/odishatv-khabar/media/media_files/2025/10/05/women-cricket-2025-10-05-09-16-10.jpg)
WOMEN-CRICKET Photograph: (OTV)
ଆଜି ମହିଳା ବିଶ୍ବକପରେ ସାମ୍ନାସାମ୍ନି ହେବ ଭାରତ-ପାକିସ୍ତାନ। ଶ୍ରୀଲଙ୍କାର କୋଲୋମ୍ବୋରେ ୱର୍ଲ୍ଡକପରେ ଭେଟିବେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦି। ବିଶ୍ବକପର ପ୍ରଥମ ମ୍ୟାଚରେ ବର୍ଷା ବାଧା ସତ୍ୱେ DLS ପଦ୍ଧତିରେ ଭାରତ ଶ୍ରୀଲଙ୍କାକୁ ୫୯ ରନରେ ହରାଇ ମନବୋଳ ଦୃଢ ରଖିଛି। ଅନ୍ୟପଟେ ପାକିସ୍ତାନ ବାଙ୍ଗଲାଦେଶଠାରୁ ହାରି ନିରାଶାଜନକ ଆରମ୍ଭ କରିଛି।
ସେପଟେ ପୂର୍ବରୁ ଏସିଆ କପରେ ଭାରତୀୟ ପୁରୁଷ କ୍ରିକେଟ୍ ଦଳ ନୋ-ହ୍ୟାଣ୍ଡଶେକ୍ ପଲିସି ଅପଣାଇଥିବାରୁ ମହିଳା କ୍ରିକେଟ୍ ଦଳ ମଧ୍ୟ ପାକିସ୍ତାନ୍ ସହ ସାଧାରଣ ହ୍ୟାଣ୍ଡଶେକ୍ କରିବେ ନାହିଁ ବୋଲି ଜଣାପଡୁଛି। ତେବେ ଆଜି ମ୍ୟାଚ୍ ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି।
Advertisment
ଅଧିକ ଦେଖନ୍ତୁ:
Advertisment



Related Articles
Cough Syrup: ଘାତକ ସାଜିଛି କଫ ସିରପ, ଏବେ ଏହି ରାଜ୍ୟରେ ବ୍ୟାନ୍
POSTED

UK PM Keir Starmer: ଭାରତ ଆସୁଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିୟର ଷ୍ଟାର୍ମର
POSTED

Daily Horoscope 5th October 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

Today Panchang 5th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)