Advertisment

Relentless Rains Dull Festive Mood: ଲଗାଣ ବର୍ଷାରେ ବେହାଲ ଲମତାପୁଟ, ଏଥର ହେବାକୁଥିବା ରାବଣପୋଡ଼ିର ଉତ୍ସାହ ଯାଇଛି ମଉଳି

ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ ଲମତାପୁଟ। ଦିନତମାମ ଲଗାଣ ବର୍ଷା ଜାରି ରହିଛି। ଫଳରେ ଏଠାରେ ଏଥର ହେବାକୁଥିବା ରାବଣପୋଡ଼ିର ଉତ୍ସାହ ସମ୍ପୂର୍ଣ୍ଣ ମଉଳି ଯାଇଛି। ଫିକା ପଡିଯାଇପାରେ ରାବଣପୋଡ଼ି ।

author-image
Tapan Swain

ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ ଲମତାପୁଟ। ଦିନତମାମ ଲଗାଣ ବର୍ଷା ଜାରି ରହିଛି। ଫଳରେ ଏଠାରେ ଏଥର ହେବାକୁଥିବା ରାବଣପୋଡ଼ିର ଉତ୍ସାହ ସମ୍ପୂର୍ଣ୍ଣ ମଉଳି ଯାଇଛି। ଫିକା ପଡିଯାଇପାରେ ରାବଣପୋଡ଼ି । 

Advertisment
Dussehera Ravan Podi
Advertisment
Related Articles
Advertisment