Advertisment

Hit-and-Run Case: ଟ୍ରାକ୍ଟର ଧକ୍କାରେ ଦିବ୍ୟାଙ୍ଗ ମୃତ, ଚାଳକ ଚମ୍ପଟ, ଯାତାୟତ ବନ୍ଦ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପଥରା ଛକରେ ଟ୍ରାକ୍ଟର ଧକାରେ ଜଣେ ଦିବ୍ୟାଙ୍ଗଙ୍କ ମୃତ୍ୟୁ ହୋଇଛି l ମୃତ ବ୍ୟକ୍ତି ସାନଚଢିଆପଡା ଗ୍ରାମର ମୁନା ଜେନା। ସେ ପଥରା ଛକରେ ପରିବା ବିକ୍ରି କରୁଥିବା ସମୟରେ ଟ୍ରାକ୍ଟରଟି ଧକ୍କା ଦେଇଥିଲା l

author-image
Madhupriya Mistry
Accident

Accident Photograph: (OTV)

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପଥରା ଛକରେ ଟ୍ରାକ୍ଟର ଧକାରେ ଜଣେ ଦିବ୍ୟାଙ୍ଗଙ୍କ ମୃତ୍ୟୁ ହୋଇଛି l ମୃତ ବ୍ୟକ୍ତି ସାନଚଢିଆପଡା ଗ୍ରାମର ମୁନା ଜେନା। ସେ ନିଜ ଗାଡ଼ିରେ ପଥରା ଛକରେ ପରିବା ବିକ୍ରି କରୁଥିବା ସମୟରେ ଟ୍ରାକ୍ଟର ଟି ଧକ୍କା ଦେଇଥିଲା l

Advertisment

ଦୁର୍ଘଟଣାରେ ମୁନାଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରାକ୍ଟର ଚାଳକ ଚମ୍ପଟ ମାରିଥିଲା l ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବିରେ ଟ୍ରାକ୍ଟରକୁ ମୁଖ୍ୟ ରାସ୍ତା ଉପରେ ରଖି ପ୍ରତିବାଦ କରିଛନ୍ତି l ଫଳରେ ଆସିକା ଠାରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ୩୦ରେ ଯାତାୟତ ବନ୍ଦ ରହିଛି l କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Ganjam Hit-and-Run Accident Hit And Run Case Accident
Advertisment
Related Articles
Advertisment