/odishatv-khabar/media/media_files/2026/03/08/bus-accident-2026-03-08-13-32-08.jpg)
Bus accident Photograph: (OTV)
ଦୁଇ ବସ୍ ମଧ୍ୟରେ ଧକ୍କା। ବାଲେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପଡା ଛକରେ ଘଟିଛି ଏ ଦୁର୍ଘଟଣା। ଗୋଟିଏ ବସର ଚକା ଫାଟିଯିବାରୁ ପଛପଟୁ ଧକ୍କା ଦେଇଥିଲା ଆଉ ଏକ ବସ। ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ଜଣାପଡିଛି। ୨ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
Advertisment
ବାଲେଶ୍ବର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ର ପଛ ଚକ ଫାଟିଯିବାରୁ ରାସ୍ତା ଧୂଆଁମୟ ହୋଇଯାଇଥିଲା। ଏହି ସମୟରେ ଭୁବନେଶ୍ୱରରୁ ରାଞ୍ଚି ଅଭିମୁଖେ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ବସର ପଛକୁ ଧକ୍କା ଦେଇଥିଲା।
ପଛ ବସର ହେଲପର, ଡ୍ରାଇଭର ଓ ୨ ଜଣ ଯାତ୍ରୀ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ବସର ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଖନ୍ତାପଡା ପୋଲିସ, ଅଗ୍ନିଶମ ବିଭାଗ, NHAI କତ୍ତୃପକ୍ଷ ଓ ସ୍ଥାନୀୟ ଲୋକେ ବସଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।
Advertisment
Advertisment



Related Articles
Indian Railways Cancelled Train List: ଆସନ୍ତା ମାସରେ ଚାଲିବ ନାହିଁ ଏହିସବୁ ଟ୍ରେନ୍; କେତେକ ରୁଟ୍ ପରିବର୍ତ୍ତନ
POSTED

Ganja Smuggling Racket Busted: ବାହାରେ ପନିପରିବା, ଭିତରେ ଗଞ୍ଜେଇ; ମାଡି ବସିଲା ପୋଲିସ୍
POSTED

Ambulance Crashes: କାନ୍ଥ ଭାଙ୍ଗି ଘରେ ପଶିଗଲା ଆମ୍ବୁଲାନ୍ସ, ୩ ଗୁରୁତର
POSTED

Ganja Seized: ପ୍ୟାକେଟ ଭିତରୁ ବାହାରିଲା ୩ କ୍ବିଣ୍ଟାଲ ଗଞ୍ଜେଇ, ପୋଲିସ କାବା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)