/odishatv-khabar/media/media_files/2025/10/06/puri-habisiali-2025-10-06-09-13-31.jpg)
PURI-HABISIALI Photograph: (OTV)
ଆଜିଠାରୁ ଆରମ୍ଭ ହେବ ହବିଷ୍ୟାଳିମାନଙ୍କର ରେଜିଷ୍ଟ୍ରେସନ। ପୁରୀ ସହରର ୫ଟି ସ୍ଥାନରେ ହବିଷ୍ୟାଳି ମା’ମାନଙ୍କ ପାଇଁ ରହିବା ବ୍ୟବସ୍ଥା କରାଯାଇଛି । ସେଥିପାଇଁ ଆଜି ବୃନ୍ଦାବତୀ ନିବାସ, ନରେନ୍ଦ୍ର କୋଣ, ରେଲୱେ ପର୍ଯ୍ୟଟକ କମ୍ପ୍ଲେକ୍ସ, ରେଲୱେ କଲ୍ୟାଣ ମଣ୍ଡପ, ବଗଳା ଧର୍ମଶାଳା ଓ ମୋଚିସାହି ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପରେ ରେଜିଷ୍ଟ୍ରେସନ ଆରମ୍ଭ ହେବ। ଅନଲାଇନରେ ରେଜିଷ୍ଟ୍ରେସନ କରାଯାଇଥିବା ମହିଳାମାନେ ତାଙ୍କର କାଗଜ ଦେଖାଇ ସେଠାରେ ରହିପାରିବେ। ହବିଷ୍ୟାଳିମାନଙ୍କର ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସୁବିଧାରେ ଶ୍ରୀମନ୍ଦିରରେ ଦର୍ଶନ ମହାପ୍ରସାଦ ସେବନ, ପୂଜା ବିଧି ସହ ଆକାଶଦୀପ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। କେବଳ ଅନଲାଇନରେ ବୁକିଂ କରାଯାଇଥିବା ୨ହଜାର ୫ଶହ ମହିଳାଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ଠାରୁ କାର୍ତ୍ତିକ ହବିଷ୍ୟାଳି ମାନେ ବ୍ରତ ସଂକଳ୍ପ କରିବେ।
ଆଜିଠାରୁ ଆରମ୍ଭ ହେବ ହବିଷ୍ୟାଳିମାନଙ୍କର ରେଜିଷ୍ଟ୍ରେସନ
ପୁରୀ ସହରର ୫ଟି ସ୍ଥାନରେ ହବିଷ୍ୟାଳିମାନଙ୍କ ରହିବା ବ୍ୟବସ୍ଥା
ବିଭିନ୍ନ ନିବାସରେ ରହିପାରିବେ ଅନଲାଇନ ରେଜିଷ୍ଟ୍ରେସନକାରୀ
ହବିଷ୍ୟାଳିମାନଙ୍କର ରହିବା ପାଇଁ ସମସ୍ତ ବ୍ୟବସ୍ଥା
୨ହଜାର ୫ଶହ ମହିଳାଙ୍କ ପାଇଁ ବ୍ୟବସ୍ଥା ହୋଇଛି
ଆସନ୍ତାକାଲି ଠାରୁ ବ୍ରତ ସଂକଳ୍ପ କରିବେ କାର୍ତ୍ତିକ ହବିଷ୍ୟାଳି
Odisha SI Exam Scam: ପୋଲିସ SI ପରୀକ୍ଷା କେଳେଙ୍କାରୀରେ ଆଉ ଏକ ଗିରଫଦାରି, କ୍ରାଇମବ୍ରାଞ୍ଚ ହାତରେ ଦଲାଲ ନମ୍ବର ୫

Odisha SI Recruitment Scam: ସାର୍ଟିଫିକେଟ୍ କେଳେଙ୍କାରୀଠୁ ନିଯୁକ୍ତି ରାକେଟରେ ସଂପୃକ୍ତ, ଗାଁରେ ହିଂସାକାଣ୍ଡଠୁ ରାଜନୈତିକ ହତ୍ୟାକାଣ୍ଡରେ ଲିଙ୍କ୍

Cuttack's Bhasan Utsav Turns Battlefield: ଆସନ୍ତାକାଲି କଟକ ବନ୍ଦ ଡାକରା, ଭାଇଚାରା ସହରରେ ଚାପା ଉତ୍ତେଜନା

Fake News Creating: ୩୬ ଘଣ୍ଟା ପାଇଁ କଟକରେ କର୍ଫ୍ୟୁ , ଆଇନ ଭାଙ୍ଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)