/odishatv-khabar/media/media_files/2026/01/29/bjp-party-meeting-2026-01-29-11-00-34.jpg)
BJP Party Meeting Photograph: (OTV)
ଆଜି ବସିବ ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରଭାରୀଙ୍କ ଉପସ୍ଥିତିରେ ହେବ ଆଲୋଚନା।
Advertisment
ଏଥିରେ ସମସ୍ତ ବିଧାୟକ ଏବଂ ବିଧାୟକ ପ୍ରାର୍ଥୀଙ୍କ ସହ ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ସଭାପତିଙ୍କ ସହ ଚାଲିବ ମାନସ ମନ୍ଥନ। ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ହେବା। ଏହା ସହ କେନ୍ଦ୍ର ଏବଂ ରାଜ୍ୟ ବଜେଟକୁ ନେଇ ଲୋକଙ୍କ ପାଖକୁ ଯିବାକୁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ। ଏସ.ଆଇ. ଆର ଏବଂ ବିଭି ଜି ରାମ ଜି କାର୍ଯ୍ୟକ୍ରମ ନେଇ ମଧ୍ୟ ହେବ ଆଲୋଚନା।
Advertisment



Related Articles
BJD Leadership Buzz Intensifies: ଦିବ୍ୟଶଙ୍କରଙ୍କ ପରେ ଦେବେଶ... ସାଧାରଣ ସଭାରେ ବଡ଼ ଦାବି କଲେ
POSTED

Gundaraj on Streets: ରାସ୍ତା ଉପରେ ଆତଙ୍କରାଜ୍, ଗୋଡ଼ାଇଲେ...ହାଣିଲେ...
POSTED

CCTV Footage of Plane Crash: ଛାତିଥରା ଦୁର୍ଘଟଣା, ସାମନାକୁ ଆସିଲା ପ୍ଲେନ୍ କ୍ରାସ୍ ବେଳର ଭିଡିଓ
POSTED

BMC Warning: ଓମଫେଡ୍ ବୁଥରେ ‘ଗୁଟଖା’ ମନା, ଲାଇସେନ୍ସ ବାତିଲ ନେଇ BMCର ଚେତାବନୀ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)