/odishatv-khabar/media/post_attachments/uploadimage/library/16_9/16_9_0/school-1_1626333192.jpg)
school
ଭୁବନେଶ୍ୱର: ପ୍ରଧାନ ଶିକ୍ଷକଙ୍କୁ ଦୈନିକ ୨ଟି କ୍ଲାସ୍ ନେବେ। ଏହି ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ।କେବଳ ସେତିକି ନୁହେଁ ବରଂ ଅନ୍ୟ ଶିକ୍ଷକ କରୁଥିବା କ୍ଲାସ୍ର ତଦାରଖ କରିବେ ପ୍ରଧାନଶିକ୍ଷକ। ରାଜ୍ୟର ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ବିଭାଗ ତାଗିଦ କରିଛି। କିଛି ସ୍କୁଲକୁ ପ୍ରମୁଖ ସଚିବ ପରିଦର୍ଶନ ଯାଇଥିଲା ବେଳେ ଏହି ପ୍ରକାରର ତ୍ରୁଟି ଦେଖିଥିଲେ। ପ୍ରଧାନ ଶିକ୍ଷକ ସ୍କୁଲ ପରିଚାଳନାରେ ବ୍ୟସ୍ତ ରହୁଥିବାରୁ ତାଗିଦ କରିଥିଲେ।
Advertisment
ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳିଆ ସ୍କୁଲ କରାଯାଇଛି। ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ହେଉଛି। ଏହାସହ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲୁଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)