/odishatv-khabar/media/media_files/2025/10/06/ctc-issue-2025-10-06-07-58-34.jpg)
CTC-ISSUE Photograph: (OTV)
କଟକରେ କର୍ଫ୍ୟୁ । ଗତକାଲି ରାତି ୧୦ଟାରୁ ୩୬ ଘଣ୍ଟା ପାଇଁ ୧୩ଟି ଥାନା ଅଞ୍ଚଳରେ ଜାରି ହୋଇଛି କର୍ଫ୍ୟୁ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ, ଦେବଦତ୍ତ ସିଂ । କର୍ଫ୍ୟୁ ଲାଗିଥିବା ଅଞ୍ଚଳ ଗୁଡ଼ିକ ହେଲା ଦରଘା ବଜାର ଥାନା, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ, ପୁରୀ ଘାଟ ଥାନା, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ୍-୨, ସଦର ଥାନା, ମାଲଗୋଦାମ, ବାଦାମବାଡ଼ି, ସଦର, ଜଗତପୁର ଓ ବୟାଳିଶି ମୌଜା ଅଞ୍ଚଳ ।
Advertisment
ଉପଦ୍ରବକାରୀଙ୍କୁ ବରଦାସ୍ତ କରାଯିବନି ବୋଲି ଚେତାଇ ଦେଇଛନ୍ତି କମିଶନର । ବିଶୃଙ୍ଖଳାକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ । ମେଡିକାଲ୍ ଓ ଅତ୍ୟାବଶ୍ୟକ ସେବା କର୍ଫ୍ୟୁରୁ ବାଦ୍ ଦିଆଯାଇଛି । ସ୍ଥିତି ଦେଖି କର୍ଫ୍ୟୁ କୋହଳ କିମ୍ବା ବୃଦ୍ଧି ହେବ । ଅନ୍ୟପଟେ ଗଣ୍ଡଗୋଳ ଘଟଣାରେ କାହାର ମୃତ୍ୟୁ ହୋଇନଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର । ଗୁଜବଠୁ ଦୂରେଇ ରହି ପୋଲିସର ତଥ୍ୟ ଉପରେ ବିଶ୍ବାସ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି
Advertisment



Related Articles
After Heavy Rain: ପ୍ରକୃତିର ମହାତାଣ୍ଡବ, ସବୁ ଛାରଖାର...ସବୁ ମିଶିଯାଇଛି ମାଟିରେ
POSTED

A Soldier’s Final Salute: ଶେଷ ବିଛଣାରେ ବାପା, ଲୁହ ଗଡ଼ାଇଲାନି ସାହସୀ ପୁଅ
POSTED

What Is The First Organ: ଗର୍ଭରେ ଆପଣଙ୍କ କେଉଁ ଅଙ୍ଗ ପ୍ରଥମେ ବିକଶିତ ହୋଇଥିଲା ? ଜାଣନ୍ତୁ କେଉଁ ସପ୍ତାହରେ କଣ ବିକଶିତ ହୁଏ
POSTED

Pakistan Proposes Trump: ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିରଙ୍କ ନୂଆ ପ୍ଲାନ୍ , ଆରବସାଗରରେ ବନ୍ଦର ନିର୍ମାଣ କରିବ ଆମେରିକା !
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)