Advertisment

Rape And Murder: ଦୁଷ୍କର୍ମ ପରେ ଜାଳିଦେଲେ! ଜଙ୍ଗଲରୁ ମୃତଦେହ ଉଦ୍ଧାର

ଦୁଷ୍କର୍ମ ପରେ ମହିଳାଙ୍କୁ ଜାଳି ହତ୍ୟା ସନ୍ଦେହ। ବଲାଙ୍ଗିର ଗୋଏଲପିଟା ଗାଁ ନିକଟ ଜଙ୍ଗଲରୁ ମୃତଦେହ ଉଦ୍ଧାର। ପାଖରେ ପଡ଼ିଛି ଲୁଗା, ମହିଳାଙ୍କ ମୁହଁ ପୋଡିଥିବାରୁ ସନ୍ଦେହ।

author-image
Chinmayee Sahoo
Rape And Murder

Rape And Murder Photograph: (OTV)

ବଲାଙ୍ଗିର ଜିଲ୍ଲା ଦେଓଗାଁ ଅଂଚଳରେ ପୁଣି ଏକ ହତ୍ୟାକାଣ୍ଡ | ଜଣେ ମହିଳାକୁ ଦୁଷ୍କର୍ମ ପରେ ପୋଡିଦେଇ ହତ୍ୟା କରାଯାଇଥିବା ସନ୍ଦେହ। ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଗୋଏଲପିଟା ଗାଁ ନିକଟରେ ଥିବା ଜଙ୍ଗଲ ଭିତରେ ମହିଳା ଜଣଙ୍କ ପଡିଥିବା ଦେଖିବାକୁ ମିଳିଥିଲା | 
ମହିଳାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର କରାଯାଇଛି । ମୁହଁକୁ ପୋଡି ଦିଆଯାଇଥିବାରୁ ଚିହ୍ନି ହେଉନି | ନିକଟରେ ମହିଳାଙ୍କ ଶାଢ଼ୀ ଓ ଭଙ୍ଗା ଚୁଡି ପଡିଛି | ଦେଓଗାଁ ପୋଲିସ ତଦନ୍ତ ଜାରି ରଖିଛି | 
•    ଦୁଷ୍କର୍ମ ପରେ ଜାଳିଦେଲେ !
•    ଦୁଷ୍କର୍ମ ପରେ ମହିଳାଙ୍କୁ ଜାଳି ହତ୍ୟା ସନ୍ଦେହ
•    ବଲାଙ୍ଗିର ଗୋଏଲପିଟା ଗାଁ ନିକଟ ଜଙ୍ଗଲରୁ ମୃତଦେହ ଉଦ୍ଧାର
•    ପାଖରେ ପଡ଼ିଛି ଲୁଗା, ମହିଳାଙ୍କ ମୁହଁ ପୋଡିଥିବାରୁ ସନ୍ଦେହ
•    ଘଟଣାସ୍ଥଳରେ ଦେଓଗାଁ ଥାନା ପୋଲିସର ଛାନଭିନ୍ 

Advertisment
Rape And Murder
Advertisment
Related Articles
Advertisment