Advertisment

3 Minors Go Missing in 24 Hours: ରାଜଧାନୀରେ ଚାଞ୍ଚଲ୍ୟ; ୨୪ ଘଣ୍ଟାରେ ୩ ଶିଶୁ ନିଖୋଜ

୨୪ ଘଣ୍ଟାରେ ଭୁବନେଶ୍ବରରରୁ ୩ ନିଖୋଜ। ଜଣେ ନାବାଳକ ୦୨ ଜଣ ନାବାଳିକା ନିଖୋଜ। ନାବାଳକ ପ୍ରଦ୍ୟୁମ୍ନ ପ୍ରଧାନ ଧଉଳି ଅଞ୍ଚଳରୁ ନିଖୋଜ ହୋଇଛନ୍ତି।

author-image
Chinmayee Sahoo
Children Missing

Children Missing Photograph: (OTV)

୨୪ ଘଣ୍ଟାରେ ଭୁବନେଶ୍ବରରରୁ ୩ ନିଖୋଜ। ଜଣେ ନାବାଳକ ୦୨ ଜଣ ନାବାଳିକା ନିଖୋଜ। ନାବାଳକ ପ୍ରଦ୍ୟୁମ୍ନ ପ୍ରଧାନ ଧଉଳି ଅଞ୍ଚଳରୁ ନିଖୋଜ ହୋଇଛନ୍ତି। ତାଙ୍କ ବୟସ ୧୨ ବର୍ଷ। ସେହିପରି ନିଖୋଜ ୨ ନାବାଳିକା ହେଲେ ସୁମିତ୍ରା ଦେହୁରୀ, ଶୁଭଶ୍ରୀ ନାୟକ। 

Advertisment

ସାଲିଆ ସାହି ତାରିଣୀ ନଗରର ସୁମିତ୍ରା ଦେହୁରୀ ଓ ସାଲିଆ ସାହି ହାତିଆଶୁଣି ଅଞ୍ଚଳର ଶୁଭଶ୍ରୀ ନାୟକ ନିଖୋଜ ହୋଇଛନ୍ତି। ନିଖୋଜଙ୍କୁ ଖୋଜିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ପୁରଷ୍କାର ରାଶି ଘୋଷଣା କରାଯାଇଛି। ନିଖୋଜଙ୍କ ସୂଚନା ଦେଲେ ୨୫ ହଜାରର ପୁରସ୍କାର ରାଶି ଘୋଷଣା ହୋଇଛି।

Bhubaneswar
Advertisment
Related Articles
Advertisment