/odishatv-khabar/media/media_files/2025/11/09/cricket-2025-11-09-19-54-23.jpg)
CRICKET Photograph: (OTV)
ଗୋଟିଏ ଓଭରରେ ୬ଟି ଛକ୍କା। ୮ଟି ବଲରେ ଲଗାତାର ୮ଟି ସିକ୍ସ। ୧୧ଟି ବଲରେ ୫୦ ରନ୍। ମେଘାଳୟର ବ୍ୟାଟର ଆକାଶ କୁମାର ଚୌଧୁରୀ ଆଜି ଇତିହାସ ରଚିଛନ୍ତି। ଅରୁଣାଚଳ ପ୍ରଦେଶ ବିପକ୍ଷରେ ଖେଳୁଥିବା ଏକ ରଣଜୀ ମ୍ୟାଚରେ ଏଭଳି ପ୍ରଦର୍ଶନ କରି କ୍ରିକେଟ ଜଗତରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ୧୨୬ ନମ୍ବର ଓଭରରେ ଅରୁଣାଚଳ ପ୍ରଦେଶର ସ୍ପିନର ଲିମର ଡାବିଙ୍କୁ ଲଗାତାର ୬ଟି ଛକ୍କା ମାରିଥିଲେ। ପରେ ଟିଏନଆରଙ୍କ ବଲରେ ମଧ୍ୟ ଦୁଇଟି ଛକ୍କା ମାରିଥିଲେ। ଏହାସହ ଲଗାତାର ୮ଟି ବଲ୍ ଖେଳି ୮ଟି ଛକ୍କା ମାରିଥିଲେ ଆକାଶ କୁମାର ଚୌଧୁରୀ। ସୁରଟରେ ମେଘାଳୟ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ରଣଜୀ ଟକ୍କର ଚାଲିଛି...
ରଣଜୀ ଇତିହାସରେ ନୂଆ ରେକର୍ଡ
ଗୋଟିଏ ଓଭରରେ ୬ଟି ଛକ୍କା, ୮ଟି ବଲରେ ଲଗାତାର ୮ଟି ସିକ୍ସ
୧୧ଟି ବଲରେ ୫୦ ରନ୍
ଇତିହାସ ରଚିଲେ ମେଘାଳୟର ବ୍ୟାଟର ଆକାଶ କୁମାର ଚୌଧୁରୀ
ଅରୁଣାଚଳ ପ୍ରଦେଶ ବିପକ୍ଷରେ ଖେଳୁଥିବା ରଣଜୀ ମ୍ୟାଚରେ ରେକର୍ଡ
ସ୍ପିନର ଲିମର ଡାବିଙ୍କୁ ଲଗାତାର ୬ଟି ଛକ୍କା ମାରିଲେ ଆକାଶ
ଲଗାତାର ୮ଟି ବଲ୍ ଖେଳି ୮ଟି ଛକ୍କା ମାରିଥିଲେ ଆକାଶ କୁମାର ଚୌଧୁରୀ
ସୁରଟରେ ମେଘାଳୟ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଚାଲିଛି ଟକ୍କର
Drunk Headmaster: ମଦୁଆ ହେଡମାଷ୍ଟରଙ୍କ ଅଜବ କଥା, ସସପେଣ୍ଡ୍ କଲେ ...ବାଇଗଣ ଚାଷ ଜିନ୍ଦାବାଦ୍

Odisha Village: ଏଠି ଜୀବନ ଯେମିତି ଅଭିଶାପ, ବଞ୍ଚିବା ସଂଘର୍ଷମୟ...ଗାଁକୁ ନାହିଁ ରାସ୍ତା କି ଲାଇନ୍

PDS Rice Lifted: ମଣିଷ ନାହାନ୍ତି କିନ୍ତୁ ଚାଉଳ ଉଠୁଛି , ୨୬୭ ଜଣ ମୃତ ହିତାଧିକାରୀଙ୍କ ନାଁରେ ଉଠାଯାଇଛି PDS ଚାଉଳ

One Classroom Many Dreams: ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର , ଶିକ୍ଷକଙ୍କ ମରୁଡି ପରିସ୍ଥିତି...ଗୋଟିଏ ଶ୍ରେଣୀଗୃହରେ ୩୩ ସ୍ୱପ୍ନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)