Advertisment

Vehicle Checking Intensify: ପଲ୍ୟୁସନ୍ ସାର୍ଟିଫିକେଟ ଟେନସନ୍ , PUCC ନଥିଲେ ମିଳିବନି ତେଲ

ପଲ୍ୟୁସନ୍ ସାର୍ଟିଫିକେଟ ନଥିଲେ ତେଲ ନମିଳିବା ନେଇ ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର୍ ଗୁଡିକରେ ଭିଡ।  ରାଜ୍ୟର ବିଭିନ୍ନ ସହରମାନଙ୍କରେ ଥିବା ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର୍ ଗୁଡିକରେ ଲୋକେ ଆସି ଟେଷ୍ଟ କରାଉଛନ୍ତି।

author-image
OTV Bureau
PUCC

PUCC Photograph: (OTV)

ପଲ୍ୟୁସନ୍ ସାର୍ଟିଫିକେଟ ନଥିଲେ ତେଲ ନମିଳିବା ନେଇ ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର୍ ଗୁଡିକରେ ଭିଡ।  ରାଜ୍ୟର ବିଭିନ୍ନ ସହରମାନଙ୍କରେ ଥିବା ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର୍ ଗୁଡିକରେ ଲୋକେ ଆସି ଟେଷ୍ଟ କରାଉଛନ୍ତି। ହଠାତ୍ ଏଭଳି ନିର୍ଦ୍ଦେଶ ଆସିବା ଦ୍ବାରା ଆଶଙ୍କାରେ ଗାଡିଚାଳକ। ଜାନୁଆରୀ ୧ ତାରିଖରୁ ରାଜ୍ୟରେ ଗାଡ଼ି ଚେକିଂ ଜୋରଦାର ହେବା ନେଇ ଗତକାଲି ସୂଚନା ଦେଇଥିଲେ ପରିବହନ କମିଶନର। ସବୁ ପେଟ୍ରୋଲ ପମ୍ପ ମାଲିକ ଓ ଡିଲରଙ୍କ ସହ ଆଲୋଚନା ହୋଇଛି। PUC ସାର୍ଟିଫିକେଟ କରାଇବାକୁ ସେମାନେ ଆଉଟଲେଟରେ ଲେଖିବେ ବୋଲି ପରିବହନ କମିଶନର କହିଛନ୍ତି। ...

Advertisment

Advertisment