/odishatv-khabar/media/media_files/2026/03/03/srimandir-2026-03-03-09-17-17.jpg)
Srimandir Photograph: (OTV)
ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ହେବ ସୁନାବେଶ। କେତୁଗ୍ରସ୍ତ ଚନ୍ଦ୍ର ଗ୍ରହଣ ପଡ଼ିଥିବାରୁ ଦିନ ପରିବର୍ତ୍ତେ ରାତିରେ ସୁନା ଅଳଙ୍କାରରେ ମହାପ୍ରଭୁ ବିଭୂଷିତ ହେବେ। ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ ବିଜେ କରିବା ସହ ଭକ୍ତଙ୍କ ସହିତ ଅବିର ଓ ଫଗୁ ଖେଳିବେ।
Advertisment
ରାତି ଗୋଟାଏ ରେ ଦ୍ବାର ଫିଟା ପରେ ସବୁ ନୀତି ସରିଛି। ସକାଳ ୬ଟା ୮ ମିନିଟ ପରଠାରୁ ଦେବନୀତି ନିଷେଧ ରହିଛି। ତେବେ ସକାଳ ସମୟରେ ଦୋଳବେଦୀକୁ ମହାପ୍ରଭୁ ବିଜେ କରିବେ ନା ସନ୍ଧ୍ୟା ସମୟରେ ଦୋଳବେଦୀକୁ ବିଜେ କରିବେ ତାହା ନୀତି ଉପରେ ନିର୍ଭର କରେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
Advertisment



Related Articles
USA Iran Conflict: ଟ୍ରମ୍ପଙ୍କ ଖୋଲା ଧମକ, ସୀମା ଲଂଘିଲେ ମଇଦାନକୁ ଓହ୍ଲାଇବ ଆମେରିକା ସେନା
POSTED

Khamenei’s Wife Dies: ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ! ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ
POSTED

Daily Horoscope 3rd March 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

Today Panchang 3rd March 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)