Advertisment

BJD Leaders Arrested: ଗଂଜେଇ ଚାଲାଣରେ ବିଜେଡି ନେତା... ‍ବିଧାୟକଙ୍କ ଖାସ୍ ଲୋକ

ଗଂଜେଇ ଚାଲାଣରେ ଗିରଫ ହୋଇଛନ୍ତି ଦୁଇ ବିଜେଡି ନେତା। ଉଭୟ ପୂର୍ବତନ ବିଜେଡି ବିଧାୟକ ମହୀଧର ରଣାଙ୍କ ଖାସ୍ ଲୋକ। ଗଂଜେଇ ଚାଲାଣ ଅଭିଯୋଗରେ ଗିରଫ ପରେ ଜୋର ଧରିଲା ରାଜନୀତି।

author-image
Chinmayee Sahoo
BJD Leaders Arrested

BJD Leaders Arrested Photograph: (OTV)

ଗଂଜେଇ ଚାଲାଣରେ ବିଜେଡି ନେତା । ବୌଦ୍ଧ ଜିଲ୍ଲାରେ ଗଂଜେଇ ଚାଲାଣ ନେଇ ଧରାପଡୁଛନ୍ତି ଗଂଜେଇ ମାଫିଆ  | କିନ୍ତୁ ଏବେ ଗଂଜେଇ ଚାଲାଣରେ ଗିରଫ ହୋଇଛନ୍ତି ଦୁଇଜଣ ବିଜେଡି ନେତା । ଜଣେ ହେଉଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳର ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କ ସ୍ୱାମୀ ବିପିନ ପ୍ରଧାନ | ଆଉ ଜଣେ ହେଉଛନ୍ତି ରେଙ୍ଗାଲି ସରପଞ୍ଚଙ୍କ ସ୍ୱାମୀ ପ୍ରମୋଦ ରଣା | ଗଂଜେଇ ଚାଲାଣ ଅଭିଯୋଗରେ ଉଭୟଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ | ଉଭୟ ହେଉଛନ୍ତି ପୂର୍ବତନ ବିଜେଡି ବିଧାୟକ ମହୀଧର ରଣାଙ୍କ ଖାସ୍ ଲୋକ | ଦୁଇ ବିଜେଡି ନେତା ଗଂଜେଇ ଚାଲାଣ ଅଭିଯୋଗରେ ଗିରଫ ହେବା ପରେ ଜୋର ଧରିଛି ରାଜନୀତି |
•    ଗଂଜେଇ ଚାଲାଣରେ ବିଜେଡି ନେତା 
•    ଗଂଜେଇ ଚାଲାଣରେ ଗିରଫ ହୋଇଛନ୍ତି ଦୁଇ ବିଜେଡି ନେତା 
•    ବୌଦ୍ଧ କଣ୍ଟାମାଳର ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କ ସ୍ୱାମୀ ବିପିନ ପ୍ରଧାନ ଗିରଫ 
•    ରେଙ୍ଗାଲି ସରପଞ୍ଚଙ୍କ ସ୍ୱାମୀ ପ୍ରମୋଦ ରଣା ବି ହୋଇଛନ୍ତି ଗିରଫ 
•    ଗଂଜେଇ ଚାଲାଣ ଅଭିଯୋଗରେ ଉଭୟଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ 
•    ଉଭୟ ପୂର୍ବତନ ବିଜେଡି ବିଧାୟକ ମହୀଧର ରଣାଙ୍କ ଖାସ୍ ଲୋକ ସୂଚନା 
•    ଗଂଜେଇ ଚାଲାଣ ଅଭିଯୋଗରେ ଗିରଫ ପରେ ଜୋର ଧରିଲା ରାଜନୀତି

Advertisment

ଅଧିକ ଦେଖନ୍ତୁ:

BJD Leaders
Advertisment
Related Articles
Advertisment