/odishatv-khabar/media/media_files/2025/10/16/nuapada-2025-10-16-10-05-12.jpg)
Nuapada Photograph: (OTV)
ନୂଆପଡ଼ା ମଇଦାନରେ ତିନି ଯୋଦ୍ଧା । କଂଗ୍ରେସ, ବିଜେପି ପରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ସ୍ନେହାଙ୍ଗିନୀ ଛୁରିଆ ହୋଇଛନ୍ତି ବିଜେଡିର ନୂଆପଡ଼ା ପ୍ରାର୍ଥୀ। ପୂର୍ବରୁ ବିଜେଡି ଟିକେଟର ଦୁଇଥର ବିଧାୟକ ହୋଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ। ସେ ବରଗଡ଼ ଜିଲ୍ଲା ଅତାବିରା ଆସନରୁ ଦୁଇଥର ବିଧାୟକ ହେବା ସହ ବିଜେଡି ସରକାରରେ ଥରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। କିଛି ଦିନ ଆଗରୁ ତାଙ୍କୁ ବିଜେଡିର ମହିଳା ସଭାନେତ୍ରୀ ପଦବୀ ମିଳିଥିଲା। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ମୈଦାନରେ ଚଳାଇଛନ୍ତି ପ୍ରଚାର ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)