Advertisment

SI Recruitment Scam Deepens: SI ପରୀକ୍ଷା କେଳେଙ୍କାରୀ ୧୧୭ କୋର୍ଟ ଚାଲାଣ

ପୋଲିସ SI ପରୀକ୍ଷା ଜାଲିଆତି ଉଦ୍ୟମ ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ । ୧୧୪ ପରୀକ୍ଷାର୍ଥୀଙ୍କ ସହ ୩ ଦଲାଲଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । କଡ଼ା ସୁରକ୍ଷାରେ ବ୍ରହ୍ମପୁର JMFC କୋର୍ଟରେ ହାଜର କରାଗଲା।

author-image
Tapan Swain

ପୋଲିସ SI ପରୀକ୍ଷା ଜାଲିଆତି ଉଦ୍ୟମ ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ । ୧୧୪ ପରୀକ୍ଷାର୍ଥୀଙ୍କ ସହ ୩ ଦଲାଲଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । କଡ଼ା ସୁରକ୍ଷାରେ ବ୍ରହ୍ମପୁର JMFC କୋର୍ଟରେ ହାଜର କରାଗଲା। 

Advertisment
Recruitment Scam
Advertisment
Related Articles
Advertisment