Advertisment

Stops Salary of 3 Officers: ରାଜ୍ୟ ପରିବହନ ନିଗମର ଛାଟ, ୩ ଅଧିକାରୀଙ୍କ ଦରମା ବନ୍ଦ

ଜୟପୁର ପରିବହନ ବିଭାଗର ୩ ଅଧିକାରୀଙ୍କ ଦରମା ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ ନିଗମ ଏମଡି । କାର୍ଯ୍ୟରୁ ଅନ୍ତର ସହ ପୁନଃ ଯୋଗ ଦେବା ଯାଏଁ ଦରମା ବନ୍ଦ ନିର୍ଦ୍ଦେଶ ରହିଛି ।

author-image
Madhupriya Mistry
TRANSPORT DEPD

State Transport Corporation Photograph: (OTV)

ତିନି ଅଧିକାରୀଙ୍କୁ ରାଜ୍ୟ ପରିବହନ ନିଗମର ଛାଟ। ଜୟପୁର ପରିବହନ ବିଭାଗର ୩ ଅଧିକାରୀଙ୍କ ଦରମା ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ ନିଗମ ଏମଡି । କାର୍ଯ୍ୟରୁ ଅନ୍ତର ସହ ପୁନଃ ଯୋଗ ଦେବା ଯାଏଁ ଦରମା ବନ୍ଦ ନିର୍ଦ୍ଦେଶ ରହିଛି। 

Advertisment

ତିନି ଅଧିକାରୀ ହେଉଛନ୍ତି ଜୟପୁରରେ ନିୟୋଜିତ ଜିଲ୍ଲା ପରିଚାଳକ ଈଶ୍ୱର ମହାପାତ୍ର, ଅତିରିକ୍ତ ପରିଚାଳକ ଜ୍ୟୋତି ପ୍ରକାଶ ବେହେରା ଓ ପ୍ରୀତିଶ କୁମାର ନାୟକ। ଏମାନଙ୍କ ନାଁରେ କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ବିଭାଗୀୟ ତଦନ୍ତ ପରେ ଏପରି ନିଷ୍ପତ୍ତି ନେଇଛି ରାଜ୍ୟପରିବହନ ନିଗମ ଏମଡି। 

ଜୟପୁର ପରିବହନ ବିଭାଗର ୩ ଅଧିକାରୀଙ୍କ ଦରମା ବନ୍ଦ
ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ରାଜ୍ୟ ପରିବହନ ନିଗମ MD
କାର୍ଯ୍ୟରୁ ଅନ୍ତର ସହ ପୁନଃ ଯୋଗ ଦେବା ଯାଏଁ ଦରମା ବନ୍ଦ
କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ

Advertisment

Odisha State Transport Department Jeypore Negligence Salary
Advertisment
Related Articles
Advertisment