ବଙ୍ଗୋପସାଗରରେ ଗଭୀର ଅବପାତ। ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୧୭ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତିକରୁଛି। ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୧୯୦ କିମି, ପୁରୀଠାରୁ ଦକ୍ଷିଣରେ ୨୩୦ କିମି ଦୂରତାରେ କେନ୍ଦ୍ରୀଭୁତ ରହିଛି। ଆଜି ରାତି ସୁଦ୍ଧା ପାରାଦ୍ୱୀପ ଏବଂ ଗୋପଳପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଭୁବନେଶ୍ୱର -କଟକ ସମେତ ସମ୍ପୂର୍ଣ୍ଣ ଉପକୂଳ ଓଡିଶାରେ ତୁହାକୁ ତୁହା ବର୍ଷା ହେବା ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଭୀଷଣ ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଧୋଇଯାଇପାରେ ଦଶହରା ଓ ରାବଣ ପୋଡ଼ି ମଜା। ମୂଷଳଧାରାରେ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟରେ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି।
Advertisment
Advertisment


Related Articles
Traditional Dahi Pakhala Offering Marks Dashami Festivities: ଦଶମୀରେ କଟକ ରାଣୀହାଟରେ ଦହିପଖାଳର ସ୍ବତନ୍ତ୍ର ବ୍ୟବସ୍ଥା, ପ୍ରସାଦ ପାଇବେ ୫୦୦୦ ଶ୍ରଦ୍ଧାଳୁ
POSTED

Widespread Rainfall in Odisha: ଅଧା ଓଡ଼ିଶାରେ ପ୍ରବଳ ବର୍ଷା, ଗୋପାଳପୁର ଠାରୁ ୧୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ଗଭୀର ଅବପାତ
POSTED

Ghoda Hada Dam Nears Capacity: ପୂରିଲାଣି ଡ୍ୟାମ, ବର୍ଷା ନଛାଡ଼ିଲେ..
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)