/odishatv-khabar/media/media_files/2025/10/21/bali-mafia-2025-10-21-09-42-52.jpg)
BALI-MAFIA Photograph: (OTV)
ବାଲି ମାଫିଆଙ୍କୁ ଗ୍ରାମବାସୀଙ୍କ ଚେକ୍ । ପ୍ରଶାସନ ନ ଶୁଣିବାରୁ ବାଲି ମାଫିଆଙ୍କ ରାସ୍ତା ଖୋଳି ଦେଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଅଞ୍ଚଳର ଦୁଇଟି ବାଲିଘାଟରୁ ବେଆଇନ ଭାବେ ବାଲି ଚାଲାଣ କରୁଥିଲେ ମାଫିଆ । ଏନେଇ ପ୍ରଶାସନକୁ ଜଣାଇବା ପରେ ବି କୌଣସି ଆକ୍ସନ ନ ହେବାରୁ ଲୋକେ ରାସ୍ତା ଖୋଳି ମାଫିଆଙ୍କୁ ଚେକ୍ ଦେଇଛନ୍ତି । ବାଲି ଚୋରା ଚାଲାଣ କରୁଥିବା ଗାଡ଼ିକୁ ଅଟକାଇବାକୁ ଜେସିବି ଲଗାଇ ରାସ୍ତା ଖୋଳିଦେଲେ ଗାଁ ଲୋକେ । ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ବାଲି ମାଫିଆଙ୍କୁ ଗ୍ରାମବାସୀଙ୍କ ଚେକ୍
ପ୍ରଶାସନ ଶୁଣିଲାନି, ବାଲି ମାଫିଆଙ୍କ ରାସ୍ତା ଖୋଳି ଦେଲେ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ଅଞ୍ଚଳର ଘଟଣା
ଦୁଇଟି ବାଲିଘାଟରୁ ବେଆଇନ ବାଲି ଚାଲାଣ କରୁଥିଲେ ମାଫିଆ
ବାଲି ଚୋରା ଚାଲାଣ ଗାଡ଼ି ଅଟକାଇବାକୁ ଜେସିବି ଲଗାଇ ରାସ୍ତା ଖୋଳିଦେଲେ
Another Low Pressure: ପୁଣି ଲଘୁଚାପ, ପୁଣି ବଡ଼ ବର୍ଷା...ବିଦେଶୀ ମଡେଲ୍ ଆକଳନକୁ ନେଇ ଥମୁନି ବାତ୍ୟା ଚର୍ଚ୍ଚା

Nuapada ByPoll Heat: ବିଗ୍ ଫାଇଟ୍ ପୂର୍ବରୁ ତେଜିଲା ବୟାନଯୁଦ୍ଧ , ଜୟନାରାୟଣ ମିଶ୍ରଙ୍କ ସଂଘାତିକ ବୟାନ

Diwali with Navy Heroes: ମଝି ସମୁଦ୍ରରେ ଦୀପାବଳି ପାଳିଲେ ପିଏମ୍ ମୋଦି , ଶତୃକୁ ଦେଖାଇଲେ ନାଲିଆଖି

Brahmapur Lawyer Murder Case: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଜଣେ ରାଜନେତାଙ୍କୁ ପୋଲିସ ଉଠାଇ ନେଇଥିବା ସୂଚନା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)