AIIMS ବିଳାସପୁର ଜୁନିଅର ରେସିଡେଣ୍ଟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। AIIMSର ବିଜ୍ଞପ୍ତି ଅନୁସାରେ ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୪୧ ପୋଷ୍ଟ୍ ପୂରଣ ହେବ। ୱାକ୍-ଇନ୍-ଇଣ୍ଟରଭ୍ୟୁ ମାଧ୍ୟମରେ ପ୍ରାର୍ଥୀ ଚୟନ ହେବ।
ଜୁନ୍ ୨ ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ୧୬୨ଟି ମୃତଦେହକୁ ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ରଖାଯାଇଥିଲା। ଫିଜିକାଲ ଭେରିଫିକେସନ ପରେ ସେଥିରୁ ୮୧ଟି ତତ୍କାଳ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଥିଲା ।
ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଗଲା ୪ ମାସ । ତଥାପି ଅପରିଚିତ ରହିଗଲା ୨୮ ଡେଡ୍ ବଡି। DNA ମ୍ୟାଚିଂ ବି କରିଛି ନିରାଶ। ତେଣୁ ଏଭଳି ସ୍ଥିତିରେ ବାଧ୍ୟ ହୋଇ ଅନ୍ତିମ ସଂସ୍କାର ପାଇଁ ହୋଇଛି ନିଷ୍ପତ୍ତି।
୫ ଜଣ ଡାକ୍ତରଙ୍କ ମଧ୍ୟରେ ଥିଲେ ଡାକ୍ତର ଦାମନଦୀପ୍ ସିଂ ଏବଂ ଡାକ୍ତର ଅଭିଚଲା ତକ୍ଷକ। ଉଭୟେ ଦିଲ୍ଲୀ ଏମ୍ସର ହୃଦରୋଗ ବିଭାଗର ଜଣେ ଜଣେ ରେଡିଓଲୋଜିଷ୍ଟ।
AIIMS, ମଙ୍ଗଳଗିରି, ଆନ୍ଧ୍ରପ୍ରଦେଶ ବିଭିନ୍ନ ଅଣ-ଅଧ୍ୟାପକ ଗ୍ରୁପ୍-ବି ଏବଂ ଗ୍ରୁପ୍-ସି ପଦବୀ ପାଇଁ ଯୋଗ୍ୟ ଭାରତୀୟ ନାଗରିକଙ୍କ ଠାରୁ ଅନ୍ଲାଇନ୍ ଆବେଦନ ପାଇଁ ବିଜ୍ଞପ୍ତି ଜାରି କରିଛି। ପ୍ରାର୍ଥୀଙ୍କୁ ସିଧାସଳଖ ନିଯୁକ୍ତି ଦିଆଯିବ।
ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିଥିବା ସୂଚନା । ନିଆଁକୁ ଆୟତ୍ତ ପାଇଁ ଲାଗିଛି ୬ଟି ଅଗ୍ନିଶମ ଗାଡ଼ି ।
ବିନା କାରଣରେ ମୋତେ ବାହାର କରିଦେଇଛନ୍ତି । ତିନି ବର୍ଷ ହେଲାଣି । ମୁଁ ଷ୍ଟାର୍ଟିଂରୁ ଏଇଠି ଥିଲି । ମୋ ସ୍ୱାମୀ ଦିବ୍ୟାଙ୍ଗ । ତଥାପି ମୋ କଥା ଶୁଣିଲେନି । ଏହା କହିଛନ୍ତି ଏମ୍ସର ଜଣେ ପୂର୍ବତନ ମହିଳା ସିକ୍ୟୁରିଟି ଗାର୍ଡ
AIIMS, ଭୁବନେଶ୍ୱର ପାଇଁ ଜବରଦସ୍ତ ନିଯୁକ୍ତି ବାହାରିଛି। AIIMS ଭୁବନେଶ୍ୱର ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ପତ୍ର ଆମନ୍ତ୍ରଣ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୭୭୫ ପଦବୀ ପୂରଣ ହେବ।
ଏତେ ସ୍ବଳ୍ପ ବୟସ୍କ ନବଜାତ ଠାରେ ଏଭଳି ଜଟିଳ ଅସ୍ତ୍ରୋପଚାର ବିଶ୍ବରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।
ଚିକିତ୍ସା ବିଜ୍ଞାନର ଚମତ୍କାର । ୧୦ ଜଣିଆ ଡାକ୍ତରୀ ଟିମ୍ ର ୧୪ ଘଣ୍ଟିଆ ସର୍ଜରୀ । କ୍ୟାନସର କବଳରୁ ମିଳିଲା ନୂଆ ଜୀବନ ।
ରୋଗ ଚିହ୍ନଟଠାରୁ ରିପୋର୍ଟ ପ୍ରସ୍ତୁତ ଯାଏଁ ସବୁ କିଛି AI ସହାୟତାରେ କରାଯାଇପାରିବ।
BECIL ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ଅଧୀନରେ ପଦବୀଗୁଡିକ ଦିଲ୍ଲୀର AIIMSରେ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
AIIMSରେ ସୃଷ୍ଟି ହୋଇଥିବା ପଦବୀ ପୂରଣ ପାଇଁ ଏକ କମିଟି ଗଠନ କରାଯାଇଛି । ଯେଉଁଥିରେ ନୀତି ଆୟୋଗ କମିଟିର ସଦସ୍ୟ ଡଃ. ବି.କେ ପାଲ୍, ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାର ଅତିରିକ୍ତ ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଏବଂ ଦିଲ୍ଲୀ AIIMSର ନିର୍ଦ୍ଦେଶକ ସାମିଲ ହେବେ ।
ଆମେ ସାଧାରଣତଃ ଜାଣିଛନ୍ତି ବା ଶୁଣିଛନ୍ତି ଛୁଆ ଜନ୍ମ ହେବା ପରେ ତା’ର ହାର୍ଟ ସର୍ଜରୀ କରାଯାଏ । କିନ୍ତୁ ଏଠି ମାଆର ଗର୍ଭରେ ଥିବା ବେଳେ ଛୁଆର କରାଯାଇଛି ହାର୍ଟ ସର୍ଜରୀ ।
ଦେଶରେ ବର୍ତ୍ତମାନ ହୃଦଘାତ ଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଏନେଇ ଦିଲ୍ଲୀରେ ବିଶେଜ୍ଞମାନେ ଏକ ଆଲୋଚନା କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ହୃଦରୋଗ ବିଶେଷଜ୍ଞ ମାନେ ଦିଲ୍ଲୀରେ ଆୟୋଜିତ ହୋଇଥିବା ‘କାର୍ଡିଓଲୋଜି ସୁମା ୨୦୨୩’ରେ ଯୋଗଦେଇ ସେମାନେ ସେମାନଙ୍କ ମତ ରଖିଛନ୍ତି ।
ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଡାକ୍ତର ମନସୁଖ ମାଣ୍ଡଭିୟ ମଧ୍ୟ ଏମସ ଅସ୍ତ୍ରୋପଚାର ସଫଳତା ନେଇ ପ୍ରଂଶସା କରିଥିଲେ ।
AIIMS ସର୍ଭର ଆଟାକ୍ ଚୀନ୍ ଦ୍ୱାରା କରାଯାଇଥିବା ସରକାରୀ ସୂତ୍ରରୁ ସ୍ପଷ୍ଟ ହୋଇଛି । ୫ଟି ସର୍ଭରରୁ ସରକ୍ଷିତ ଭାବେ ଡାଟା ରିଷ୍ଟୋର କରାଯାଇଛି ।
ସାରା ରାତି ଅପେକ୍ଷା କରିବା ପରେ ମିଳୁଛି ଟିକେଟ୍ ।
ଦଲାଲଙ୍କ ଉପରେ ଦମନଲୀଳା ଚଳାଇଛି ପୋଲିସ୍। ମେଡିକାଲରେ ଆଉ ଦଲାଲଗିରିକୁ ବରଦାସ୍ତ କରାଯିବନି ବୋଲି ଖୁଲମଖୁଲା ଦିଆଯାଇଛି ଚେତାବନୀ। କଟକ ଓ ବ୍ରହ୍ମପୁର ବଡ଼ ମେଡିକାଲ ପରେ ଏବେ ଭୁବନେଶ୍ୱର ଏମସ୍ ପାଳି।
ଭୁବନେଶ୍ୱର ମହିଳା ଥାନା ପୋଲିସ ଡାକ୍ତରଙ୍କୁ ଗିରଫ କରିଛି । ଗିରଫ ଡାକ୍ତରଙ୍କ ନାଁ ଜୟଦୀପ ଦାସଗୁପ୍ତା ।
ସିକ୍ୟୁରିଟି ସେବାର ଛବିକୁ ଖରାପ କରୁଥିବାରୁ ଏପରି ନିର୍ଦ୍ଦେଶ ଦିଆଯାଇଛି ।
ରାଜୁଙ୍କ ପରିବାର ଲୋକଙ୍କ ଅନୁରୋଧ ପରେ ତାଙ୍କୁ ମେଡିକାଲ ବ଼େଡ୍ରେ ଶୁଣାଯାଉଥିଲା ବିଗ୍ ବି ଅମିତାଭଙ୍କ ସ୍ବର।
ବରପୁତ୍ର-ସ୍ୱାଧୀନତା ସଂଗ୍ରାମୀ-ଐତିହ୍ୟସ୍ଥଳ ଓ ଐତିହାସିକ ଘଟଣାକୁ ଗୁରୁତ୍ୱ । ୪ କ୍ୟାଟାଗୋରିରୁ ନାଁ ପଠାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ।
ନୂଆ ନୂଆ ନାଁରେ ନାମିତ ହେବ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା AIIMS। ଏଥିପାଇଁ ଆଞ୍ଚଳିକସ୍ତରର ୪ଟି କ୍ୟାଟେଗୋରିରୁ ପ୍ରସ୍ତାବିତ ନାଁ ସ୍ଥିର କରି ପଠାଇବାକୁ କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଏହି କ୍ରମରେ ଭୁବନେଶ୍ୱର AIIMSର ନାଁ କଣ ରହିବ ଓ କାହା ନାଁରେ ନାମିତ ହେବ ତାକୁ ନେଇ ଉତ୍କଣ୍ଠା ବଢୁଥିବାବେଳେ ନାମକରଣକୁ ନେଇ ଏଣେ ତେଜିଛି ରାଜନୀତି।