Advertisment

Aparajita Puja: ଅପରାଜିତା କିଏ ? ଦେଖନ୍ତୁ ଭିଡିଓ

ଆଜି ବିଜୟା ଦଶମୀରେ ବିଭିନ୍ନ ମଣ୍ଡପରେ ମାଆଙ୍କର ହେବ ଅପରାଜିତା ପୂଜା। ରାଉରକେଲା ଶକ୍ତିନଗର ପୂଜା ମଣ୍ଡପରେ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି। ତେବେ ଦଶହରାରେ ପୂଜା ପାଉଥିବା ଏ ଅପରାଜିତା କିଏ? କଣ ଏହି ଅପରାଜିତା ପୂଜାର ମାହାତ୍ମ୍ୟ, ଜାଣନ୍ତୁ...

author-image
Manas Ranjan Mohanty

ଆଜି ବିଜୟା ଦଶମୀରେ ବିଭିନ୍ନ ମଣ୍ଡପରେ ମାଆଙ୍କର ହେବ ଅପରାଜିତା ପୂଜା। ଏଥିପାଇଁ ଚଳଚଞ୍ଚଳ ବିଭିନ୍ନ ପୂଜା ମଣ୍ଡପ। ରାଉରକେଲା ଶକ୍ତିନଗର ପୂଜା ମଣ୍ଡପରେ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି। ତେବେ ଦଶହରାରେ ପୂଜା ପାଉଥିବା ଏ ଅପରାଜିତା କିଏ? କଣ ଏହି ଅପରାଜିତା ପୂଜାର ମାହାତ୍ମ୍ୟ, ଜାଣନ୍ତୁ...

Advertisment
Advertisment
Related Articles
Advertisment