• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Aap

MLA Beaten
ସଭାରେ ବିଧାୟକଙ୍କୁ ଟଣାଓଟରା, ଗୋଡେଇ ଗୋଡେଇ ମାଡ଼, ଭିଡିଓ ଭାଇରାଲ୍‌..

ନିର୍ଧୁମ ଛେଚା ଖାଇଲେ ବିଧାୟକ। ଆମ୍ ଆଦମୀ ପାର୍ଟି ବିଧାୟକ ଗୁଲାବ ସିଂହ ଯାଦବଙ୍କୁ ପିଟିଲେ ଲୋକେ। ଫଳରେ ବୈଠକ ଛାଡି ଦୌଡିଲେ ବିଧାୟକ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ।

Three Arrests Including Aap MLA Brother In Law By Delhi ACB
୯୦ ଲକ୍ଷ ମାଗିଲେ, ୫୫ ଲକ୍ଷ ଟଙ୍କା ନେଲେ... ତଥାପି ମିଳିଲାନି ଟିକେଟ୍‌, ଶେଷରେ...

ଆମ୍‌ ଆଦମୀ ପାର୍ଟିର ବିଧାୟକଙ୍କ ଶାଳକଙ୍କ ସମେତ ୩ ଜଣଙ୍କୁ ACB ଗିରଫ କରିଛି। ଜଣେ ମହିଳାଙ୍କୁ କାଉନସିଲର୍‌ ଟିକେଟ୍ ଦେବା ନାଁରେ ୯୦ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ଏହି ଗିରଫ ହୋଇଥିବା ସୂଚନା ମିଳିଛି।

Ex aap councilor climb the tower
ଟିକେଟ୍ ନ ମିଳିବାରୁ ଇଲେକ୍ଟ୍ରି ଟାଓ୍ୱାରରେ ଚଢ଼ିଗଲେ ପୂର୍ବତନ କାଉନସିଲର

ନେତାଙ୍କୁ କୋଣ ଠେସା କରିବାଟା ଠିକ୍‌ ହେଲାନି ବୋଲି କହିଲେ ସମର୍ଥକ 

Isudan Gadhvi
ଇସୁଦାନ ଗଡୱୀ ଆପର ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ପ୍ରାର୍ଥିତ୍ୱ ନେଇ ୧୬ ଲକ୍ଷ ଲୋକ ନିଜର ପସନ୍ଦ ବ୍ୟକ୍ତ କରିଥିଲେ । ଆଉ ତା’ପରେ ଇସୁଦାନଙ୍କୁ( Isudan Gadhvi) ବାଛିଛନ୍ତି ଅରବିନ୍ଦ କେଜ୍ରିୱାଲ ।

Delhi deputy chief minister Manish Sisodia
ସିବିଆଇ ବିରୋଧରେ ସିସୋଦିଆ ଆଣିଲେ ସାଂଘାତିକ ଅଭିଯୋଗ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗତକାଲି ସିବିଆଇ ୯ ଘଣ୍ଟା ଧରି ଜେରା କରିବା ପରେ ସିସୋଦିଆ ଆଣିଛନ୍ତି ସାଂଘାତିକ ଅଭିଯୋଗ ।

Kejriwal
କାହାଣୀରେ ଟ୍ୱିଷ୍ଟ ! କେଜ୍ରିୱାଲଙ୍କୁ ଡିନର ଦେଇଥିବା ଅଟୋ ଡ୍ରାଇଭର ମୋଦିଙ୍କ ବଡ଼ ଫ୍ୟାନ୍

ମୁଁ କେବେ ବି କୌଣସି ଆପ୍‌ ନେତାଙ୍କ ସଂସ୍ପର୍ଶରେ ନଥିଲି । କିମ୍ବା ଏବେ ବି କୌଣସି ଆପ୍‌ ନେତାଙ୍କ ସଂସ୍ପର୍ଶରେ ନାହିଁ ।’

Pradeep Panigrahi
ସରଗରମ ଗଞ୍ଜାମ ରାଜନୀତି ! ପ୍ରଦୀପଙ୍କୁ କାଉଣ୍ଟର କରି ବିଜେଡିର ମିଶ୍ରଣ ପର୍ବ, ମୁହଁ ଖୋଲିଲେନି ଗୋପବନ୍ଧୁ

ଗଞ୍ଜାମ ରାଜନୀତି ଧିରେ ଧିରେ ଗୋଳିଆ ହେଉଥିବା ବେଳେ ଏଥିରୁ ଫାଇଦା ଉଠାଇବା ଚକ୍କରରେ ରହିଛି ଆମ୍ ଆଦମୀ ପାର୍ଟି ।

CM punjab Bhagwant Mann
ମୁଖ୍ୟମନ୍ତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ଘଟଣାକୁ ନେଇ ବିରୋଧୀ ତାତିଲେ, କହିଲେ ମାନ୍‌ ନିଶାରେ ଥିଲେ

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଜର୍ମାନର ଫ୍ରାଙ୍କଫର୍ଟ ବିମାନବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯାଇଥିବା ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି। ଏହାକୁ ନେଇ ଆପ ସରକାର ଏବଂ ଆପ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ଅତ୍ୟଧିକ ମଦ୍ୟପାନ କରିଥିବାରୁ ତାଙ୍କୁ ବିମାନରୁ ଓହ୍ଳାଇ ଦିଆଗଲା ବୋଲି ଅଭିଯୋଗ ଆଣିଛି ବିରୋଧୀ।

AAP
ଓଡ଼ିଶାରେ ବିଜେପି-ବିଜେଡିର ବିକଳ୍ପ ହେବ କି ଆପ୍ ? ୨୦୨୪ରେ ସରକାର ଗଢିବାକୁ କରୁଛି ଯୋଜନା

ବିଜେପି କହିଲା ଦୁର୍ନୀତିଗ୍ରସ୍ତ ଦଳକୁ ଗ୍ରହଣ କରିବେନି ରାଜ୍ୟବାସୀ । ତୁଚ୍ଛା ବାହାସ୍ପୋଟ କହିଲେ ବିଜେଡି ଓ କଂଗ୍ରେସ ।

manish-sisodia
ED ରେଡ୍‌କୁ ଅସନ୍ତୋଷ ଜାହିର କଲେ ସିସୋଦିଆ, କହିଲେ ମୋଦି ଜି ଏସବୁ କି ଡ୍ରାମା ଚାଲିଛି..?

ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । ଏହାସହ ଅନ୍ୟ ୧୩ ଜଣଙ୍କ ବିରୋଧରେ ମଧ୍ୟ ଲୁକ ଆଉଟ ସର୍କୁଲାର ଜାରି କରିଛି ସିବିଆଇ ।

Bypoll results 2022 highlights: Major wins for BJP in UP, Tripura; AAP suffers upset in Punjab
ପଞ୍ଜାବ ଲୋକସଭା ଉପ ନିର୍ବାଚନରେ ଆପ୍‌କୁ ଝଟକା; ୟୁପିର ରାମପୁର ଓ ଆଜମଗଡ଼ରେ ବିଜେପିର ବାଜିମାତ୍

ପଞ୍ଜାବ ଉପନିର୍ବାଚନରେ ୭ ହଜାର ଭୋଟ୍‌ରେ ଆପ୍‌ର ଗୁରମେଲ ସିଂହଙ୍କୁ ପରାସ୍ତ କରିଛନ୍ତି ଅକାଳି ଦଳର ପ୍ରାର୍ଥୀ ସିମରନଜିତ୍। ସେହିପରି ଉତ୍ତରପ୍ରଦେଶର ରାମପୁର ଓ ଆଜମଗଡ଼ ଆସନରେ ବିଜେପିର ବାଜିମାତ୍ ।

Kumar Vishwas
କେଜ୍ରିୱାଲ୍‌ଙ୍କୁ କୁମାର ବିଶ୍ୱାସଙ୍କ ତେରଛା ବାଣ; ମାନ୍‌ଙ୍କୁ ଚେତାଇଲେ, 'ଧୋକା ଖାଇବ'

ଆଜିର ଟୁଇଟ୍‌ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କୁ ଚେତାଇ ଦେଇଛନ୍ତି କୁମାର ବିଶ୍ୱାସ । ଟୁଇଟ୍‌ରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନାଁ ଉଲ୍ଲେଖ ନକରି ମାରିଛନ୍ତି ତେରଛା ବାଣ ।

Punjab AAP
ଆପ୍‌ରୁ ହରଭଜନ ସିଂହଙ୍କ ସମେତ ୪ ଜଣ ରାଜ୍ୟସଭା ଯିବେ

ପୂର୍ବତନ କ୍ରିକେଟର ହରଭଜନ ସିଂହ, ଆଇଆଇଟି ପ୍ରଫେସର ସନ୍ଦୀପ ପାଠକ, ଶିକ୍ଷାବିତ ଅଶୋକ କୁମାର ମିତ୍ତଲ ଏବଂ ଦିଲ୍ଲୀ ବିଧାୟକ ରାଘବ ଚଡ୍ଡା ରାଜ୍ୟସଭା ଯିବେ। ଆମଆଦୀମ ପାର୍ଟି ପକ୍ଷରୁ ମନୋନିତ ହୋଇଥିବା ଏହି ୪ ଜଣ ପଞ୍ଜାବ ବିଧାନସଭାରୁ ସଂସଦର ଉପର ଗୃହକୁ ଯିବେ।

Punjab AAP
ବିଜୟ ପରେ ପଞ୍ଜାବରେ ଆପ୍‌ କଲା ଶକ୍ତି ପ୍ରଦର୍ଶନ

ଆପ୍‌ର ଐତିହାସିକ ବିଜୟ ପରେ ଅମୃତସରରେ ଏହି ବିଶାଳ ରୋଡ୍ ଶୋ’ର ଆୟୋଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନ୍ ।

Arvind Kejriwal
ରାଜଧାନୀରେ ନୁହେଁ ଗାଁରେ ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ

କେଜରିଓ୍ୱାଲଙ୍କ ସହିତ ଆଲୋଚନା ପରେ କେବେ ଶପଥ ନିଆଯିବ, ତାହା ଜଣାପଡ଼ିବ । ଆଜି ସଂଧ୍ୟା ସୁଦ୍ଧା ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ମାନ୍ । କାଲି ସରକାର ଗଠନ ନେଇ ସେ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବେ ।

Reasons For AAP’s Victory In Punjab
ଏହି ୧୦ କାରଣ ପାଇଁ ପଂଜାବରେ ଜିତିଲା ଆପ୍‌

ଏହି ୧୦ କାରଣ ପାଇଁ ପଂଜାବରେ ଜିତିଲା ଆପ୍‌। ଚିତ୍‌ପଟାଙ୍ଗ୍‌ ମାରିଲେ ବିରୋଧୀ...

AAP eyes on national party
‘ଆପ୍’କୁ ମିଳିବ କି ଜାତୀୟ ଦଳର ମାନ୍ୟତା?

ଆପ୍‌ର ଦବଦବା ବଢି ବଢି ଚାଲିଛି। ଦେଶରେ କଂଗ୍ରେସର ବିକଳ୍ପ ହେବାର ସ୍ୱପ୍ନ ଦେଖୁଛି ଦଳ। ଦଳର ଏହି ସ୍ୱପ୍ନ କ’ଣ ସଫଳ ହେବ? ଜାତୀୟ ଦଳ ହେବା ନେଇ କ’ଣ ସବୁ ସର୍ତ୍ତ ପୂରଣ କରିବାକୁ ହୁଏ। ଦଳ କ’ଣ ଏହା କରିବାରେ ସଫଳ ହେବ?

Political King
ପଞ୍ଜାବ ମାଟିରେ ନୂଆ ଇତିହାସ ରଚିଲେ ଭଗଓ୍ୱନ୍ତ

ପଞ୍ଜାବରେ ଏଥର ଜନାଦେଶ ଅଲଗା ପ୍ରକାରର ହୋଇଛି । ଜଣେ ଅଭିନେତା ବସିବେ ମୁଖ୍ୟମନ୍ତ୍ରୀ ଆସନରେ ।

AAP in Punjab
ସିଦ୍ଧୁଙ୍କ ନୌଟଙ୍କିରେ କଂଗ୍ରେସ ଧୂଳିସାତ: ପଞ୍ଜାବ ଧରିଲା ଝାଡୁ

ପ୍ରାରମ୍ଭିକ ଟ୍ରେଣ୍ଡରୁ ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି।

 Arvind Kejriwal
କେଜ୍ରିୱାଲଙ୍କ ବେକାରୀ କାର୍ଡ, ଚାକିରି ନଦେଇ ପାରିଲେ ମାସକୁ ୫ ହଜାର ଦିଆଯିବ

ଆମ୍‌ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଉତ୍ତରାଖଣ୍ଡ ଗସ୍ତ ରାଜନୀତିକୁ ଆହୁରି ଉଷ୍ମତା ଦେଇଛି । କାରଣ, ଆଜି କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳରେ ବଡ଼ ଘୋଷଣା କରିଛନ୍ତି ।

 Arvind Kejriwal
ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ଆପର ରଣନୀତି : ବିଜେପିକୁ ଟକ୍କର ଦେବାକୁ ରାଷ୍ଟ୍ରବାଦର ସାହାରା ନେବ ଆମ୍ ଆଦମି ପାର୍ଟି

୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ ହୋଇସାରିଛି । ଏହି ଧାରାରେ ଆମ୍ ଆଦମୀ ପାର୍ଟି (AAP) ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ ଏକ ବିଶେଷ ରଣନୀତି ଉପରେ କାମ ଆରମ୍ଭ କରିଛି । ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଏଥର ହିନ୍ଦୁତ୍ୱ ଏବଂ ରାଷ୍ଟ୍ରବାଦକୁ ମୁଦ୍ଦା କରି ବିଜେପିକୁ ଘେରିବାକୁ ପ୍ରସ୍ତୁତି କରିଛି ।