/odishatv-khabar/media/media_files/2025/10/12/toilet-2025-10-12-14-47-01.jpg)
TOILET Photograph: (OTV)
ହସ୍ପିଟାଲ ଶୌଚାଳୟରେ କଙ୍କାଳ | ଗୋଟିଏ କି ଦୁଇଟି ନୁହେଁ ବାହାରିଛି ତିନିତିନିଟି କଙ୍କାଳ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଭଇଁଶା ଗାଁରେ ଘଟିଛି ଏଭଳି ଘଟଣା | ଭଇଁଶା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଣା କ୍ୟାମ୍ପସରେ ଏକ ପରିତ୍ୟକ୍ତ ୟୁରିନାଲରେ ଏହି କଙ୍କାଳ ପଡିଥିବା ଦେଖିବାକୁ ମିଳିଛି | କଙ୍କାଳଟି ମଣିଷ ଛୁଆ କିମ୍ବା ମାଙ୍କଡ଼ ଛୁଆର ବୋଲି ସନ୍ଦେହ କରାଯାଉଛି। ତେବେ ଏସବୁ କଙ୍କାଳ କାହାର। କେଉଠୁ ଆସିଲା ଏହି କଙ୍କାଳ, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି | ....
Advertisment
ପରିତ୍ୟକ୍ତ ଶୌଚାଳୟରେ ୩ କଙ୍କାଳ
ବଲାଙ୍ଗିର ଭଇଁଶା ମେଡିକାଲର ପରିତ୍ୟକ୍ତ ଶୌଚାଳୟରେ କଙ୍କାଳ
୩ଟି କଙ୍କାଳ ଠାବ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
୩ଟି ଯାକ କଙ୍କାଳ ଶିଶୁ କଙ୍କାଳ ହୋଇଥିବା ଅନୁମାନ
କଙ୍କାଳ କାହାର, କେଉଁଠୁ ଆସିଲା ହୋଇନି ସ୍ପଷ୍ଟ
ଘଟଣାସ୍ଥଳରେ ପହଞ୍ଚି ପାଟଣାଗଡ଼ ପୋଲିସର ତଦନ୍ତ
Advertisment



Related Articles
Nuapada BJD: ବିଜେପି ଛଡ଼ାଇ ନେଲା ବିଜେଡି ପ୍ରାର୍ଥୀ, କିଏ ଜିତିବ ନବୀନଙ୍କ ଭରସା ?
POSTED

Murder: କଟା ହାତ କହିବ ହତ୍ୟାକାରୀ କିଏ ? ଖୋଜୁଛି ପୋଲିସ
POSTED

Bihar Politics on Edge: ବିହାର ନିର୍ବାଚନ ପୂର୍ବରୁ ଲାଲୁ, ରାବ୍ରି ଏବଂ ତେଜସ୍ୱୀ ଯାଦବ ଅସୁବିଧାରେ ପଡିବେ, ନା ଆଶ୍ୱସ୍ତି ପାଇବେ? ଆସନ୍ତାକାଲି ହୋଇପାରେ ଫଇସଲା
POSTED

Shreemayee Mishra Targets: ପୁଣି ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର , କହିଲେ ଏଭଳି ସାଂଘାତିକ କଥା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)