/odishatv-khabar/media/media_files/2026/02/21/shailabala-college-2026-02-21-20-39-11.jpg)
Shailabala College Photograph: (OTV)
କଟକର ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ରାସ୍ତାରେ ଛାତ୍ରୀ। ‘ଶୈଳବାଳା କଲେଜ୍’କୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ଛାତ୍ରୀମାନେ ଆଜି ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ୧୧୩ ବର୍ଷ ପୁରୁଣା କଲେଜକୁ କାହିଁକି ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳୁନି ବୋଲି ପ୍ରଶ୍ନ କରୁଛନ୍ତି ଛାତ୍ରୀ ?
‘ଶୈଳବାଳା କଲେଜ୍’କୁ ତୁରନ୍ତ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ କଲେଜ୍ ସମ୍ମୁଖରେ ଆଜି ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରୀ। ଏଇ ଦାବିରେ ଗଲା ୨୮ ଦିନ ଧରି ପିଲାମାନେ ଧାରଣାରେ ବସିଛନ୍ତି। ତେବେ ଗତକାଲି ବଜେଟରେ ଏନେଇ କୌଣସି ଘୋଷଣା ହୋଇନଥିବା ଅଭିଯୋଗ କରି ପୁଣି ଥରେ ଧାରଣାକୁ ଜୋରଦାର କରାଯାଇଛି।
ସେପଟେ କଟକ ସଦର ଉପଜିଲ୍ଲାପାଳ ଆନ୍ଦୋଳନରତ ଛାତ୍ରୀଙ୍କ ସହ ଆଲୋଚନା କରିଥିବା ବେଳେ ଖୁବଶୀଘ୍ର ସରକାରଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି।...
ଶୈଳବାଳା କଲେଜକୁ ୟୁନିଭରସିଟି ମାନ୍ୟତା ଦାବି
ତାତିଲେ କଟକ ଶୈଳବାଳା କଲେଜ ଛାତ୍ରୀ
୧୧୩ ବର୍ଷର ପୁରୁଣା କଲେଜକୁ ଅଣଦେଖା ଅଭିଯୋଗ
୨୮ ଦିନ ଧରି ଧାରଣା ସତ୍ତ୍ବେ ପୂରଣ ହୋଇନି ଦାବି
ବଜେଟରେ ଅନୁଦାନ ନଥିବାରୁ ପିଲାଙ୍କ ଗର୍ଜନ
Mystery at Cremation Ground: ମଶାଣିରୁ କୁଆଡ଼େ ଗାଏବ ହେଉଛି ଶବ ? ରହସ୍ୟ ଖୋଲିବାକୁ ସିବିଆଇ ତଦନ୍ତ ଦାବି

Tribal Student’s Death at KISS: କିସରେ ପୁଣି ଜଣେ ଆଦିବାସୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ପହଞ୍ଚିବା ପୂର୍ବରୁ କାହିଁକି ମୃତଦେହକୁ ହସପିଟାଲକୁ ନିଆଗଲା?

Horror in School: ସ୍କୁଲ ଭିତରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ! ରାକ୍ଷସ ସାଜିଲେ ୨ ଶିକ୍ଷକ ଆଉ ପିଅନ !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)