Advertisment

Gandhamardan Set to Be Maoist-Free: ମାଓ ମୁକ୍ତ ହେବ ଗନ୍ଧମାର୍ଦ୍ଦନ, କୁମ୍ବିଂ ଅପରେସନ ବନ୍ଦ

ଆତ୍ମସମର୍ପଣ କରିବେ ବିବିଏମ ଡିଭିଜନର ୧୫ଜଣ ନକ୍ସଲ। ଦୁଇ ଦିନ ଭିତରେ ଆତ୍ମସମର୍ପଣ କରିବେ ନକ୍ସଲ। ଲାଲବାହିନୀର ପ୍ରସ୍ତାବକୁ ଗ୍ରହଣ କଲେ ଛତିଶଗଡ଼ ଗୃହ ମନ୍ତ୍ରୀ।

author-image
Chinmayee Sahoo
Maoists Surrendered

Maoists Surrendered Photograph: (OTV)

ମାଓ ମୁକ୍ତ ହେବ ଗନ୍ଧମାର୍ଦ୍ଦନ। ଶେଷ ପର୍ଯାୟରେ ପ୍ରସ୍ତୁତି। ଗୋଟିଏ ସପ୍ତାହ ଭିତରେ ମାଓ ମୁକ୍ତ ହୋଇପାରେ ଗନ୍ଧମାର୍ଦ୍ଦନ। ଆତ୍ମସମର୍ପଣ ପାଇଁ ଲାଲବାହିନୀର ପ୍ରସ୍ତାବ ପରେ, ଏହାକୁ ଗ୍ରହଣ କରିଛନ୍ତି ଛତିଶଗଡ଼ ଗୃହ ମନ୍ତ୍ରୀ ବିଜୟ ଶର୍ମା। 

Advertisment

ସୁରକ୍ଷାର ଗ୍ୟାରେଣ୍ଟି ଦେଇ ରେଡ଼ିଓ ବାର୍ତା ଦେଇଛନ୍ତି ବିଜୟ ଶର୍ମା। ଓଡି଼ଶା ପଟୁ ମଧ୍ୟ କୁମ୍ବିଙ୍ଗ ଅପରେସନ ବନ୍ଦ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁଲାଲ । ଦିନେ ଦୁଇଦିନ ଭିତରେ ଆତ୍ମସମର୍ପଣ କରିବେ BBM Division ର ୧୫ ଜଣ ନକ୍ସଲ।

Gandhamardan
Advertisment
Related Articles
Advertisment