/odishatv-khabar/media/media_files/2026/01/17/teacher-beaten-2026-01-17-13-27-18.jpg)
Teacher Beaten Photograph: (OTV)
ସ୍କୁଲ ଭିତରେ ଛାତ୍ରଛାତ୍ରୀଙ୍କ ଆଗରେ ପିଟାପିଟି ହେଲେ ୨ ଶିକ୍ଷୟିତ୍ରୀ। ସମ୍ବଲପୁର ବୁର୍ଲା କିର୍ବା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।
Advertisment
ସ୍କୁଲ ସଫେଇ କାମକୁ ନେଇ ୨ଜଣ ଶିକ୍ଷୟିତ୍ରୀ ପିଟାପିଟି ହୋଇଥିବା ସୂଚନା ମିଳିଛି। ଏଥିରେ ଜଣଙ୍କର ମୁହଁ ମଧ୍ୟ ଫାଟିଛି। ଗୁରୁବାର ଦିନ ଏହି ଘଟଣା ଘଟିଥିବା ବେଳେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି BRCC।
ପିଟାପିଟି ହୋଇ ଶିକ୍ଷୟିତ୍ରୀ ଲହୁଲୁହାଣ
ଛାତ୍ରଛାତ୍ରୀଙ୍କ ଆଗରେ ପିଟାପିଟି ହେଲେ ୨ ଶିକ୍ଷୟିତ୍ରୀ
ବୁର୍ଲାର କିର୍ବା ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ
ସ୍କୁଲ ସଫେଇ କାମକୁ ନେଇ ପିଟାପିଟି ହୋଇଥିବା ସୂଚନା
ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି BRCC
Advertisment
Advertisment



Related Articles
Massive Odisha Police Raids: ବଡ଼ ରେଡ୍, ଯେଉଁଠି ଖୋଜିଲେ ସେଇଠି କ୍ୟାସ୍
POSTED

Operation Kagar encounter continues: ଅପରେସନ୍ କାଗର ସଫଳ; ବଡ ନକ୍ସଲ ବିରୋଧୀ ଅଭିଯାନ
POSTED

Massive Fire at Garbage Dump: କିଏ ଲଗାଇଲା ନିଆଁ? କଲବଲ ହେଲେ ବସ୍ତି ବାସିନ୍ଦା
POSTED

Shree Mandir Committee Meeting: ହାଇଲେବୁଲ୍ ବୈଠକ, ଖୁବଶୀଘ୍ର ଗଣତିମଣତି
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)