Advertisment

BJD Announces Rajya Sabha Candidate: ବିଜେଡିରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲେ ନବୀନ

ବିଜେଡି ଘୋଷଣା କଲା ୨ ପ୍ରାର୍ଥୀ। ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲେ ନବୀନ। ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ବର ହୋତା। ବିଜେଡିର ବରିଷ୍ଠ ନେତା ସଂତୃପ୍ତ ମିଶ୍ର। ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ଦତ୍ତେଶ୍ବର ହୋତା।

author-image
Chinmayee Sahoo
Rajya Sabha Candidate

Rajya Sabha Candidate Photograph: (OTV)

ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସଂତୃପ୍ତ ମିଶ୍ର ତୃତୀୟ ପ୍ରାର୍ଥୀ କରିଛି ବିଜେଡି। ସେହିପରି ଚତୁର୍ଥ ସିଟରେ କମନ୍ କ୍ୟାଣ୍ଡିଡେଟ୍ ଭାବରେ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାଁ ଘୋଷଣା କରିଛନ୍ତି ନବୀନ। 

Advertisment

ଦତ୍ତେଶ୍ବରଙ୍କୁ ସବୁ ଦଳ ସମର୍ଥନ କରନ୍ତୁ ନବୀନ ପଟ୍ଟନାୟକ କହିଛନ୍ତି। ୨୦୨୪ରେ କଟକରୁ ସାଂସଦ ପାଇଁ ଲଢ଼ିଥିଲେ ସଂତୃପ୍ତ ମିଶ୍ର। ସେ ଏବେ ନବୀନଙ୍କ ବ୍ୟକ୍ତିଗତ ରାଜନୈତିକ ସଚିବ ଅଛନ୍ତି। ସେହିପରି ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ଦତ୍ତେଶ୍ବର ହୋତା ଆଜି ନବୀନ ନିବାସ ଆସିବା ପରେ ତାଙ୍କୁ ପ୍ରାର୍ଥୀ ଘୋଷଣା କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା।

BJD Rajya Sabha Candidates BJD
Advertisment
Related Articles
Advertisment