/odishatv-khabar/media/media_files/2026/03/08/nitish-kumar-son-2026-03-08-15-23-04.jpg)
Nitish Kumar Son Photograph: (OTV)
ବିହାର ରାଜନୀତିରେ ନୂଆ ଅଧ୍ୟାୟ। ବିଧିବଦ୍ଧ ଭାବେ ରାଜନୀତିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର। ମୁଖ୍ୟମନ୍ତ୍ରୀ ନିତିଶ କୁମାର ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିବା ପରେ ତାଙ୍କ ପୁଅ ନିଶାନ୍ତ ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଛନ୍ତି।
Advertisment
ପାଟନା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବରିଷ୍ଠ ନେତା ଏବଂ କର୍ମୀଙ୍କ ଉପସ୍ଥିତିରେ ନିଶାନ୍ତ ଜେଡିୟୁରେ ସାମିଲ ହୋଇଛନ୍ତି। ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ନିଶାନ୍ତଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଜେଡିୟୁ ନେତା ନୀରଜ କୁମାର ଏହି ସୂଚନା ଦେଇଛନ୍ତି।
ଦଳରେ ଯୋଗଦେବା ପରେ ତୁରନ୍ତ ନିଶାନ୍ତ କୁମାର ବିହାରର ବିଭିନ୍ନ ଅଞ୍ଚଳକୁ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଯାହାର ଲକ୍ଷ୍ୟ ହେଉଛି ସିଧାସଳଖ ଜନସମ୍ପର୍କ ସ୍ଥାପନ କରିବା ଏବଂ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବା। କୁହାଯାଉଛି ଯେ ନିଶାନ୍ତ ଆଗାମି ଦିନରେ ବିହାରର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି।
Advertisment
Advertisment



Related Articles
CM Condemns 'Insult' to President Murmu: ରାଷ୍ଟ୍ରପତିଙ୍କ ଅପମାନ ରାଜନୈତିକ ବିଚାରଠାରୁ ବହୁ ଉର୍ଦ୍ଧ୍ବରେ: ମୁଖ୍ୟମନ୍ତ୍ରୀ
POSTED

Nepal: ନେପାଳ ରାଜନୀତିରେ ବଡ଼ ବିପ୍ଳବ, ବାଲେନଙ୍କ କ୍ରେଜ ଆଗରେ ଶକ୍ତିଶାଳୀ ଦଳ ବି ଫିକା
POSTED

Hit-and-Run Case: ଟ୍ରାକ୍ଟର ଧକ୍କାରେ ଦିବ୍ୟାଙ୍ଗ ମୃତ, ଚାଳକ ଚମ୍ପଟ, ଯାତାୟତ ବନ୍ଦ
POSTED

Two Buses Collide: ଫାଟିଲା ଚକା, ପଛରୁ ପିଟିଦେଲା ବସ୍, ୧୦ ଗୁରୁତର
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)