/odishatv-khabar/media/media_files/2026/03/06/upsc-2025-result-2026-03-06-14-37-06.jpg)
UPSC 2025 Result Photograph: (OTV)
୨୦୨୫ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି। ୟୁପିଏସି ଦ୍ୱାରା ପରିଚାଳିତ ୨୦୨୫ର ସିଭିଲ୍ ସର୍ଭିସ୍ ରେଜଲ୍ଟ ଆଜି ପ୍ରକାଶ ପାଇଛି। ସମୁଦାୟ ୯୫୮ ଜଣ ପ୍ରାର୍ଥୀ ଚୟନ ହୋଇଛନ୍ତି। ଅନୁଜ ଅଗ୍ନିହୋତ୍ରୀ UPSC ୨୦୨୫ ଟପ୍ପର ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ରାଜେଶ୍ବରୀ ସୁଭେ ରହିଛନ୍ତି। ତୃତୀୟରେ ଅକାଂଶ ଧୂଲ୍ ରହିଛନ୍ତି। ଚତୁର୍ଥରେ ଇଶାନ ଭଟ୍ଟନାଗର, ପଞ୍ଚମରେ ଜିନିଆ ଅରୋରା ରହିଛନ୍ତି।
Advertisment
ପ୍ରିଲିମ୍ସ ପରୀକ୍ଷା ୨୫ ମେ ୨୦୨୫ରେ ଅନୁଷ୍ଠିତ ହୋଇଥିଲା। ମେନ୍ ପରୀକ୍ଷା ୨୨ ଅଗଷ୍ଟ ରୁ ୩୧ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଶେଷ ପର୍ଯ୍ୟାୟ, ବ୍ୟକ୍ତିତ୍ୱ ପରୀକ୍ଷା ବା ସାକ୍ଷାତକାର, ୨୭ ଫେବୃଆରୀ, ୨୦୨୬ ରେ ଶେଷ ହୋଇଥିଲା।
ପରୀକ୍ଷାର୍ଥୀମାନେ ୟୁପିଏସସିର ଅଫିସିଆଲ୍ ୱେବସାଇଟ୍ upsc.gov.in ଏବଂ upsconline.nic.in ରେ ସେମାନଙ୍କର ଫଳାଫଳ ଦେଖିପାରିବେ।
Advertisment
Advertisment



Related Articles
3 Minors Go Missing in 24 Hours: ରାଜଧାନୀରେ ଚାଞ୍ଚଲ୍ୟ; ୨୪ ଘଣ୍ଟାରେ ୩ ଶିଶୁ ନିଖୋଜ
POSTED

Amit Shah’s Strong Message at CISF Raising Day Event: CISF କ୍ୟାମ୍ପରେ ଶାହଙ୍କ ସମ୍ବୋଧନ; ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ ହେଉଛି CISF
POSTED

Social Media Will Be Banned For Children: ଭାରତରେ ପ୍ରଥମ; ପିଲାମାନଙ୍କୁ ସୋସିଆଲ୍ ମିଡିଆ ବ୍ୟାନ୍
POSTED

Liquor-Laden Car Falls Into Canal: କେନାଲରେ ଭାସିଲା ମଦ ବୋଝେଇ କାର, ପୋଲିସକୁ ଦେଖି ଚମ୍ପଟ ମାରିଲା ଡ୍ରାଇଭର
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)