Advertisment

Today Panchang 5th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ରବିବାର । ଚନ୍ଦ୍ର- କୁମ୍ଭ ରାତ୍ରି ୧୨.୪୪ ଗତେ ମୀନ । ତିଥି- ୧୩ଶୀ ଦିବା ୦୩.୦୪ ଗତେ ୧୪ଶୀ । ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର , ରାତ୍ରି ୧୨.୪୪ ଗତେ ଧନୁ ରାଶିର ।

author-image
Deepak Acharya
undefined

Panchang- ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ରବିବାର । ଚନ୍ଦ୍ର- କୁମ୍ଭ ରାତ୍ରି ୧୨.୪୪ ଗତେ ମୀନ । ତିଥି- ୧୩ଶୀ ଦିବା ୦୩.୦୪ ଗତେ ୧୪ଶୀ । ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର , ରାତ୍ରି ୧୨.୪୪ ଗତେ ଧନୁ ରାଶିର । ଘାତବାର- ମେଷ ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୮.୦୦ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

Advertisment

ଶୁଭ ସମୟ-

ପ୍ରାତଃ – ୦୬.୨୯ ରୁ ୦୮.୫୦
ଦିବା – ୦୧.୦୩ ରୁ ୦୮.୦୬
ଦିବା – ୦୩.୫୩ ରୁ ୦୩.୫୯
ରାତ୍ରି – ୦୭.୫୪ ରୁ ୦୯.୩୨
ରାତ୍ରି – ୧୧.୫୯ ରୁ ୦୧.୦୬
ରାତ୍ରି – ୦୨.୩୮ ରୁ ୦୫.୪୨

ଅଶୁଭ ସମୟ-

ରାହୁକାଳ- ଦିବା ୦୩.୫୯ ରୁ ୦୫.୨୭
କାଳବେଳା- ଦିବା ୧୧.୩୪ ରୁ ୦୧.୦୩
ବାରବେଳା- ଦିବା ୧୦.୦୬ ରୁ ୧୧.୩୪
କାଳରାତ୍ରି – ରାତ୍ରି ୦୧.୦୬ ରୁ ୦୨.୩୮

Advertisment
Panchang
Advertisment
Related Articles
Advertisment