/odishatv-khabar/media/media_files/2025/10/11/shreemayee-mishra-2025-10-11-15-43-51.jpg)
Shreemayee Mishra Photograph: (OTV)
ପୁଣି ଶ୍ରୀମୟୀଙ୍କ ତେରଚ୍ଛା ବାଣ। ଗଲା କିଛି ଦିନ ଧରି ବିଜେଡି, ନବୀନ ଏବଂ ପାଣ୍ଡିଆନଙ୍କୁ ଘନ ଘନ ହମଲା ପରେ ଆଜି ପୁଣି ଥରେ ଫେସବୁକରେ ପୋଷ୍ଟ କରିଛନ୍ତି ଶ୍ରୀମୟୀ। ଜୟ ଢୋଲକିଆ ବିଜେପିରେ ଯିବା ନେଇ ଚର୍ଚ୍ଚା ହେବା ପରେ ନାଁ ନନେଇ ସେ ପାଣ୍ଡିଆନଙ୍କୁ ଟାଗେର୍ଟ କରିଛନ୍ତି। ସେ ଲେଖିଛନ୍ତି କି, ‘କର୍ମୀ ବସିଛନ୍ତି ଅନାଇ, ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ’। ଖାଲି ସେତିକି ନୁହେଁ ଦଳ ପାଇଁ ସନ୍ନ୍ୟାସୀ ଭାରି ଭୟଙ୍କର ବୋଲି ଲେଖିଛନ୍ତି। ନାଁ ନନେଇ ଥିଲେ ବି ଏହା ନବୀନ ଓ ପାଣ୍ଡିଆନଙ୍କୁ ନିଶାନା ବୋଲି ଚର୍ଚ୍ଚା କରାଯାଉଛି।
Advertisment
‘ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ’
ପୁଣି ଶ୍ରୀମୟୀଙ୍କ ତେରଚ୍ଛା ବାଣ
ଫେସବୁକରେ ଶ୍ରୀମୟୀଙ୍କ ପୋଷ୍ଟ
‘କର୍ମୀ ବସିଛନ୍ତି ଅନାଇ, ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ’
ଜୟ ଢୋଲକିଆଙ୍କ ବିଜେପି ମିଶିବା ଚର୍ଚ୍ଚା ଭିତରେ ପୋଷ୍ଟ
ଦଳ ପାଇଁ ସନ୍ନ୍ୟାସୀ ଭାରି ଭୟଙ୍କର ବୋଲି ଲେଖିଛନ୍ତି
ନାଁ ନନେଇ ପାଣ୍ଡିଆନଙ୍କୁ କଡ଼ା ମାଡ଼
Advertisment



Related Articles
Hardik Pandya: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂଆ ଗର୍ଲଫ୍ରେଣ୍ଡ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ...ପଢ଼ନ୍ତୁ ଗୋଟିଏ କ୍ଲିକରେ
POSTED

Rasha Thadani Reveals: କାହିଁକି ଚୋରି କରୁଥିଲେ ରବୀନାଙ୍କ ଝିଅ, ନିଜେ ଖୋଲିକି କହିଦେଲେ
POSTED

Pakistan: ବଢୁଛି ଭାରତ-ଆଫଗାନିସ୍ତାନ ସମ୍ପର୍କ, ଦେଖି ସହି ପାରୁନି ପାକିସ୍ତାନ
POSTED

India on High Alert: ଭାରତଠୁ ପ୍ରତିଶୋଧ ପାଇଁ ବଡ ଚାଲ୍ ! ଆତଙ୍କୀସ୍ତାନରେ ତିଆରି ଚାଲିଛି ମହିଳା ବୋମା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)