Advertisment

Elephant Herd Returns to Jharkhand: ଲେଉଟିଲେ ହାତୀ ପଲ, ନାକେଦମ ବନ ବିଭାଗ

ଝାଡ଼ଖଣ୍ଡକୁ ଲେଉଟିଲେ ହାତୀ ପଲ। ଦୀର୍ଘ ଦିନ ଧରି ଚମ୍ପୁଆ ରେଞ୍ଜରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ହାତୀଙ୍କୁ ଘଉଡାଇବା ପାଇଁ ନାକେଦମ ବନ ବିଭାଗ।

author-image
Chinmayee Sahoo
Elephant Herd Returns to Jharkhand

Elephant Herd Returns to Jharkhand Photograph: (OTV)

ଝାଡ଼ଖଣ୍ଡକୁ ଲେଉଟିଲେ ହାତୀ ପଲ। ଚମ୍ପୁଆ ରେଞ୍ଜର ଯାମୁଦଲକ ମଙ୍ଗଳପୁର ରାସ୍ତା ଅତିକ୍ରମ କରି ବୈତରଣୀ ନଦୀ ପାର ହୋଇ ଝାଡ଼ଖଣ୍ଡକୁ ଫେରି ଯାଇଛନ୍ତି ୨୬ ଟିକିଆ ହାତୀ ପଲ। ଦୀର୍ଘ ଦିନ ହେବ ଏହି ହାତୀ ପଲ ଚମ୍ପୁଆ ରେଞ୍ଜର ଚମ୍ପୁଆ, ଉଖୁଣ୍ଡା ସେକ୍ସନରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ। 

Advertisment

ହାତୀଙ୍କୁ ଘଉଡାଇବା ପାଇଁ ନାକେଦମ ହୋଇଥିଲା ବନ ବିଭାଗ। ତେବେ ଗତ ରାତିରେ ହାତୀ ପଲ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରୁ ବାହାରି ଝାଡ଼ଖଣ୍ଡକୁ ଚାଲିଯାଇଥିବା ଦେଖିବାକୁ ମିଳିଛି।

Elephant Herd
Advertisment
Related Articles
Advertisment