Advertisment

Pramila Mallik Slams: ଦେବାଶିଷ ସାମନ୍ତରାୟଙ୍କୁ ପ୍ରମିଳା ମଲ୍ଲିକଙ୍କ ସିଧା ଟାର୍ଗେଟ୍ , ସ୍ୱାର୍ଥପର ଲୋକ ଦଳରୁ ପଳେଇଲେ ଭଲ

ବିଜେଡି ଉପସଭାପତି ପଦରୁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପ୍ରସଙ୍ଗ। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା। ଦେବାଶିଷଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି ପ୍ରମିଳା।

author-image
Manas Ranjan Mohanty
PRAMILA

PRAMILA Photograph: (OTV)

ବିଜେଡି ଉପସଭାପତି ପଦରୁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପ୍ରସଙ୍ଗ। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା। ଦେବାଶିଷଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି ପ୍ରମିଳା। କିଛି ସ୍ୱାର୍ଥପର ନେତା ଅଛନ୍ତି, ସ୍ୱାର୍ଥରେ ବାଧା ଆସିଲେ ଦଳ ଛାଡ଼ନ୍ତି। ଦଳ ବିରୋଧରେ କୁହନ୍ତି। ଯେତେ ସ୍ୱାର୍ଥପର ଲୋକ ଅଛନ୍ତି ଦଳରୁ ପଳେଇଲେ ଭଲ ହେବ। ଦଳ ଶୃଙ୍ଖଳାର ସହ ଚାଲିବ। ଦେବାଶିଷ ସାମନ୍ତରାୟ ଯେହେତୁ ଅସୁସ୍ଥ ଅଛନ୍ତି, ପଦବୀ ସମ୍ଭାଳି ପାରିବେନି ବୋଲି ଇସ୍ତଫା ଦେଲେ। ସେ କୁହନ୍ତୁ ଯେତେବେଳେ ପଦବୀରେ ଥିଲେ ଆଉ ଦଳ  କ୍ଷମତାରେ ଥିଲା, ସେତେବେଳେ କୋଉ ନୀତି ଆଦର୍ଶରେ ଦଳ ଚାଲୁଥିଲା। ସେତେବେଳେ କାହିଁ କିଛି କହୁ ନଥିଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା।

Advertisment

'ସ୍ୱାର୍ଥପର ଲୋକ ଦଳରୁ ପଳେଇଲେ ଭଲ'
ବିଜେଡି ଉପସଭାପତି ପଦରୁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପ୍ରସଙ୍ଗ
ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା
ଦେବାଶିଷ ସାମନ୍ତରାୟଙ୍କୁ ପ୍ରମିଳା ମଲ୍ଲିକଙ୍କ ସିଧା ଟାର୍ଗେଟ୍
'କିଛି ସ୍ୱାର୍ଥପର ନେତା ଅଛନ୍ତି, ସ୍ୱାର୍ଥରେ ବାଧା ଆସିଲେ ଦଳ ଛାଡ଼ନ୍ତି'
'ଯେତେ ସ୍ୱାର୍ଥପର ଲୋକ ଅଛନ୍ତି ଦଳରୁ ପଳେଇଲେ ଭଲ ହେବ'
'ଦେବାଶିଷ ଅସୁସ୍ଥ ଅଛନ୍ତି, ପଦବୀ ସମ୍ଭାଳି ପାରିବେନି ବୋଲି ଇସ୍ତଫା ଦେଲେ'

Advertisment
Related Articles
Advertisment