Advertisment

Rajya Sabha Polls: ରାଜ୍ୟସଭା ନିର୍ବାଚନରେ କାଏମ ରହିଲା ୫ ଜଣଙ୍କ ପ୍ରାର୍ଥିପତ୍ର, ୧୬ରେ ଭୋଟ୍

କାଏମ ରହିଲା ୫ ପ୍ରାର୍ଥୀପତ୍ର, ୧୬ରେ ହେବ ରାଜ୍ୟସଭା ଭୋଟ୍। ରାଜ୍ୟସଭା ନିର୍ବାଚନରେ କାଏମ ରହିଲା ୫ ଜଣଙ୍କ ପ୍ରାର୍ଥିପତ୍ର। ୬ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି।

author-image
Tapan Swain
RAJYA SABHA POLLS

RAJYA SABHA POLLS Photograph: (OTV)

କାଏମ ରହିଲା ୫ ପ୍ରାର୍ଥୀପତ୍ର, ୧୬ରେ ହେବ ରାଜ୍ୟସଭା ଭୋଟ୍। ରାଜ୍ୟସଭା ନିର୍ବାଚନରେ କାଏମ ରହିଲା ୫ ଜଣଙ୍କ ପ୍ରାର୍ଥିପତ୍ର। ୬ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି। ବିଜେଡିର ସଂତୃପ୍ତ ମିଶ୍ର, ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ପ୍ରାର୍ଥିପତ୍ର କାଏମ ରହିଛି।

Advertisment

ସେହିପରି ବିଜେପିର ମନମୋହନ ସାମଲ, ସୁଜିତ କୁମାରଙ୍କ ପ୍ରାର୍ଥିପତ୍ର ଏବଂ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ମଧ୍ୟ ପ୍ରାର୍ଥିପତ୍ର କାଏମ ରହିଛି। ଗତକାଲି ନୋମିନେସନ୍ ଓ ଯାଞ୍ଚ ପରେ କାଏମ ରହିଛି ଏଇ ୫ ଜଣଙ୍କ ପ୍ରାର୍ଥିପତ୍ର।

କାଏମ ୫ ପ୍ରାର୍ଥିପତ୍ର: ୧୬ରେ ଭୋଟ୍ 

ରାଜ୍ୟସଭା ନିର୍ବାଚନରେ କାଏମ ରହିଲା ୫ ଜଣଙ୍କ ପ୍ରାର୍ଥିପତ୍ର
ଯାଞ୍ଚ ପରେ କାଏମ ରହିଲା ୫ ଜଣଙ୍କ ପ୍ରାର୍ଥିପତ୍ର
୬ ଜଣ ନାମାଙ୍କନ କରିଥିବା ବେଳେ ଜଣଙ୍କ ପ୍ରାର୍ଥିପତ୍ର ନାକଚ
ବିଜେଡିର ସଂତୃପ୍ତ ମିଶ୍ର, ଦତ୍ତେଶ୍ୱର ହୋତା 
ବିଜେପିର ମନମୋହନ ସାମଲ, ସୁଜିତ କୁମାରଙ୍କ ପ୍ରାର୍ଥିପତ୍ର କାଏମ
ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ପ୍ରାର୍ଥିପତ୍ର କାଏମ

Advertisment

Rajya Sabha Polls
Advertisment
Related Articles
Advertisment