ସାଂଘାତିକ ଅପରାଧରେ ସଂପୃକ୍ତ ଥିବା କହିଛନ୍ତି ବାବୁ ସିଂ ।

Archana Nag
‘ଅର୍ଚ୍ଚନାଙ୍କ ପାଇଁ ଅକଳରେ ଶାସକଦଳ’ : ସତ ସାମ୍ନାକୁ ଆସିଲେ ସରକାର ଭାଙ୍ଗିବ କହିଲେ ସାଲୁଜା

ଶାସକ ଦଳର ବହୁ ନେତା, ମନ୍ତ୍ରୀ ଏଥିରେ ସାମିଲ ଅଛନ୍ତି ‍‍ବୋଲି କଂଗ୍ରେସ କହିଛି ।

Archana Nag
ଲେଡି ବ୍ଲାକମେଲରଙ୍କ ନାଗଫାଶରେ ୧୮ଜଣ ବିଧାୟକ, ଅଧିକାଂଶ ଶାସକ ଦଳର

୧୮ ବିଧାୟକଙ୍କ ମଧ୍ୟରେ ଅଧିକାଂଶ ଶାସକ ଦଳର ବୋଲି କୁହାଯାଉଛି ।

Special Story
‘ସତ ସାମ୍ନାକୁ ଆସିଲେ ଭାଙ୍ଗିଯିବ ବିଜେଡି ସରକାର’

ଲେଡି ବ୍ଲାକ୍‌ମେଲରଙ୍କୁ ନେଇ ବିବାଦରେ ବିଜେଡ଼ି ନେତାମନ୍ତ୍ରୀ । ଅର୍ଚ୍ଚନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାଲୁଜା ।

Lady Blckmailer
ନିଶା ଦେଇ ସୁଟ୍ ହେଉଥିଲା ନଗ୍ନ ଭିଡ଼ିଓ ! ସାମ୍ନାକୁ ଆସିଲା ଅର୍ଚ୍ଚନା ନାଗଫାଶର ଏନ୍ତୁଡ଼ିଶାଳ

ଖୋଲୁଛି ଅର୍ଚ୍ଚନା ନାଗର ପାପ ପେଡ଼ି ! ଭିଡ଼ିଓ କନଫରେନ୍ସିଂରେ ହାଜର, ଲାଗିଛି ୧୬ ଦଫା ।

archana nag
ବେଲ୍‌ ପାଇବେ ନା ଜେଲ୍‌ ଯିବେ ଲେଡି ବ୍ଲାକମେଲର୍‌ ?

ସୁରକ୍ଷା ଦୃଷ୍ଟିରୁ ଭିସିରେ ଚାଲିଛି ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନର ଶୁଣାଣି ।

Lady Blackmailer
ବ୍ଲାକମେଲର କୁଇନଙ୍କ ସାଂଘାତିକ ଷଡ଼ଯନ୍ତ୍ର ! ପାନୀୟରେ ନିଶା ଦେଇ ନଗ୍ନ ଭିଡିଓ କରୁଥିଲେ ଅର୍ଚ୍ଚନା

ଖଣ୍ଡଗିରି ଥାନାରେ ଜଣେ ପୀଡ଼ିତା କରିଥିବା ଏତଲାରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଏଭଳି କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ପୀଡ଼ିତା ।

BJP
ଖୋଲିବ କି ଅର୍ଚ୍ଚନାଙ୍କ କଳାଧନ୍ଦାର ଗୁମର ? ସିବିଆଇ ତଦନ୍ତ ଦାବି କଲା ବିଜେପି

ତଦନ୍ତରେ ପୋଲିସ ବିଫଳ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କ ନାଁ କାହିଁକି ଖୁଲାସା କରୁନି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।