Advertisment

Complaint Filed: ବିଜେଡି ନେତା ବବି ଦାସଙ୍କ ନାଁରେ ଲିଖିତ ଅଭିଯୋଗ, ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ମାଡ଼ ମାରିଥିବା ଅଭିଯୋଗ

ବିଜେଡି ନେତା ବବି ଦାସଙ୍କ ନାଁରେ ଥାନାରେ ଏତଲା। ନୂଆପଡ଼ା ଜିଲ୍ଲା କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜନୈକ ଯୁବକ। ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ସେ ଲିଖିତ ଅଭିଯୋଗ କରିଛନ୍ତି।

author-image
Manas Ranjan Mohanty
bjd leader

bjd leader Photograph: (OTV)

ବିଜେଡି ନେତା ବବି ଦାସଙ୍କ ନାଁରେ ଥାନାରେ ଏତଲା। ନୂଆପଡ଼ା ଜିଲ୍ଲା କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜନୈକ ଯୁବକ। ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ସେ ଲିଖିତ ଅଭିଯୋଗ କରିଛନ୍ତି। ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକି,ତାଙ୍କୁ ମାଡ଼ ମରାଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ଏହାସହ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରାଯିବା ସହ କାହିଁକି ବିଜେପିରେ ବୁଲୁଛୁ କହି ପିଟିଥିବା ଅଭିଯୋଗ କରିଛନ୍ତି ଯୁବକ। ସେ ଆହରି ମଧ୍ୟ ଲେଖିଛନ୍ତି, ଯେ ପୋଲିସ ଉଦ୍ଧାର କରିନଥିଲେ ସେ ଜୀବନ ପାଇ ପାରିନଥାନ୍ତେ। ଘଟଣାର ତଦନ୍ତ କରି ଯୁବକ ନ୍ୟାୟ ମାଗିଥିବା ବେଳେ ସେପଟେ ଏନେଇ ବବି ଦାସ କିମ୍ବା ଅଧିରାଜ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିପାରିନି।...

Advertisment

ବବି ଦାସଙ୍କ ନାଁରେ ଲିଖିତ ଅଭିଯୋଗ
ବିଜେଡି ନେତା ବବି ଦାସଙ୍କ ନାଁରେ ଲିଖିତ ଅଭିଯୋଗ
କୋମନା ଥାନାରେ ଲିଖିତ ଅଭିଯୋଗ କଲେ ଜନୈକ ଯୁବକ
ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ଲିଖିତ ଅଭିଯୋଗ
ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକି ମାଡ଼ ମାରିଥିବା ଅଭିଯୋଗ
ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ମାଡ଼ ମାରିଥିବା ଅଭିଯୋଗ
କାହିଁକି ବିଜେପିରେ ବୁଲୁଛୁ କହି ପିଟିଥିବା ଅଭିଯୋଗ
ପୋଲିସ ଉଦ୍ଧାର କରିନଥିଲେ ଜୀବନ ପାଇ ପାରିନଥାନ୍ତି: ଅଭିଯୋଗକାରୀ
ଘଟଣାର ତଦନ୍ତ କରି ନ୍ୟାୟ ଦାବି କଲେ ଅଭିଯୋଗକାରୀ
ଏନେଇ ବବି ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିପାରିନି

Advertisment
Related Articles
Advertisment